Browsing Category

ଦେଶ ବିଦେଶ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୫୭,୨୯୯ ନୂଆ ମାମଲା, ୪,୧୯୪ ମୃତ୍ୟୁ

ନୂଆଦିଲ୍ଲୀ : କୋଭିଡ ମାମଲାରେ ହ୍ରାସ ଘଟିଛି, କିନ୍ତୁ ସଂକ୍ରମଣ ହେତୁ ଦୈନିକ ମୃତ୍ୟୁ ସଂଖ୍ୟା ଚାରି ହଜାରରୁ ଅଧିକ ରହିଆସିଛି, ଯାହା ଚିନ୍ତା ବଢ଼ାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶନିବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ (ଶୁକ୍ରବାର ସକାଳ ୮ଟାରୁ
Read More...

ପୁଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ : ୧୩ ମାଓବାଦୀ ନିହତ

ମୁମ୍ବାଇ : ମହାରାଷ୍ଟ୍ରର ଗଡ଼ଚିରୋଲିରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଖବର ମଳିଛି । ମହାରାଷ୍ଟ୍ର ପୁଲିସର ସି-୬୦ ୟୁନିଟ୍‌ ଏବଂ ମାଓବାଦୀଙ୍କ ମଧ୍ୟରେ ଗଡ଼ଚିରୋଲି ସ୍ଥିତ ଆଟାପଲ୍ଲୀ ଧନଦାଟ ଜଙ୍ଗଲରେ ଏହି ଗୁଳିବିନିମୟ ଘଟିଥିବା ଗଡ଼ଚିରୋଲି ଡିଆଇଜି ସନ୍ଦୀପ ପାଟିଲ
Read More...

ସାବଧାନ : କରୋନା ସଂକ୍ରମିତଙ୍କ ଛିଙ୍କିବା ଠାରୁ ୧୦ ମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ଭୂତାଣୁ

ନୂଆଦିଲ୍ଲୀ : ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ୟ୍ୟାଳୟ ଗୁରୁବାର ଦିନ କହିଛି ଯେ, କୋଭିଡ -୧୯ରେ ପୀଡିତ ବ୍ୟକ୍ତିଙ୍କ ଛିଙ୍କରୁ ବାହାରୁଥିବା ଛୋଟ ବୁନ୍ଦା ଦୁଇ ମିଟର ଅଞ୍ଚଳରେ ପଡିପାରେ ଏବଂ ଏଥିରୁ ବାହାରୁଥିବା ଭୂତାଣୁ ଦଶ ମିଟର ପର୍ୟ୍ୟନ୍ତ ପହଞ୍ଚିପାରେ । ସେ କହିଛନ୍ତି
Read More...

ଭାରତରେ କୋଭିଡ -୧୯ର ୨,୭୬,୧୧୦ ନୂତନ ମାମଲା, ୩,୮୭୪ ମୃତ୍ୟୁ

ନୂଆଦିଲ୍ଲୀ : ଗୋଟିଏ ଦିନରେ ଭାରତରେ କୋଭିଡ -୧୯ର ୨,୭୬,୧୧୦ ନୂତନ ରୋଗ ରିପୋର୍ଟ ହେବା ପରେ ଦେଶରେ ସଂକ୍ରମିତ ସଂଖ୍ୟା ୨,୫୭,୭୨,୪୪୦କୁ ବୃଦ୍ଧି ପାଇଛି । ଏହି ସମୟରେ ସଂକ୍ରମଣରେ ୩,୮୭୪ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୨,୮୭,୧୨୨କୁ ବୃଦ୍ଧି ପାଇଥିବା କୁହାଯାଇଛି । ୨୪ ଘଣ୍ଟାରେ ଚାରି
Read More...

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ସ୍ଥାପିତ ନୂଆ ଏମ୍ସଗୁଡିକ ରାଜ୍ୟଗୁଡିକରେ ଉନ୍ନତ କୋଭିଡ ସେବା ଯୋଗାଉଛି

କୋଭିଡ ସଙ୍କଟ ବେଳେ ତୃତୀୟକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଞ୍ଚଳିକ ବୈଷମ୍ୟ ଦୂର କରୁଛିଜଟିଳ ମ୍ୟୁକୋରମାଇକୋସିସ୍ ସଂକ୍ରମଣ ଚିକିତ୍ସା ଉପଲବ୍ଧ ରହିଛି ନୂଆଦିଲ୍ଲୀ, (ପିଆଇବି) : ଦେଶରେ ଡାକ୍ତରୀ ଶିକ୍ଷା ବ୍ୟବସ୍ଥା ଉନ୍ନତ କରିବା ଓ ଉନ୍ନତମାନର ତୃତୀୟକ ଡାକ୍ତରଖାନାର ଆବଶ୍ୟକତା ପୂରଣ
Read More...

