csstore

ଗଂଜେଇ ବେପାରୀ‌ଙ୍କ ନୂଆ କାରନାମା : ନୀଳବତି ଲଗାଇ ଗାଡିରେ ଗଞ୍ଜେଇ ଚାଲାଣ

ମାଲକାନଗିରି : ଗଂଜେଇ ବେପାରୀ‌ଙ୍କ ନୂଆ କାରନାମା । ନୀଳବତି ଲାଗିଥିବା ଗାଡ଼ି ବ୍ୟବହାର କରୁଥିବା ସହ ଆଗରେ ପୋଲିସର ଷ୍ଟିକର ଲଗାଇ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗତକାଲି ରାତିରେ ଚିତ୍ରକୋଣ୍ଡାରୁ ବିହାର ଗଞ୍ଜେଇ ଚାଲାଣ କରୁଥିଲେ ଗଂଜେଇ ବେପାରୀ ମାନେ ଏତିକିବେଳେ ପୋଲିସ ପକ୍ଷରୁ ନାକାମାମୁଡ଼ି ଛକରେ ଗାଡ଼ି ଚେକିଂ ଚାଲୁଥିଲା । ତେବେ ଗଂଜେଇ ବେପାରୀ‌ଙ୍କ ନୀଳବତି ଲାଗିଥିବା ସେହି ଇନୋଭା କାର ସହ ୧ କ୍ୱିଣ୍ଟାଲଗଂଜେଇ ଜବତ କରିଛି ଏବଂ ତିନି ଜଣଙ୍କୁ ମଧ୍ୟ ଗିରଫ କରିଛି ମାଲକାନଗିରି ପୋଲିସ । ଗିରଫ ହୋଇଥିବା ଗଂଜେଇ ବେପାରୀ ହେଲେ ରାଜୁ ଖଲିଫା, ରାଜୀବ କୁମାର ଓ ଅଶକୋ କୁମାର । ପୋଲିସର ତଦ‌ନ୍ତରୁ ଏମାନଙ୍କର ଘର ବିହାରରେ ବୋଲି ଜଣା ପଡ଼ିଛି ।

jayashree
Leave A Reply

Your email address will not be published.