Browsing Category

ବିଚିତ୍ରା

ଗୃହିଣୀମାନଙ୍କ ସ୍ୱୟଂ ଆକାଉଣ୍ଟ ପରିବାର ପାଇଁ ବେଶ୍‌ ଉପକାରୀ

ସୁଶ୍ରୀ ସ୍ନେହଲତା ଯେକୌଣସି ଗୃହିଣୀଙ୍କ ଏକ ସୟଂ ଆକାଉଣ୍ଟ ରହିଥାଏ, ଯାହା ପରିବାର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୁଏ । କମ୍‌ ବ୍ୟବହୃତ ହେଉଥିବା ରୋଷେଇ ଘରର କୌଣସି ଡବା ଭିତରେ କିମ୍ବା କାହାରି ନଜର୍‌କୁ ଆସୁ ନଥିବା ଆଲମାରୀର କୌଣସି କୋଣକୁ ବ୍ୟବହାର କରି ପ୍ରାୟତଃ ଗୃହିଣୀମାନେ ନିଜ
Read More...

ଆସ ରାନ୍ଧିବା ଦହି ପୋଟଳ

ସବୁ ବେଳେ ନୂଆ ନୂଆ ଜିନିଷ ରାନ୍ଧିବା ପାଇଁ ସମସ୍ତ ମହିଳାମାନଙ୍କ ଭିତରେ ଆଗ୍ରହ ଥାଏ । ନୂଆ ତରକାରୀଟିଏ ରାନ୍ଧି ଦେଇ ପାରିଲେ ପରସିବାକୁ ଯେତିକି ମଜା ତାଟିଆ ଚାଟି ଚାଟି ଖାଇଲେ ସେତିକି ମଜା । ଏହି କ୍ରମରେ ଆସନ୍ତୁ ଆଜି ରୋଷେଇ କରିବା ଦହି ପୋଟଳ । ଆବଶ୍ୟକ ସାମଗ୍ରୀ ;ଏହି ଦହି ପୋଟଳ
Read More...

ଆସନ୍ତୁ ଘରେ ଅତି ସହଜରେ ଜିଲାପି ପ୍ରସ୍ତୁତ କରିବା ପ୍ରଣାଳୀ ଶିଖିନେବା

ଶ୍ରାବଣୀ ବିଶ୍ୱାଲ ଆଜି ଆମେ ତିଆରି କରିବା ସୁପର କ୍ରିସ୍‌ପିି । ଏଥରକ ହୋଲିରେ ଆପଣ ଘରେ ବନାନ୍ତୁ ଏହି ଜିଲାପି । କାହିଁକି ନା ଏହା ବହୁତ ସମୟ ଧରି କ୍ରିସ୍‌ପି ରହିବ, ଜଲଦି ନରମ ପଡିବନି । ତେବେ ଚାଲନ୍ତୁ ଏହି ସୁପର କ୍ରିସ୍‌ପିି ରସୁଆ ଜିଲାପି ପାଇଁ କ’ଣ ସାମଗ୍ରୀ ଦରକାର ତାହା ଦେଖି
Read More...

ରାଜସ୍ଥାନର ଜଣେ ମହିଳା, ଯିଏ କୁଆଁରୀ ପରିଚୟ ଦେଇ ବିବାହ କରନ୍ତି, ତା’ପରେ ସ୍ୱାମୀଙ୍କୁ ଲୁଟନ୍ତି

ବାଡ଼ମେର୍ : ରାଜସ୍ଥାନର ବାଡ଼ମେର୍ ଜିଲ୍ଲାର ଚୌହଟନ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଲୁଟେରା ଦୁଲ୍‌ହନ୍‌ ଧରାପଡିଛି । ସେ ଅବିବାହିତ ବୋଲି ଦର୍ଶାଇ ବିବାହ କରନ୍ତି ଏବଂ ପରେ ସ୍ୱାମୀଙ୍କ ଠାରୁ ଟଙ୍କା ଏବଂ ଅଳଙ୍କାର ଲୁଟି ପଳାୟନ କରନ୍ତି । ବ୍ଲାକମେଲିଂ କରିବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି
Read More...

ଜିଲ୍ଲାସ୍ତରୀୟ ଯୁବା ପଡୋଶ ସାଂସଦ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନେହେରୁ ଯୁବକେନ୍ଦ୍ର ତଥା ସଦାଇପାଲି ରାମଜୀ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୁବା ପଡୋଶ ସାଂସଦ କାର୍ଯ୍ୟକ୍ରମ ସ୍ଥାନୀୟ ସାଇଟ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡିଆରଡିଏ.ର ଜିଲ୍ଲା ସଂଯୋଜକ(ଦକ୍ଷତା)
Read More...

ଗଛକୁ ଭଲ ପାଇବା ପାଇଁ ସଚେତନତା ବାର୍ତ୍ତା

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତରେ ଅଭିନବ ପ୍ରୟାସରେ ଗଛକୁ ଭଲ ପାଇବା ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି । ଦୁଇଟି ଗଛକୁ ବାହାଘର କରି ଏକ ଅଭିନବ ପ୍ରୟାସରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇଛି । ଏବେ ବି ଦେଖିବାକୁ
Read More...

ବଢ଼ୁଛି କି ସୁଗାର୍‌ ଲେବେଲ୍‌ ?

ବିଶୃଙ୍ଖଳିତ ଜୀବନ ଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଏବେ ଆମ ସମାଜରେ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନେକାଂଶରେ ଦେଖିବାକୁ ମିଳୁଛି ମଧୁମେହ ରୋଗୀ କେବଳ ଔଷଧ ସେବନ କଲେ ଏହି ରୋଗରୁ ନିସ୍ତାର ମିଳେ ବୋଲି ଭାବନ୍ତି ଓ ପରବର୍ତ୍ତୀ ସମୟରେ ଆହୁରି ଜଟିଳ ଶାରୀରିକ ସମସ୍ୟାର
Read More...

ଦାମ୍ପତ୍ୟ ଜୀବନରେ ଏହି ସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ : ଦେଖିବେ, ସମ୍ପର୍କ ସୁଦୃଢ଼ ହେବ ଏବଂ ପ୍ରେମ ମଧୁର ହେବ

ସୁଶ୍ରୀ ସ୍ନେହଲତା ବିବାହିତ ଜୀବନ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ବିଶ୍ୱାସର ସୁତା ଖିଅରେ ବାଂଧି ହୋଇଥାଏ ବୋଲି କୁହାଯାଏ । ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ ବିଷୟଗୁଡ଼ିକର ଯତ୍ନ ନେବାକୁ ପଡିଥାଏ । ଯଦି ଏହି ବିଷୟଗୁଡ଼ିକ ପ୍ରତି ଯତ୍ନ ନିଆଯାଏ ନାହିଁ, ତେବେ ସମ୍ପର୍କ ମଧ୍ୟରେ ଦୂରତା
Read More...