ଦେଓଗାଁ ହାଇସ୍କୁଲରେ ବରିଷ୍ଠ ଏସ୍.ଇ.ଏସ୍. ପ୍ରଧାନ ଶିକ୍ଷକ ନିଯୁକ୍ତି ଦାବି
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମୁଖ୍ୟାଳୟ ସ୍ଥିତ ପଞ୍ଚାୟତ ସମିତି ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇଙ୍କ ଅବସର ଗ୍ରହଣ ପରେ ପ୍ରଧାନ ଶିକ୍ଷକ ପଦବୀ ଖାଲିପଡ଼ିଛି । ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅତିଶୀଘ୍ର ଜଣେ ବରିଷ୍ଠ ଏସ୍.ଇ.ଏସ୍. ପ୍ରଧାନ!-->…
Read More...
Read More...