ଛନଛଡା ଗାଁରେ ନୂଆଁଖାଇ ଭେଟଘାଟ
ସଇଁତଲା, (ଖୁସିରାଣୀ ସାହୁ) : ଛନଛଡା ଗାଁରେ ନୂଆଁଖାଇ ଭେଟଘାଟ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଇଁତଲା ବ୍ଲକ୍ ଛନଛଡା ଗାଁରେ ନୂଆଁଖାଇ ଭେଟଘାଟ ବଡ଼ ଧୁମ୍ଧାମ୍ରେ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଅଧ୍ୟକ୍ଷତାରେ ଅତିଥି!-->…
Read More...
Read More...