jsm

ଦେବେନ୍ଦ୍ର ବେହେରାଙ୍କ ପରଲୋକ

csstore

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ ଦେଓଗାଁ ମେନ୍ ରୋଡ଼ ଦୁର୍ଗାମଣ୍ଡପ ଛକର ବେହେରା ଟେଣ୍ଟ ହାଉସର ମାଲିକ ଶଙ୍କର ବେହେରାଙ୍କ ଭାଇ ଦେବେନ୍ଦ୍ର ବେହେରା (୪୦)ଙ୍କ ପରଲୋକ ହୋଇଯାଇଛି । ଶ୍ରୀ ବେହେରାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଆନ୍ଧ୍ରପ୍ରଦେଶର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯିବାରୁ ମୃତଦେହକୁ ଗାଁକୁ ଆଣିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଶ୍ରୀ ବେହେରାଙ୍କ ଗୋଟିଏ ପୁଅ ହେମରାଜ ଓ ଗୋଟେ ଝିଅ ପ୍ରିୟାଂଶି ରହିଛନ୍ତି । ପରିବାର ଲୋକେଙ୍କ ସହ ବନ୍ଧୁବାନ୍ଧବ ଶେଷ ଦର୍ଶନ କରିବା ପରେ ସୋନଗଡ ନଦୀ କୂଳରେ ଶେଷକୃତ ସମ୍ପନ୍ନ ହୋଇଥିଲା । ପୁଅ ହେମରାଜ୍ ବେହେରା ମୁଖଗ୍ନୀ ଦେଇଥିଲେ ।

yuvodaya
Leave A Reply

Your email address will not be published.