Browsing Category

ଦେଶ ବିଦେଶ

ଅଭିନେତ୍ରୀ ତଥା ସାଂସଦ ମିମି ଚକ୍ରବର୍ତ୍ତୀ ମଧ୍ୟ କରୋନା ସଂକ୍ରମିତ : ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ କରୋନାର ବିସ୍ଫୋରଣ ପରିସ୍ଥିତି ଦେଖିବାକୁ ମିଳିଛି । ଏହା ସହିତ ବଲିଉଡ ଏବଂ ଟିଭି ଅଭିନେତାମାନେ ମଧ୍ୟ ଏହି ଭୂତାଣୁ ସଂକ୍ରମିତ ହେଉଛନ୍ତି । ଟିଏମ୍‌ସି ସାଂସଦ ତଥା
Read More...

ଦିଲ୍ଲୀର ଲଜପତ ରାୟ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ୧୩ଟି ଅଗ୍ନିଶମ ଗାଡ଼ି

ନୂଆଦିଲ୍ଲୀ : ଆଜି ପୂର୍ବାହ୍ନରେ ଜାତୀୟ ରାଜଧାନୀର ଲାଲକିଲ୍ଲା ସମ୍ମୁଖରେ ଥିବା ଲଜପତ ରାୟ ବଜାରରେ ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀ ଅଗ୍ନିଶମ ବିଭାଗର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । କୁହାଯାଇଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା
Read More...

ଦେଶରେ କ୍ଷୀପ୍ର ବେଗରେ କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୯୦,୯୨୮ ନୂଆ ମାମଲା, ୩୨୫ ଲୋକଙ୍କ ପ୍ରାଣ ନେଲା

ନୂଆଦିଲ୍ଲୀ : ଦେଶରେ କ୍ଷୀପ୍ର ବେଗରେ କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ଭାରତ ୯୦,୯୨୮ ନୂତନ କରୋନା ମାମଲା ରିପୋର୍ଟ ହୋଇଛି । ଗତ ୨୪ ଘଂଟା । ମଧ୍ୟରେ ୧୯,୨୦୬ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ୩୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସକ୍ରିୟ ମାମଲା ସଂଖ୍ୟା ୨,୮୫,୪୦୧
Read More...

ଆମେରିକାରେ ହଇଚଇ ସୃଷ୍ଟି କରୁଛି କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍, ସଂକ୍ରମିତଙ୍କ ମଧ୍ୟରୁ ୯୫ ପ୍ରତିଶତ ଓମିକ୍ରନ୍…

ୱାଶିଂଟନ୍‌ : ସମଗ୍ର ବିଶ୍ୱରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍‌ର ମାମଲା ହୁ ହୁ ହୋଇ ବଢ଼ିବାରେ ଲାଗିଛି । କରୋନାର ଏହି ନୂତନ ଭାରିଆଣ୍ଟ ଓମିକ୍ରନ୍ ଆମେରିକାରେ ହଇଚଇ ସୃଷ୍ଟି କରିଛି । ସବୁଠାରୁ ବଡ଼ କଥା ହେଲା, ଆମେରିକାରେ ଦେଖାଦେଇଥିବା
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଅଭାବରୁ ଫିରୋଜପୁର ରାଲି ବାତିଲ

ଫିରୋଜପୁର : ପଞ୍ଜାବର ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିକୁ ବାତିଲ କରାଯାଇଛି । ସୂଚନା ଅନୁଯାୟୀ, ଫିରୋଜପୁରରେ ପ୍ରବଳ ବର୍ଷା ହେଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲିକୁ ବର୍ତ୍ତମାନ ପର୍ୟ୍ୟନ୍ତ ବାତିଲ କରାଯାଇଛି । ଆଜି ସକାଳେ ପ୍ରଧାନମନ୍ତ୍ରୀ
Read More...

