ଲୋକପ୍ରିୟ ବ୍ୟକ୍ତିତ୍ୱ ପ୍ରକାଶ ପଟେଲଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅକସ୍ମାତ ଦୁଃଖର ପାହାଡ଼ ଲଦି ହେଲା ପରି ଏକ ଆକସ୍ମିକ ଘଟଣାରେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି । ଏପରି ଏକ ଦୁଃଖଦ ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ପଞ୍ଚାୟତ ଅନ୍ତର୍ଗତ ବଡ଼କୁଞ୍ଜାରୀ ଗ୍ରାମର ପ୍ରଜାପତି
Read More...

ଟିଟିଲାଗଡ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାରେ ମହାସମାରୋହରେ ଶିଶୁ ଦିବସ ପାଳିତ

ଟିଟଲାଗଡ, (ସଞ୍ଜୟ କୁମାର ନାୟକ) : ଶିଶୁମାନେ ହେଉଛନ୍ତି ଜୀବନର ଆଲେଖ୍ୟ ରୂପ । ସେମାନେ ନିର୍ମଳ, ନିର୍ଦ୍ଦୋଷ ଆନନ୍ଦର ଜୀବନ ସ୍ରୋତସ୍ୱିନୀ । ଯେଉଁଠି ଶିଶୁ ହସନ୍ତି, ସେଠି ଜୀବନ ହସେ, ନଭେମ୍ବର ୧୪ ତାରିଖ ହେଉଛି ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସ । ଏହି ଦିନଟିକୁ ଶିଶୁ ଦିବସ ରୂପେ
Read More...

ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ଜିଲ୍ଲାର ବିଶିଷ୍ଟ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବାପାଇଁ ନିଷ୍ପତି ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଆଗାମୀ ୧୬ ତାରିଖ ରବିବାର ଜାତୀୟ ପ୍ରେସ ଦିବସ ପାଳନ ଉପଲକ୍ଷେ ଅସ୍ଥାୟୀ କାର୍ଯ୍ୟାଳୟରେ
Read More...

ସାଇଟ କଲେଜରେ ବିଶ୍ୱ ମଧୁମେହ ଦିବସ ସହ ଶିଶୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ସାଇଟ କଲେଜ ପରିସରରେ ଥିବା ସଭାଗୃହରେ ବିଶ୍ୱ ମଧୁମେହ ଦିବସ ସହ ଶିଶୁ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଡ. ପ୍ରମୋଦ କୁମାର ମିଶ୍ର ଯୋଗଦେଇଥିଲେ । ସମ୍ମାନିତ ଅତିଥି ଡ. ନାରାୟଣ ପ୍ରସାଦ ମିଶ୍ର,
Read More...

ମହାବୀର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାବୀର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁଇଁତଲା ଠାରେ ଆଜି ବହୁ ଆଡମ୍ବରରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁଙ୍କ ଜନ୍ମ ଦିବସ ଅବସରରେ ଅଧକ୍ଷ ବିଜୟ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ପାଳନ ହୋଇଯାଇଛି । ଏହି ଦିନ ଜବାହାରାଲାଲ
Read More...

ଗାଇସିଲେଟ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନତା କରିବା ଲକ୍ଷରେ ପ୍ରତି ବ୍ଲକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆୟୋଜନ କରି ପଶୁ ପାଳନ ଓ ମତ୍ସ୍ୟ ସମ୍ପଦ ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସରକାରଙ୍କ
Read More...

ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ତରଫରୁ ଆର୍ଥିକ ସାକ୍ଷରତା ଓ ସଚେତନତା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ତରଫରୁ ଛତ୍ରପୁର ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟଠାରେ ବରିଷ୍ଠ ନାଗରୀକଙ୍କ ନିମନ୍ତେ ଆର୍ଥିକ ସାକ୍ଷରତା ଓ ସଚେତନତା ଶିବିର ଶୁକ୍ରବାର ଅନୁଷ୍ଠିତ
Read More...

ବିବେକାନନ୍ଦ ହାଇସ୍କୁଲ ଗର୍ଜନ ଠାରେ ଧୁମଧାମରେ ଶିଶୁ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଗର୍ଜନ ସ୍ଥିତ ବିବେକାନନ୍ଦ ହାଇସ୍କୁଲ ଠାରେ ରୋଟାରି କ୍ଲବ୍ ଅଫ୍ ରାଉରକେଲା ଅର୍ବାନ ତରଫର ଶିଶୁ ଦିବସ ପାଳନ କରାଯାଇଥିଲା । କ୍ଲବର ଅଧ୍ୟକ୍ଷ ରୋଟାରିଆନ ଇଂ ଉଦିତ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଛାତ୍ରୀମାନଙ୍କ ପାଇଁ
Read More...

ହୁମାନିଟି ଫାଉଣ୍ଡେସନର ଶିଶୁ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ମାନବ ସେବା ପ୍ରତିଷ୍ଠାନ, ଜଗଦାରେ ହୁମାନିଟି ଫାଉଣ୍ଡେସନ ତରଫରୁ ଶିଶୁ ଦିବସ ବିଶେଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସମ୍ପୂର୍ଣ୍ଣ ବିକାଶ — ଶିକ୍ଷା, ସୃଜନଶୀଳତା, ନୈତିକ ମୂଲ୍ୟବୋଧ ଓ ସ୍ୱାସ୍ଥ୍ୟ ସଚେତନତା — ଉପରେ
Read More...

ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ୧୧ତମ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଡା. ପଂଚଜନ୍ୟ ପଣ୍ଡା ଯୋଗ ଦେଇ ବିଜ୍ଞାନ ଓ ଏହାର ଆବିଷ୍କାର ବିଷୟରେ ଆଲୋକପାତ କରିଥିଲେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ
Read More...