Monthly Archives

July 2026

ସୁଚରିତା ସିଲେଇ ଶିକ୍ଷା କେନ୍ଦ୍ର ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ନାୟିକା ରାଉରକେଲା ପକ୍ଷରୁ ସେକ୍ଟର ୭ ସ୍ଥିତ ନିଜସ୍ଵ କାର୍ଯ୍ୟାଳୟ ଠାରେ ସୁଚରିତା ସିଲେଇ ଶିକ୍ଷା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ କନକଲତା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି
Read More...

କବି ଦିବାକର ଦାସଙ୍କ ‘ଭାବ ବୀଥିକା’ ପୁସ୍ତକ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ଠାରେ କବି ଦିବାକର ଦାସଙ୍କ କବିତା ପୁସ୍ତକ 'ଭାବ ବୀଥିକା 'ଲୋକାର୍ପିତ ହୋଇଯାଇଛି । ସାହିତ୍ୟ ସଂସଦର ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ସଭାପତିତ୍ୱରେ
Read More...

ନାଗ୍ରା ତନ୍ତୀ ସମାଜର ୨ୟ ସାଧାରଣ ସଭା ଅନୁଷ୍ଠିତ

ସୁନ୍ଦରଗଡର, (କେପିଏନ୍‌ଏସ୍‌) : ରବିବାର କେନ୍ଦ୍ର କାର୍ଯ୍ୟାଳୟ, ସେକ୍ଟର-୧୬, ବି-୧୮୨ ଠାରେ ନାଗ୍ରା ତନ୍ତୀ ସମାଜର ୨ୟ ସାଧାରଣ ସଭା ଅନୁଷ୍ଠିତ ହେଇଯାଇଛି । ଉକ୍ତ ସାଧାରଣ ସଭାରେ ରଘୁନାଥପାଲ୍ଲୀ ବିଧାୟକ ତଥା ଯୋଜନା ବୋର୍ଡ ସୁନ୍ଦରଗଡର ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ରୂପେ ଯୋଗ
Read More...

ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ

ବରଗଡ଼, (ମୁନ୍ନା ସାହୁ) : କାର୍ଯ୍ୟରତ ଡାକ୍ତରଙ୍କୁ ବରଗଡ଼ରେ ମରଣାନ୍ତକ ଆକ୍ରମଣ । ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଥିବା ଡାକ୍ତର ସୁଦୀପ୍ତ କୁମାର ରାଉତଙ୍କୁ ଗତ ରାତ୍ରି ପ୍ରାୟ ୨ ଘଣ୍ଟା ସମୟରେ ଜଣେ ବ୍ୟକ୍ତି ଆକ୍ରମଣ କରିଛି । ବ୍ୟକ୍ତି ଜଣକ ଏକ ଝିଅକୁ ହସ୍ପିଟାଲକୁ ଚିକିତ୍ସା
Read More...

ଟିଟିଲାଗଡ ଓମ୍‌ ଭ୍ୟାଲି ଜୁନିଅର ୱିଙ୍ଗସରେ ମାଗଣା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ୍‌ ଭ୍ୟାଲି ସ୍କୁଲରେ ଶିକ୍ଷା ସହିତ ଅନ୍ୟାନ୍ୟ ପାଠ୍ୟକ୍ରମ ମଧ୍ୟ ପ୍ରଦାନ କରାଯାଇଥାଏ । ଆଜିକାଲି ପାଠ ପଢ଼ା ସାଙ୍ଗକୁ ମୋବାଇଲ ଦେଖା ମଧ୍ୟ ବଢ଼ି ଯାଇଛି । ଯଦ୍ଵାରା ଛାତ୍ର ଛାତ୍ରୀମାନେ ଚକ୍ଷୁ ଜନିତ
Read More...

ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ଆରମ୍ଭ : ଖୋଲିଲା ୪ଟି ଫାଟକ, ନଦୀକୂଳ ଅଞ୍ଚଳକୁ ସତର୍କତା

ସମ୍ବଲପୁର, (କେପିଏନ୍‌ଏସ୍‌) : ଛତିଶଗଡ଼ରେ ଲଗାତାର ବର୍ଷା ପ୍ରଭାବରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ ବଢ଼ିବାରୁ ରବିବାର ଡ୍ୟାମର ୪ଟି ଫାଟକ ଖୋଲାଯାଇ ବନ୍ୟାଜଳ ନିଷ୍କାସନ ଆରମ୍ଭ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁସାରେ ସକାଳ ୭ଟାରେ ସତର୍କ ସାଇରନ୍‌ ବଜାଯାଇଥିବା ବେଳେ ସକାଳ
Read More...

