ଅବସର କାଳୀନ ବିଦାୟ ସମ୍ୱର୍ଦ୍ଧନା
ଲୋଇସିଂହା, (ବିମଳେନ୍ଦୁ ସାହୁ) : ପୋଲିସ ଅଧିକାରୀ ଜଗା ବରିହାଙ୍କୁ ଲୋଇସିଂହା ବ୍ଲକ ରତାଖଣ୍ଡି ସ୍ଥିତ ପୈତୃକ ବାସଭବନରେ ଅବସରକାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି । ଶ୍ରୀ ବରିହା ୧୯୮୭ ମସିହାରେ କନେଷ୍ଟବଳ ଭାବେ ଓଡ଼ିଶା ପୋଲିସ ବିଭାଗରେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ସେ ବଲାଙ୍ଗିର!-->…
Read More...
Read More...