Monthly Archives

July 2026

ବନ୍ୟାରେ ଉବୁଟୁବୁ ତରଭା ସହର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ସାଧାରଣ ଜନତା । ବର୍ଷା ଯୋଗୁଁ ଘରୁ ବାହାରିବା ଅସମ୍ଭବ ହୋଇଯାଇଥିଲା । ଜିଲ୍ଲାର ସମସ୍ତ ଛଅଟି ବ୍ଲକରେ ପ୍ରବଳ ବର୍ଷାହେଉଥିବା ଦେଖିବାକୁ ମିଳିଥିଲା । ବିଶେଷ
Read More...

ରୋଟାରି ଏଲିଟର ୧୫ତମ ଅଧିଷ୍ଠାନ ଦିବସ ପାଳିତ

ରୋଟାରି ୨୦୨୬-୨୭ ବର୍ଷପାଇଁ ସୁରେଶ ୟାଦବ ସଭାପତି ଓ ଭୂମିକା ଭମର ସମ୍ପାଦକ ଭାବରେ ଶପଥ ନେଲେ ବଲାଙ୍ଗିର, (କେପିଏନ୍‌ଏସ୍‌) : ୦୪ ଜୁଲାଇ ଦିନ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ରୋଟାରି ଏଲିଟର ୧୫ତମ ଅଧିଷ୍ଠାନ ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭାବରେ ରୋଟାରୀ ଜିଲ୍ଲା ୩୨୬୧ର ୨୦୨୮-୨୯ର
Read More...

ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ଶିକ୍ଷା ଅଧିନସ୍ଥ ସ୍ଥାନୀୟ ଉଷାଦେବୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବକଟି ପରିସରରେ ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମ
Read More...

ଅଙ୍ଗନୱାଡି କେନ୍ଦ୍ରର ଛାତ ଖସି ୩ ଶିଶୁ ଗୁରୁତର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଛତୁଆନକା ପଞ୍ଚାୟତର କୁର୍ଲି ଗ୍ରାମରେ ଥିବା ଏକ ଅଙ୍ଗନୱାଡି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି । କେନ୍ଦ୍ରର ଛାତର ଏକ ଅଂଶ ହଠାତ୍ ଖସିପଡ଼ିବାରୁ ସେଠାରେ ଉପସ୍ଥିତ ୩ ଜଣ ଶିଶୁ ଗୁରୁତର ଆହତ ହୋଇଥିବା
Read More...

ଲଗାଣ ବର୍ଷା ଯୋଗୁଁ ଥାନା ଛକ ମୁଖ୍ୟ ରାସ୍ତାରେ ହୋଇଛି ଖାଲ : ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଜନତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗତ ଦୁଇ ଦିନ ଧରି ଟିଟିଲାଗଡ ସହରରେ ଲଗାଣ ବର୍ଷା ଲାଗି ରହିଥିଲା । ଫଳ ସ୍ୱରୂପ ପ୍ରବଳ ବର୍ଷାରେ ପ୍ରଥମେ ନାଳ ଜାମ ଯୋଗୁଁ ରାସ୍ତା ଉପରେ ଘର ଭିତରକୁ ପାଣି ପଶି ଯାଇଥିଲା । ତେବେ ବର୍ଷା କମିବା ପରେ ଆଜି ସହରର ମୁଖ୍ୟ ରାସ୍ତା ଉପରେ ଖାଲ ହୋଇଯାଇଛି ।
Read More...

ଫିତା କଟିଲା, ଫଟୋ ଉଠିଲା : ବର୍ଷେ ପୂରୁଣୁ ଭୁଶୁଡ଼ିଲା ପାଚେରୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତର ଫୁଲଝର ଗ୍ରାମରେ ଆର୍.ଡବ୍ଲୁ.ଏସ୍.ଏସ୍. ପକ୍ଷରୁ ୧ କୋଟି ୧୨ ଲକ୍ଷ ୭୧ ହଜାର ଟଙ୍କା ବ୍ୟୟରେ ନିର୍ମିତ ପାଣିଟାଙ୍କିକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି । ୨୦୨୨ରେ କାମ ଆରମ୍ଭ ହୋଇ ୨୦୨୪ରେ ଶେଷ ହୋଇଥିଲା
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଁରିଲେ ଛାତ୍ର ନେତା

ବରଗଡ, (ମୁନ୍ନା ସାହୁ) : ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର କଂଗ୍ରେସର ଅଭିନବ ପ୍ରତିବାଦ । ଟ୍ୟୁବ୍‌ ସାହାଯ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜମା ହୋଇଥିବା ପାଣିରେ ସୁଇମିଙ୍ଗ କଲେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଗୌରବ ପତି ଆଜାଦ । ସୋମବାର ଦିନ ଅଭିନବ ଢଙ୍ଗରେ
Read More...

ପୂରଣ ହେଲା ସ୍ୱପ୍ନ : ଚାଲିଲା କେସିଙ୍ଗାରୁ ସିଧାସଳଖ ରାଜଧାନୀ ପାଇଁ ଟ୍ରେନ

କେସିଙ୍ଗା, (ପ୍ରୀତେଶ ପଟେଲ) : ବହୁ ବର୍ଷର ଅପେକ୍ଷିତ କେସିଙ୍ଗାରୁ ସିଧାସଳଖ ରାଜଧାନୀ ପାଇଁ ଟ୍ରେନର ଦାବି କାଲି ପୂରଣ ହେଲା । କେସିଙ୍ଗାର ସମସ୍ତ ସଂଗଠନ ଓ କେସିଙ୍ଗା ବାସୀଙ୍କ ପ୍ରୟାସରୁ ଏହି ସ୍ୱପ୍ନ ପୁରା ହୋଇଛି । ଶ୍ରୀକ୍ଷେତ୍ର ପୁରୀ-ଶାବର କ୍ଷେତ୍ର କୋରାପୁଟ ସ୍ପେସିଆଲ୍‌ ଏକ୍ସପ୍ରେସ
Read More...

ବଡ଼ ଧରଣର ଚୋରି

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ବୋର୍ଡ଼ା ଫାଣ୍ଡି ଅନ୍ତର୍ଗତ କରଲାପିଠା ଗ୍ରାମରେ ଏକ ବଡ଼ଧରଣର ଚୋରି ମାମଲା ସାମ୍ନାକୁ ଆସିଛି । ଗତକାଲି ବିଳମ୍ବିତ ରାତିରେ ଗ୍ରାମର ପାର୍ଥବ ସାହୁଙ୍କ ଘରୁ ନଗଦ ୨ ଲକ୍ଷ ପଚାଶ ହଜାର ଟଙ୍କା ସମେତ ପ୍ରାୟ ୧୭ ଭରି ସୁନା ଓ ରୂପା
Read More...

ଡଃ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କେସିଙ୍ଗା, (ପ୍ରୀତେଶ ପଟେଲ) : ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ଡଃ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ (୦୬ ଜୁଲାଇ) ଅବସରରେ କେସିଙ୍ଗା ନଗର ଭାଜପା କମିଟି ତରଫରୁ ସେବା ସପ୍ତାହ ପାଳନ ନିମନ୍ତେ କେସିଙ୍ଗା ତେଲ ନଦୀ ଉପକୂଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଗଲା । ଓ
Read More...