Browsing Category

ଅପରାଧ

ଦେଢ଼ କୋଟି ଟଙ୍କାର ମୋବାଇଲ ଡକାୟତ ଗିରଫ, ୧୫୦୦ରୁ ଅଧିକ ମୋବାଇଲ୍‌ ଫୋନ୍ ଉଦ୍ଧାର

ନୋଏଡା : ନୋଏଡାର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଏବଂ ମଥୁରା ପୋଲିସର ମିଳିତ ଚଢ଼ଉରେ ୧.୫୮ କୋଟି ଟଙ୍କାର ୧,୫୮୯ ମୋବାଇଲ୍ ଫୋନ୍ ଜବତ୍‌ କରିବା ସହିତ ୫ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଡ଼କାୟତମାନେ ନୋଏଡାରୁ ବାଙ୍ଗାଲୋର ରାସ୍ତାରେ ଡକାୟତି ଘଟଣା ଘଟାଇଥିଲେ। ଏହାପୂର୍ବରୁ ଯାତ୍ରୀଙ୍କ ଠାରୁ
Read More...

ଘୋରଡିଆ ନୋଡାଲ ହାଇସ୍କୁଲର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ନୋଡାଲ ହାଇସ୍କୁଲର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ହୋଇଯାଇଛି । ସୂଚନା ଅନୁଯାୟୀ ଘୋରଡିଆ ନୋଡାଲ ହାଇସ୍କୁଲର ପରିଚାଳନା କମିଟି ସଦସ୍ୟଙ୍କ କାର୍ଯ୍ୟକାଳ ପୂରିଯାଇଥିବା ନେଇ ସ୍କୁଲରେ ପାଠ
Read More...

ଚିତ୍ତରଂଜନ ପାର୍କରେ ଚୋର : ଜଗୁଆଳିଙ୍କୁ ବନ୍ଧକ ରଖି ଏଟିଏମ୍‌ରୁ ଲୁଟି ନେଲେ ୧୮.୪୫ ଲକ୍ଷ

ନୂଆଦିଲ୍ଲୀ : ଚିତରଞ୍ଜନ ପାର୍କ ଅଞ୍ଚଳରେ କାରରେ ଆସିଥିବା ଲୁଟେରାମାନେ ଜଗୁଆଳିଙ୍କୁ ବନ୍ଧକ ରଖି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏଟିଏମରୁ ୧୮.୪୫ ଲକ୍ଷ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି । ଲୁଟେରାମାନେ ଏଟିଏମ ତଳେ ଥିବା ଟଙ୍କା କ୍ୟାବିନକୁ ଗ୍ୟାସ କଟର୍‌ ଦ୍ୱାରା କାଟି ଏହି
Read More...

ଅସଦାଚରଣକୁ ବିରୋଧ କରିବାରୁ ମହିଳାଙ୍କୁ ଗଳା କାଟି ହତ୍ୟା

ଦିଲ୍ଲୀ : ରବିବାର ରାତିରେ ଡାବ୍ରି ଅଞ୍ଚଳରେ ଜଣେ ମଦ୍ୟପ ବ୍ୟକ୍ତି ଅଶ୍ଳୀଳତାକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା କରିଥିବା ଘଟଣା ସାମ୍‌ନାକୁ ଆସିଛି । ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ତା ଘରକୁ ପଳାଉଥିଲା । କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ଅଭିଯୁକ୍ତକୁ ଧରି
Read More...

ଜଣେ ମହିଳା ପୋଲିସ ପ୍ରେମରେ ପଡ଼ି ପତ୍ନୀ ଏବଂ ୨ ପିଲାଙ୍କୁ ହତ୍ୟା କଲା ସ୍ୱାମୀ

ନୋଏଡା : ୟୁପିର ନୋଏଡାଠାରେ ଜଣେ ମହିଳା ପୋଲିସ୍ ପ୍ରେମରେ ପଡିଥିବା ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଏବଂ ଦୁଇ ନିରୀହ ପିଲାଙ୍କୁ ହତ୍ୟା କରି ମୃତଦେହକୁ ଘରର ତଳ ମହଲାରେ ପୋତି ଦେଇଥିବା ଭଳି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ପୁଣି ହତ୍ୟାକାରୀ ନିଜ ବନ୍ଧୁଙ୍କୁ ହତ୍ୟା କରିବା ପରେ ନିଜର
Read More...