ଦେଶରେ ତୃତୀୟ ଲହର ଏବଂ ଦିଲ୍ଲୀରେ ପଞ୍ଚମ ଲହର : ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ, ଦେଶରେ ତୃତୀୟ ଲହର ପହଞ୍ଚିଛି । ରାଜଧାନୀରେ ଏହା ହେଉଛି ପଞ୍ଚମ ଲହର । ଶ୍ରୀ ଜୈନ କହିଛନ୍ତି ଯେ, ଦିଲ୍ଲୀରେ କରୋନାର ନୂଆ ସଂକ୍ରମିତଙ୍କ ସଂଖ୍ୟା ବିସ୍ଫୋରକ
Read More...

ଦେଶରେ କରୋନା ଭାଇରସ୍‌ : ୨୪ ଘଂଟାରେ ୫୮ ହଜାର ୯୭ ଜଣ ନୂଆ ସଂକ୍ରମିତ ଚିହ୍ନଟ, ୫୩୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସମଗ୍ର ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଂଟା ମଧ୍ୟରେ ୫୮ ହଜାର ୯୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ମଧ୍ୟରେ କରୋନାରେ ୫୩୪ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ କରୋନା କାରଣରୁ ସମୁଦାୟ ୪ ଲକ୍ଷ ୮୨ ହଜାର
Read More...

ଓଡ଼ିଶାର ଗଜପତି ଜିଲ୍ଲା ମଧୁରମ୍ବା ଗ୍ରାମବାସୀଙ୍କ ପାଇଁ ଆଶାର କିରଣ ନେଇ ଆସିଛି ଜଳ ଜୀବନ ମିଶନ

ଭୁବନେଶ୍ୱର, (ପିଆଇବି) : ଓଡ଼ିଶାର ଗଜପତି ଜିଲ୍ଲା ଅଧୀନ ମଧୁରମ୍ବା ଗ୍ରାମବାସୀଙ୍କ ପାଇଁ ବହୁ ଦଶନ୍ଧି ଧରି ପାଣି ସମସ୍ୟା ଲାଗି ରହିଥିଲା । ଖରା ଦିନେ ଏହି ସମସ୍ୟା ଅଧିକ ଉତ୍କଟ ହେଉଥିଲା । ୨୦୧୮ ପର୍ଯ୍ୟନ୍ତ ଗାଁର ଲୋକମାନେ ସେମାନଙ୍କର ଦୈନନ୍ଦିନ ପାନୀୟ ଜଳ ଆବଶ୍ୟକତା ପୂରଣ କରିବା ପାଇଁ
Read More...

ମଣିପୁରର ଇମ୍ପାଲଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ

● “ଉତ୍ତର-ପୂର୍ବ ଯାହାକୁ ନେତାଜୀ ଭାରତ ସ୍ୱାଧୀନତାର ପ୍ରବେଶ ଦ୍ୱାର କହୁଥିଲେ ତାହା ନବଭାରତ ସ୍ୱପ୍ନ ସାକାର କରିବା ପାଇଁ ପ୍ରବେଶ ଦ୍ୱାର ହେଉଛି”● “ଆମେ ଉତ୍ତର ପୂର୍ବରେ ସମ୍ଭାବନାର ଦିଗ ଅନୁଧ୍ୟାନ କରୁଛୁ”● “ଆଜି ଦେଶର ଯୁବ ଶକ୍ତି ମଣିପୁରର ଖେଳାଳୀମାନଙ୍କ ଠାରୁ ପ୍ରେରଣା ପାଉଛନ୍ତି”●
Read More...

ପୂର୍ବ ସରକାରରେ ଅପରାଧୀ ଏବଂ ମାଫିଆ ବେଆଇନ ଦଖଲ୍‌ ଟୁର୍ନାମେଣ୍ଟ ଖେଳୁଥିଲେ : ପିଏମ୍‌ ମୋଦୀ

ମେରଠ (ଉତ୍ତରପ୍ରଦେଶ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏକ କ୍ରୀଡ଼ା ବିଶ୍ୱବିଦ୍ୟାଳୟକୁ ମେରଠକୁ ଉପହାର ଦେଇଛନ୍ତି । ମେରଠରେ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଙ୍କୁ କଡ଼ା ଆକ୍ରମଣ କରିଥିଲେ ।
Read More...