ଲଗାତର ଷଷ୍ଠ ଦିନ ପାଇଁ ଦୈନିକ ନୂଆ ମାମଲାକୁ ପଛରେ ପକାଇଲା ଦୈନିକ ଆରୋଗ୍ୟ ସଂଖ୍ୟା

ଲଗାତର ତିନିଦିନ ହେଲା ଦୈନିକ ନୂଆ ମାମଲା ୩ ଲକ୍ଷଠାରୁ କମଗତ ୨୪ ଘଣ୍ଟାରେ ସର୍ବାଧିକ ୨୦ ଲକ୍ଷ ନମୁନା ପରୀକ୍ଷା ହୋଇଛି, ଯାହା ଏକ ବିଶ୍ୱ ରେକର୍ଡଦୈନିକ ପଜିଟିଭ ହାର ୧୩.୩୧%କୁ ଖସିଲାଏ ପର୍ୟ୍ୟନ୍ତ ୧୮-୪୪ ବୟସ ବର୍ଗର ୬୪ ଲକ୍ଷରୁ ଅଧିକ ହିତାଧିକାରୀ ନେଲେଣି କରୋନା ଟିକା ନୂଆଦିଲ୍ଲୀ,
Read More...

ଗୁଜରାଟର ବାତ୍ୟା ତାଉତେ କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶମାର୍ଗରୁ ଦେଖିଲେ ପ୍ରଧାନମନ୍ତ୍ରୀ

• ରାଜ୍ୟରେ ରିଲିଫ କାର୍ୟ୍ୟର ଅଗ୍ରଗତି ବୁଝିଲେ ପ୍ରଧାନମନ୍ତ୍ରୀ• ଗୁଜରାଟବାସୀଙ୍କୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ• ରାଜ୍ୟରେ ତୁରନ୍ତ ରିଲିଫ କାର୍ୟ୍ୟ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କଲେ ଏକ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା• କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ର ସରକାର ପଠାଇବେ
Read More...

ଟିକା ଯୋଗାଣ ସମ୍ପର୍କୀତ ଆଗୁଆ ସୂଚନା ଦେଉଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଜୁନ ୧୫ତାରିଖ ପର୍ୟ୍ୟନ୍ତ କୋଭିଡ ଟିକା ଯୋଗାଣ ସମ୍ପର୍କୀତ ତଥ୍ୟ ଆଗୁଆ ଦେଇଛନ୍ତି । ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ କୋଭିଡ ଟିକା କେନ୍ଦ୍ର ପ୍ରସ୍ତୁତ କରିବା ଏବଂ ଏହାର ପ୍ରଶାସନିକ
Read More...

ସରକାରଙ୍କ ଐତିହାସିକ ଚାଷୀ ଅନୁକୂଳ ପଦକ୍ଷେପ : ସାର ସବସିଡି ବୃଦ୍ଧି

• ଡିଏପି ସାର ଉପରେ ସବସିଡି ପରିମାଣ ୧୪୦% ବଢ଼ିଲା• ଡିଏପି ବସ୍ତା ପିଛା ୫୦୦ ଟଙ୍କା ବଦଳରେ ୧୨୦୦ ଟଙ୍କାର ସବସିଡି ପାଇବେ ଚାଷୀ• ଏଣିକି ୨୪୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କାରେ ଡିଏପି ବସ୍ତା କିଣିପାରିବେ ଚାଷୀ• ଏହି ସବସିଡି ବାବଦରେ ଅତିରିକ୍ତ ୧୪,୭୭୫ କୋଟି ଟଙ୍କା ଖର୍ଚ୍ଚ କରିବେ
Read More...

ରେଳବାଇ ପକ୍ଷରୁ ଗୋଟିଏ ଦିନରେ ଅକ୍ସିଜେନ୍‍ ଏକ୍ସପ୍ରେସ ଯୋଗେ ସର୍ବାଧିକ ୧୦୦୦ ମେଟ୍ରିକ୍‍ ଟନରୁ ଅଧିକ ଅକ୍ସିଜେନ୍‍…

• ୧୩ଟି ରାଜ୍ୟକୁ ଏବେସୁଦ୍ଧା ୧୧,୦୩୦ ମେଟ୍ରିକ୍‍ ଟନ୍‍ ତରଳ ଅକ୍ସିଜେନ୍‍ ରିଲିଫ୍‍ ଯୋଗାଯାଇ ସାରିଛି ।• ମହାରାଷ୍ଟ୍ରକୁ ୫୨୧ ମେଟ୍ରିକ୍‍ ଟନ୍‍, ଉତ୍ତର ପ୍ରଦେଶକୁ ପ୍ରାୟ ୨୯୫୮ ମେଟ୍ରିକ୍‍ ଟନ୍‍, ମଧ୍ୟ ପ୍ରଦେଶକୁ ୪୭୬ ମେଟ୍ରିକ୍‍ ଟନ୍‍, ହରିଆଣାକୁ ୧୪୨୭ ମେଟ୍ରିକ୍‍ ଟନ୍‍, ତେଲଙ୍ଗାନାକୁ
Read More...