ସରଣ୍ଡାରେ ମାଓବାଦୀଙ୍କ ଅସ୍ତିତ୍ୱ ସଙ୍କଟ, ଜୋରଦାର ହେଲା ସୁରକ୍ଷାବାହିନୀର ଅଭିଯାନ

ଝାଡ଼ଖଣ୍ଡ, (କେପିଏନ୍‌ଏସ୍‌) : ଏକଦା ମାଓବାଦୀଙ୍କ ଅଭେଦ୍ୟ ଗଡ଼ ଭାବେ ପରିଚିତ ସରଣ୍ଡା ଜଙ୍ଗଲ ଏବେ ସୁରକ୍ଷାବାହିନୀର କଡ଼ା ନଜର ତଳେ ରହିଛି । ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାକୁ ବ୍ୟାପିଥିବା ଏହି ଘଞ୍ଚ ଜଙ୍ଗଲରେ ଦୀର୍ଘଦିନ ଧରି ମାଓବାଦୀ ନେତାମାନେ ନିଜର ପ୍ରଭାବ ବିସ୍ତାର କରିଥିଲେ । କିନ୍ତୁ
Read More...

କୋଇଡାରେ ବନ ବିଭାଗର ବଡ଼ ସଫଳତା : ୩୭ ଟନ୍ ଚୋରା ମାଙ୍ଗାନିଜ ଜବତ, ୨ ଗିରଫ

କୋଇଡା, (କେପିଏନ୍‌ଏସ୍‌) : ଦୀର୍ଘ ଦିନ ଧରି ଲୁହାପଥର ଓ ମାଙ୍ଗାନିଜ ଚୋରାଚାଲାଣ ପାଇଁ ଚର୍ଚ୍ଚାରେ ଥିବା କୋଇଡା ଅଞ୍ଚଳରେ ବନ ବିଭାଗ ଏବେ କଡ଼ା ପଦକ୍ଷେପ ନେଇଛି । ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କୋଇଡା ବନାଞ୍ଚଳ ଅଧିକାରୀ ଅସିତ କୁମାର ସାହୁଙ୍କ ନେତୃତ୍ୱରେ ଖଣି ମାଫିଆଙ୍କ ବିରୋଧରେ
Read More...

ସାର ପାଇଁ ଚାଷୀଙ୍କ ହାହାକାର : ଆଧାର କାର୍ଡ ଧାଡ଼ିରେ ଅଧ କିଲୋମିଟର ଅପେକ୍ଷା

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ଖରିଫ ଚାଷ ଋତୁରେ ସାର ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇଦେଇଛି । ସାର ପାଇବା ଆଶାରେ ଚାଷୀମାନେ ଭୋରରୁ ଆସି ଆଧାର କାର୍ଡ ରଖି ଲମ୍ବା ଧାଡ଼ି ଲଗାଇଥିବା ଦୃଶ୍ୟ ସୁନ୍ଦରଗଡ଼ ଆଞ୍ଚଳିକ ବିପଣନ ସମବାୟ ସମିତି (ଆରସିଏମ୍‌ଏସ୍‌) କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ
Read More...

ବାଲିମେଳା ଜଳଭଣ୍ଡାରରେ ଜଳ ସଙ୍କଟ : ବନ୍ଦ ହେଲା ବିଦ୍ୟୁତ୍ ଉତ୍ପାଦନ

ଅଧା ଓଡ଼ିଶାରେ ବିଦ୍ୟୁତ୍ ସେବା ପ୍ରଭାବିତ ଆଶଙ୍କା ମାଲକାନଗିରି, (କେପିଏନ୍‌ଏସ୍‌) : ମାଲକାନଗିରି ଜିଲ୍ଲାର ବାଲିମେଳା ଜଳଭଣ୍ଡାରରୁ ବିଦ୍ୟୁତ୍ ଉତ୍ପାଦନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଜଳବିଦ୍ୟୁତ୍ କେନ୍ଦ୍ର ପୂର୍ବରୁ ବନ୍ଦ ଥିବାବେଳେ ଏବେ
Read More...