ଦେଓଗାଁରେ ଲଗାଣ ବର୍ଷା ସତ୍ତ୍ୱେ ମହାଆଡମ୍ବରରେ ରଥଯାତ୍ରା
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ ଗୁରୁବାର ଦିନ ସକାଳୁ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ଗାଁରେ ହୋଇଥିବା ରଥଯାତ୍ରାରେ ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁମାନେ ଭକ୍ତିରେ ବିଭୋର ହୋଇ ରଥ ଟାଣୁଥିବା ଦେଖିବାକୁ ମିଳିଥିଲା । ଦେଓଗାଁ ରଥଯାତ୍ରାରେ ଜଗନ୍ନାଥ ମନ୍ଦିର ପୂଜକ!-->…
Read More...
Read More...