Browsing Category

ଅପରାଧ

ଜାଣିଲେ ଶିହିରି ଯିବ ଦେହ : ୧୧ ବର୍ଷ ବାଳକ ନିଜ ସାଥୀକୁ ପଥରରେ ଛେଚି ହତ୍ୟା କଲା

ଇନ୍ଦୋର : ମଧ୍ୟପ୍ରଦେଶର ବ୍ୟବସାୟ ନଗରୀ ଇନ୍ଦୋରରେ ଏକ ଏମିତି ଘଟଣା ଘଟିଛି, ଯାହା ଜାଣିଲେ ଦେହ ଶିହିରି ଯିବ । ଭିଡ଼ିଓ ଗେମ୍‌ରେ ହାରିଯିବାରୁ ଜଣେ ୧୧ ବର୍ଷର ବାଳକ ପଥରରେ ମୁଣ୍ଡ ଛେଚି ନିଜ ସାଥୀକୁ ହତ୍ୟା କରିଛି । ପୁଲିସ ପକ୍ଷରୁ କୁହାଯାଇଛି ଯେ, ସଂପୃକ୍ତ ଅଭିଯୁକ୍ତ ବାଳକ ହତ୍ୟା
Read More...

ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ଆଦାୟ

ସମ୍ବଲପୁର, (ଦାମୋଦର ପଣ୍ଡା) : କୋଭିଡ୍-୧୯ ଓ ମୋଟର ଯାନ ଆଇନ୍ ଉଲଙ୍ଘନ ଅଭିଯୋଗରେ ସମ୍ବଲପୁର ଜିଲ୍ଲାରେ ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସମଗ୍ର ଜିଲ୍ଲାରେ ମୋଟର ଯାନ ଆଇନରେ ୩୦୦ ଜଣଙ୍କ ଠୁ ୩ ଲକ୍ଷ ଓ ମାସ୍କ ପିନ୍ଧି ନ ଥିବାର ୨୫୦ ଜଣଙ୍କ ଠାରୁ ୧ ଲକ୍ଷ
Read More...

ମାରଣାସ୍ତ୍ରରେ ଆକ୍ରମଣ କରି ୨ ଲକ୍ଷ ଟଙ୍କା ଲୁଟର ୬ଦିନ ପରେ ମଧ୍ୟ ଅନ୍ଧାରରେ ବାଡି ବୁଲାଉଛି ପୁଲିସ : ସାଧାରଣରେ…

ଦେଓଗାଁ, (ମନିଷ କୁମାର ସାହୁ) : ଗୋଟିଏ ଦିନରେ ଦେଓଗାଁ ଥାନାଞ୍ଚଳର ଦୁଇଟି ଜାଗାରେ ତିନି ଘଣ୍ଟାର ବ୍ୟବଧାନରେ ଲୁଟ୍ ଘଟଣା ଘଟିଥିଲା । ଗୋଟିଏ ଘଟଣାରେ ଲୁଟେରାମାନେ ଆକ୍ରମଣ ମାରଣାସ୍ତ୍ର ଦ୍ୱାରା କରିଥିଲେ। ଘଟଣାକୁ ଇତିମଧ୍ୟରେ ୬ ଦିନ ବିତିଯାଇଛି । ହେଲେ ଆଜି ବି ପୁଲିସ ହାତ ଖାଲି ରହିଛି ।
Read More...

କିନ୍ନରଙ୍କୁ ବିଚ୍‌ ରାସ୍ତାରେ ଗୁଳି କରି ହତ୍ୟା : ତନାଘନା ଯାଂଚରେ ଲାଗିଛି ପୁଲିସ

ନୂଆଦିଲ୍ଲୀ : କିନ୍ନରଙ୍କୁ ବିଚ୍‌ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିବା ବେଳେ ତନାଘନା ଯାଂଚରେ ଲାଗିଛି ପୁଲିସ । ଗୁଳିକାଣ୍ଡର ଶୀକାର ହୋଇଥିବା କିନ୍ନର ଏକତା ଯୋଷୀଙ୍କ ସହ ତାଙ୍କର ସାଥୀ ଅନିତା ମଧ୍ୟ ସାଂଗରେ ଥିଲେ, ଅଥଚ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସେ । ଅସାମାଜିକଙ୍କ ଗୁଳିରେ ଏକତା
Read More...