୧୧ ବର୍ଷ ଧରି ଯୁବତୀ ବଳାତ୍କାରର ଶିକାର ହୋଇ ଆସୁଥିଲେ : ଏବେ ଦୁବାଇରେ ବିକ୍ରୟ ପାଇଁ ପ୍ରସ୍ତୁତି ଚାଲିଥିଲା

ଚଣ୍ଡିଗଡ଼ : ୧୧ ବର୍ଷ ଧରି ଜଣେ ଯୁବତୀ ବଳାତ୍କାରର ଶିକାର ହୋଇ ଆସୁଥିଲେ । ଭୟ ହେତୁ ସହ୍ୟ କରିଥିଲେ ସବୁ ନିର୍ଯ୍ୟାତନା । ଏବେ ଅଭିଯୁକ୍ତ ତାଙ୍କୁ ଦୁବାଇରେ ବିକ୍ରୟ କରିବାକୁ ପ୍ରସ୍ତୁତି ଚଳାଇଥିଲେ । କୌଣସି ପ୍ରକାରେ ସେମାନଙ୍କ କବଳରୁ ମୁକ୍ତ ହୋଇ ପୀଡିତା ପୋଲିସ ପାଖରେ ପହଞ୍ଚିଥିଲେ ।
Read More...

ମର୍ମନ୍ତୁଦ ହତ୍ୟାକାଣ୍ଡ : ଗୁଳି କାଣ୍ଡରେ ଢ଼ାବା ମାଲିକାଣୀ ମୃତ

ନୂଆପଡ଼ା, (ଗୁରୁଦୟାଲ ହଂସ) : ଏକ ମର୍ମନ୍ତୁଦ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଗୁଳି କାଣ୍ଡରେ ଝଣେ ଢ଼ାବା ମାଲିକାଣୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ବାସନ୍ତୀ ଢ଼ାବାରେ ଗୁଳିକାଣ୍ଡ ଘଟିଥିବା ବେଳେ ଜଣେ ଅଜଣା ବ୍ୟକ୍ତିଙ୍କ
Read More...

ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ଲୋକଙ୍କୁ ନକଲି ପୋଲିସ୍ ନୋଟିସ୍ ପଠାଇ ଠକେଇ : ଧରାପଡ଼ିଲା ଗ୍ୟାଙ୍ଗ୍

ନୂଆଦିଲ୍ଲୀ : ଦେଶରେ ଗୁପ୍ତରେ ଇଣ୍ଟରନେଟରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ଲୋକଙ୍କ ସଂଖ୍ୟା ବହୁତ । ଏଭଳି ପରିସ୍ଥିତିରେ ଅନେକ ଗ୍ୟାଙ୍ଗ ଇଣ୍ଟରନେଟରେ ସକ୍ରିୟ ଅଛନ୍ତି, ଯେଉଁମାନେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ଲୋକଙ୍କୁ ପ୍ରତାରଣା କରନ୍ତି । ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏହି ଠକେଇ
Read More...

ଡକାୟତି ଘଟଣାରେ ୬ ଗିରଫ, ମୋଟର ସାଇକେଲ ସହ ଖଣ୍ଡା ଓ ଖେଳଣା ପିସ୍ତଲ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ଡକାୟତି ଘଟଣାରେ ପୁଇଁନ୍ତଲା ପୋଲିସକୁ ମିଳିଛି ଏକ ବଡ ସଫଳତା ଏହି ମାମଲାରେ ୬ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ ମୋଟର ସାଇକେଲ, ଗୋଟିଏ ଖଣ୍ଡା ଏବଂ ଗୋଟିଏ ଖେଳଣା ପିସ୍ତଲ ଜବତ ହୋଇଥିବା ସଦର ଏସ୍‌ଡିପିଓ ତୋଫାନ୍‌ ବାଗ ସୂଚନା
Read More...

ମହିଳାଙ୍କ ଭିଡିଓ ଉତ୍ତୋଳନ ପଡିଲା ମହଙ୍ଗା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଚାରଭାଟି ଗ୍ରାମରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଚାରଭାଟି ଗ୍ରାମର ଏକ ନାଳରେ ଗ୍ରାମର ଝିଅ ଓ ମହିଳା ମାନେ ଗାଧୋଉ ଥିବା ସମୟରେ ଜଣେ ବ୍ୟକ୍ତି ଏକ ଗଛ ତଳେ ଲୁଚି ମୋବାଇଲ ଯୋଗେ
Read More...