Browsing Category

ଦେଶ ବିଦେଶ

ଗ୍ରାମୀଣ ଭାରତରେ କୋଭିଡ ମହାମାରୀର ମୁକାବିଲା ପାଇଁ ପଞ୍ଚାୟତିରାଜ ମନ୍ତ୍ରଣାଳୟର ତତ୍ପରତା

• ପଞ୍ଚାୟତସ୍ତରରେ ମହାମାରୀ ମୁକାବିଲା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶାବଳୀ• ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ କୋଭିଡ ସଚେତନତା ବୃଦ୍ଧି ପାଇଁ ସଘନ ପ୍ରଚାର ଓ ଯୋଗାଯୋଗ ଅଭିଯାନ ଚାଲିବ• ପଞ୍ଚାୟତରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଏହି ସଚେତନତା ଅଭିଯାନ ଏବଂ ମହାମାରୀ
Read More...

କୋଭିଡ-୧୯ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ଓ ଜିଲ୍ଲା ଅଧିକାରୀଙ୍କ ସହ ମତ ବିନିମୟ

ଦେଶର ବିଭିନ୍ନ ଭାଗରେ ନିଆଯାଉଥିବା ଶ୍ରେଷ୍ଠ ପଦକ୍ଷେପ ଗୁଡିକ ସମ୍ପର୍କରେ ଅନ୍ୟମାନଙ୍କୁ ଅବଗତ କରାଇବା ପାଇଁ ଅଧିକାରୀମାନଙ୍କୁ ନିବେଦନ କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : କୋଭିଡ-୧୯ ମହାମାରୀର ମୁକାବିଲା କରୁଥିବା ବିଭିନ୍ନ ରାଜ୍ୟ ଓ ଜିଲ୍ଲାସ୍ତରୀୟ କ୍ଷେତ୍ର କର୍ମଚାରୀଙ୍କ
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ ୪,୫୨୯ ମୃତ୍ୟୁ : ୨,୬୭,୩୩୪ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : କାଭିଡ -୧୯ ଭାରତରେ ହଇଚଇ ସୃଷ୍ଟି କରିଛି । କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ଘଟିଥିବା ବେଳେ ମୃତ୍ୟୁ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ କରୋନା ଯୋଗୁଁ ୪୫୨୯ ଜଣଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ, ଗୋଟିଏ
Read More...

ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ ନୈତିକ ଏବଂ ସାମାଜିକ ଭାବରେ ଗ୍ରହଣୀୟ ନୁହେଁ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ

ଚଣ୍ଡିଗଡ଼ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କହିଛନ୍ତି ଯେ, ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ ନୈତିକ ଏବଂ ସାମାଜିକ ଭାବରେ ଗ୍ରହଣୀୟ ନୁହେଁ । ତେବେ ଦେଶର ବୃହତ୍ତମ କୋର୍ଟ ଏହାର ଅନେକ ଆଦେଶରେ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ଦମ୍ପତିଙ୍କ ସମ୍ପର୍କକୁ ସ୍ୱୀକୃତି ଦେଇଛନ୍ତି ।
Read More...

ଝାରଖଣ୍ଡ ହଜାରିବାଗ ମେଡିକାଲ କଲେଜରୁ ୧୮୬ ଅକ୍‌ସିଜେନ୍‌ ସିଲିଣ୍ଡର ଏବଂ ୬୦ ରେଗୁଲେଟର୍‌ ଗାଏବ୍‌

ହଜରିବାଗ : ଝାରଖଣ୍ଡର ହାଜରିବାଗ ସ୍ଥିତ ହାଜରିବାଗ ମେଡିକାଲ କଲେଜ ହସପିଟାଲରୁ ୧୮୬ ଅକ୍‌ସିଜେନ୍‌ ସିଲିଣ୍ଡର ଏବଂ ୬୦ ରେଗୁଲେଟର ନିଖୋଜ ମାମଲାରେ ପୋଲିସ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସଆଇଟି) ଗଠନ କରି ତଦନ୍ତ ଆରମ୍ଭ କରିଥିବା ବେଳେ ୱାର୍ଡ ବଏ ସମେତ ପାଞ୍ଚ ଜଣଙ୍କୁ ପଚରା ଉଚୁରା
Read More...

