Yearly Archives

2026

ରାଉରକେଲା ଆର୍‌ଜିଏଚ୍‌ ମର୍ଗରେ ଅଚିହ୍ନା ଶବ, ପରିଚୟ ଖୋଜୁଛି ପୋଲିସ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ଅଚିହ୍ନା ବ୍ୟକ୍ତିଙ୍କ ଶବ ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ରଖାଯାଇଛି । ଯଦି କୌଣସି ବ୍ୟକ୍ତି ଉକ୍ତ ଶବକୁ ଚିହ୍ନଟ କରନ୍ତି ତେବେ ଟାଙ୍ଗରପାଲୀ ଥାନା କିମ୍ବା ଆର୍‌ଜିଏଚ୍‌ ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ସୂଚନାଯୋଗ୍ୟ…
Read More...

ଫୁଲମତୀପୁର ଅଙ୍ଗନୱାଡ଼ି କେନ୍ଦ୍ରରେ ଆଙ୍ଗନ କା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିଶୁ ମାନଙ୍କୁ ପୁଷ୍ଟିକର ଓ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇବା ଏବଂ ଗୁଣାତ୍ମକ ପୋଷଣ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପଦ୍ମପୁର ବ୍ଲକ ଦହିତା ସେକ୍ଟର ଫୁଲମତୀପୁର ଅଙ୍ଗନୱାଡ଼ି କେନ୍ଦ୍ରରେ ଆଙ୍ଗନ କା ଉତ୍ସବ ଉତ୍ସାହ ସହକାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ଦୁର୍ଗାପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ମା’ଙ୍କ ମୂର୍ତ୍ତି ନିର୍ମାଣରେ ଦିନରାତି ନିମଗ୍ନ କାରିଗର ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆସୁଛି ଦୁର୍ଗାପୂଜା । ମା’ଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ବାଲିଗୁଡ଼ା ସହର । ବାଲିଗୁଡାର ମା' ପାଟଖଣ୍ଡା ଦୁର୍ଗାପୂଜା ସମିତି ଓ ବିଦ୍ୟୁତ ବିଭାଗ ଦୁର୍ଗାପୂଜା କମିଟି ସମେତ…
Read More...

ଓଡ଼ିଶା ବନ୍ଦ ଡାକରା ବାଲିଗୁଡ଼ାରେ ବିଫଳ

ସ୍ୱାଭାବିକ ଜୀବନଯାତ୍ରା ଅବ୍ୟାହତ, ଖୋଲା ରହିଲା ଦୋକାନ ବଜାର ଓ ଯାନବାହନ ଚଳାଚଳ ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ । ବନ୍ଦ ସତ୍ତ୍ୱେ ସହରରେ ସ୍ୱାଭାବିକ…
Read More...

ନୁଦଡିହା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି

ବାରିପଦା, (ଦେବସ୍ମିତ ଚୌଧୁରୀ) : କପ୍ତିପଦା ଅଞ୍ଚଳ ପୂର୍ବତନ ବ୍ଲକ ଉପାଧ୍ୟାକ୍ଷା ନୁଦଡିହାର ଗାନ୍ଧୀ ସ୍ୱର୍ଗତ ହରେକୃଷ୍ଣ ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ୟାରେଜ୍‌ ପାର୍ବ ମଞ୍ଚରେ ଅନୁଷ୍ଠିତ ହୋଇଥିଲ । କପ୍ତିପଦା ଅଞ୍ଚଳର ଶତାଧିକ ହରେକୃଷ୍ଣ ଅନୁଗାମୀ ଓ…
Read More...

ବିନା ଡାକ୍ତରୀ ପରାମର୍ଶ ବା ପ୍ରେସକ୍ରିପସନରେ ଗର୍ଭପାତ ଅବା ଔଷଧ ବିକ୍ରି କଲେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିନା ବୈଧ ଡାକ୍ତରୀ ପରାମର୍ଶ ବା ପ୍ରେସକ୍ରିପସନରେ ଗର୍ଭପାତ ପାଇଁ ବ୍ୟବହୃତ ଔଷଧର ବିକ୍ରି ଉପରେ କଡ଼ା ନଜର ରଖିବାକୁ ଗଞ୍ଜାମ ଜିଲ୍ଲାର ସମସ୍ତ ଔଷଧ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୯ ସେପ୍ଟେମ୍ବର ୨୦୨୬ରେ ଜିଲ୍ଲାପାଳ ଭି. କୀର୍ତ୍ତି…
Read More...

ବିଶ୍ୱବନ୍ଦନୀୟା ମା’ ତାରାତାରିଣୀ ପୀଠରେ ଷୋଡଶ ଦିନାତ୍ମକ ପୂଜା ନେଇ ଟ୍ରଷ୍ଟ ବୋର୍ଡ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ୱବନ୍ଦନୀୟା ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତାମାସ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ଦିନାତ୍ମକ ପୂଜା ପର୍ବକୁ ସୁଚାରୁ ରୂପେ ସମ୍ପନ୍ନ କରିବା ନେଇ ଟ୍ରଷ୍ଟ ବୋର୍ଡ ପରିଚାଳନା କମିଟିର ବୈଠକ ସ୍ଥାନୀୟ…
Read More...

ପୂର୍ବତନ ବିଜେଡି ବ୍ଲକ ସଭାପତିଙ୍କ ବିୟୋଗରେ କଲମପୁର ଅଞ୍ଚଳରେ ଶୋକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପୂର୍ବତନ କଲମପୁର ବ୍ଲକ ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ତଥା ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କ ପ୍ରତିନିଧି ପ୍ରଦୀପ କୁମାର ବେହେରାଙ୍କ ବିୟୋଗରେ କଲମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମଙ୍ଗଳବାର ରାତିରେ ବିଶାଖାପାଟଣାର…
Read More...

ବିଶିଷ୍ଠ ଶିକ୍ଷାବିତ୍ ଶ୍ୟାମାଦେଇ ପଟ୍ଟନାୟକଙ୍କ ପରଲୋକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ଜଣେ ପରିଚିତ ଶିକ୍ଷାବିତ୍ ତଥା ସମାଜସେବୀ ଶ୍ୟାମାଦେଇ ପଟ୍ଟନାୟକଙ୍କ ଗତକାଲି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ ସ୍ୱର୍ଗତ ଦିନ ନାରାୟଣ ବହିଦାରଙ୍କ ସ୍ତ୍ରୀ ଅଟନ୍ତି । ସ୍ୱର୍ଗତ…
Read More...

ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସ୍ୱଚ୍ଛତା ପାଇଁ ୫୦ଟି ଆଦର୍ଶ ସହର ବିକାଶ କରିବା ଲକ୍ଷ୍ୟରେ ଆଜି ନୂଆଦିଲ୍ଲୀରେ…

୫୦ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ୍ସିଏସଆଇଆର୍ – ସିଏମଇଆରଆଇ ଦ୍ୱାରା ସ୍ୱଚ୍ଛ ଭାରତ ଟେଷ୍ଟ ବେଡ୍ ର ଶୁଭାରମ୍ଭଆଇଆଇଟି କାନପୁର ସହଯୋଗରେ ସ୍ୱଚ୍ଛତା ଷ୍ଟାର୍ଟଅପ୍ଗୁଡ଼ିକର ତୃତୀୟ ବ୍ୟାଚ୍କୁ ଅନ୍ତର୍ଭୁକ୍ତ କରାଯାଇଛିନୂଆଦିଲ୍ଲୀର ସଂକଳ୍ପ ଭବନ ଠାରେ…
Read More...