ଅଇଁଲାସାରି ଗୋଷ୍ଠୀ ସଂଘର୍ଷ ଘଟଣାରେ ୭ ଅଭିଯୁକ୍ତ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଇଁଲାସାରି ଗୋଷ୍ଠୀ ସଂଘର୍ଷ ଘଟଣାରେ ପୋଲିସ ଆଜି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ଦେଇଛି । ଗତ ବୁଧବାର ଦିନ ଅଇଁଲାସାରି ଗ୍ରାମରେ ଥିବା ଦଳିତ ପଡାବାସୀଙ୍କୁ ଆକ୍ରମଣ ଘଟଣାରେ ଏହି ଅଭିଯୁକ୍ତମାନେ ଅସଭ୍ୟ ଭାଷରେ ଗାଳି ଗୁଲଜ କରିବା ସହ ଘର ଓ
Read More...

ଅଇଁଲାସାରି ସବର୍ଣ୍ଣ ଅସବର୍ଣ୍ଣ ଲଢେଇ : ଦଳିତ ମହିଳାଙ୍କ ଧାରଣା ଓ ବିକ୍ଷୋଭ, ପୋଲିସ ପ୍ରସାଶନର କ୍ଷୟକ୍ଷତି ଆକଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ବୁଧବାର ଦିନ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଅଇଁଲାସାରି ଗ୍ରାମରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ତୁମୁଳକାଣ୍ଡ ହେବାପରେ ଆଜି ଘଟଣା ପୁଣି ଭିନ୍ନ ମୋଡ ନେଇଛି । ଅସବର୍ଣ୍ଣଙ୍କ ବସ୍ତିରୁ ଦଶ ଜଣକୁ ପୋଲିସ ଉଠାଇ ଆଣିଥିବା ବେଳେ ସେଭିତରୁ ଜଣେ କୋଭିଡ
Read More...

ଡାକ୍ତରଙ୍କୁ ଆକ୍ରମଣ କରିଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଏନ୍‌ଏସ୍‌ଏ.ରେ ବୁକ୍‌ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୮ ତାରିଖ ଦିନ ଭୀମ ଭୋଇ ମେଡ଼ିକାଲର ଆଇସୋଲେସନ୍‌ ୱର୍ଡରେ କାର୍ଯ୍ୟରତ ଡାକ୍ତର ସୀମାଂଚଳ ଡାକୁଆଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ବିଷ୍ଣୁମୁଣ୍ଡାର ଦୁଇ ଜଣ ଅଭିଯୁକ୍ତ ଶ୍ରୀକାନ୍ତ ସୁନା ଏବଂ ଚଂଚଲ ଶିକାଙ୍କୁ ଗତ ୧୭ ତାରିଖ ଦିନ ଏନ୍‌ଏସ୍‌ଏ(ନେସ୍‌ନାଲ୍‌
Read More...

୩ ମରଣାନ୍ତକ ଆକ୍ରମଣକାରୀ ଗିରଫ : ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୭ ତାରିଖ ରାତିରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣର ୩ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗିର ଆଦର୍ଶ ଥାନା ପୋଲିସ ଗିରଫ କରିବା ସହ ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ କରିବାରେ ସଫଳ ହୋଇ ପାରିଥିବା ଆଦର୍ଶ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା
Read More...

୭ ଡକାୟତ ଗିରଫ : ଟ୍ରକ ସହ ୪ ବାଇକ ଜବତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଆଜି ୭ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଡକାୟତ ଦଳ ଡୁଙ୍ଗୁରିପାଲି ଅଂଚଳର କପାସିରାଠାରେ ଥିବା ଆଶୀର୍ବାଦ କନଷ୍ଟ୍ରକସନ୍ସ ପରିସରରୁ ଗତକାଲି ରାତି ଲୁହାଛଡ, ସିମେଂଟ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀକୁ
Read More...

କଫ୍‌ ସିରଫ ଚୋରା ଚାଲାଣ : ବିଜୁ ଯୁବ ବାହିନୀ ସଦସ୍ୟ ସହ ୪ ଗିରଫ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ ପୋଲିସ ଗତକାଲି ୪ ଜଣ କଫ ସିରପ୍‌ ବେପାରୀଙ୍କୁ ଗିରଫ୍‌ କରିଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୭ ଘଂଟା ସମୟରେ କୌଣସି ସୂତ୍ରରୁ ଖବର ପାଇ ପାଟଣାଗଡ ପୋଲିସ ଏସ.ଆଇ. ବିଷ୍ଣୁପ୍ରସାଦ ଶବରଙ୍କ ନେତୃତ୍ୱରେ ବରପଦର ବ୍ରିଜ ନିକଟରେ ଚଢାଉ କରି ଲରମ୍ଭା
Read More...