ଯୋଗୀ ସରକାରଙ୍କ ମନ୍ତ୍ରୀ ବିଜୟ କାଶ୍ୟପଙ୍କ କରୋନାରେ ମୃତ୍ୟୁ : ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କଲେ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ତଥା ବିଜେପି ବିଧାୟକ ବିଜୟ କାଶ୍ୟପଙ୍କ କରୋନା ଭାଇରସ ସଂକ୍ରମଣ ହେତୁ ମଙ୍ଗଳବାର ଗୁରୁଗାଓଁର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି । ମୁଜାଫରନଗରର ଚରଥାୱଲ ବିଧାନସଭା ଆସନର ବିଧାୟକ କାଶ୍ୟପ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ୱାସ
Read More...

ସାମୁଦ୍ରିକ ଝଡ଼ ‘ତୌକତେ’ର ପ୍ରଚଣ୍ଡ ପ୍ରତିକ୍ରିୟା : ମୁମ୍ବାଇରେ ସକାଳୁ ଜାରି ରହିଛି ବର୍ଷା, ୨୦ ଘଣ୍ଟା…

ମୁମ୍ବାଇ : ସାମୁଦ୍ରିକ ଝଡ଼ 'ତୌକତେ' ଧ୍ୱଂସ ଲୀଳା ଜାରି ରଖିଛି । ସୋମବାର ରାତିରେ ଗୁଜୁରାଟର ସୌରାଷ୍ଟ୍ରର ଉପକୂଳରେ ବାଡେ଼ଇ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ପବନ ଘଣ୍ଟା ପ୍ରତି ୧୮୫ କିଲୋମିଟର ବେଗରେ ଗତି କରିଥିଲା । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଗତ ୨୩ ବର୍ଷ ମଧ୍ୟରେ
Read More...

ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ସକ୍ରିୟ ମାମଲା କମିଛି : କିନ୍ତୁ ବଢ଼ୁଛି ମୃତକଙ୍କ ସଂଖ୍ୟା,…

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି କାରଣରୁ କରୋନା ସଂକ୍ରମଣରେ ସକ୍ରିୟ କ୍ଷେତ୍ରରେ ଦ୍ରୁତ ହ୍ରାସ ଘଟିଛି । କିନ୍ତୁ ସବୁଠାରୁ ଚିନ୍ତାଜନକ ବିଷୟ
Read More...

୨ ଟିଏମ୍‌ସି ମନ୍ତ୍ରୀଙ୍କ ସମେତ ୪ ଜଣ ନେତା ଗିରଫ : ମମତା ବାନାର୍ଜୀ ମଧ୍ୟ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଲେ

କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୨ ମନ୍ତ୍ରୀ, ୧ ପୂର୍ବତନ ମନ୍ତ୍ରୀ ଏବଂ ବିଧାୟକଙ୍କ ଉପରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ଆଜି ସକାଳେ ସିବିଆଇ ଟିଏମସି ମନ୍ତ୍ରୀ ଫିରହାଦ୍ ହାକିମ, ସୁବ୍ରତ ମୁଖାର୍ଜୀ, ଟିଏମସି ବିଧାୟକ ମଦନ ମିତ୍ର, ପୂର୍ବତନ
Read More...

ଲକ୍‌ଡାଉନ୍ ଉଲ୍ଲଂଘନ କରୁଥିବା ଲୋକଙ୍କୁ ନୂଆ ଦଣ୍ଡ : ୩୦ରୁ ୪୫ ମିନିଟ୍‌ ପର୍ଯ୍ୟନ୍ତ ଲେଖିବେ ରାମ ନାମ

ସତନା : ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଲକଡାଉନ୍ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଦଣ୍ଡ ଦେବା ପାଇଁ ପୋଲିସ ଏକ ନିଆରା ଉପାୟ ଅବଲଂବନ କରିଛି । ଯେଉଁମାନେ ଲକ୍‌ଡାଉନ୍ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ୩୦ରୁ ୪୫ ମିନିଟ୍ ପର୍ଯ୍ୟନ୍ତ ପ୍ରଭୁ ରାମଙ୍କ ନାମ ଲେଖାଇବା ପରେ ସେମାନଙ୍କୁ ଘରେ ରହିବାକୁ
Read More...