Yearly Archives

2025

ଭେଉଁରିଆରେ ଦୁଲ୍‌କିଗଲା ସିର୍ଜିନା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିର୍ଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶାର ଏକ ଅଗ୍ରଣୀ ଅନୁଷ୍ଠାନ । ଏହି ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ କଳାର ଗ୍ରାମ ଭେଉଁରିଆ ଗାଁରେ । ପ୍ରଥମ ଅଧିବେଶନରେ ଶ୍ରୀ ଚିନ୍ମୟ କୁମାର ପଣ୍ଡା ବାର ଏସୋସିଏସନ୍ର ସମ୍ପାଦକ ଦୀପ ପ୍ରଜ୍ୱଳନ କରି
Read More...

ପ୍ରେମିକାର ଭଡ଼ା ଘରେ ଝୁଲି ପଡ଼ିଲା ପ୍ରେମିକ

କେନ୍ଦ୍ରାପଡ଼ା : ପ୍ରେମିକା ଆଗରେ ଝୁଲି ପଡିଲା ପ୍ରେମିକ । ରାଜଧାନୀରେ ଅଭାବନୀୟ ଘଟଣା । ପ୍ରେମିକାର ଭଡ଼ା ଘରେ ଝୁଲି ପଡ଼ିଲା ପ୍ରେମିକ । ମୃତକ ହେଲେ କେନ୍ଦ୍ରାପଡ଼ାର ପ୍ରଭୁ ମହିମା ବେହେରା । ଗତକାଲି ରାତିରେ ଗୋଠପାଟଣା ଅଂଚଳରେ ଘଟିଛି ଘଟଣା । ପ୍ରେମିକା ରହୁଥିବା ଭଡ଼ା ଘରେ ପ୍ରେମିକର
Read More...

ଓଡ଼ିଆ ପକ୍ଷର ଚତୁର୍ଥ ଦିବସ : ଓଡ଼ିଆରେ ନାମ ଫଳକ ଅଭିଯାନ

ଓଡ଼ିଆ ଭାଷାରେ ନାମଫଳକ ଲେଖିବା ପାଇଁ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଆୟୋଜିତ ହେଲା ସଚେତନତା ପଦଯାତ୍ରା ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଆ ଆମ ଭାଷା, ଆମ ରାଜ୍ୟ ଭାଷା ଭିତ୍ତିକ ରାଜ୍ୟ, ଓଡ଼ିଆ ଭାଷାକୁ ନେଇ ସଚେତନତା ଅଭାବ ଓ ନିଜ ଭାଷା ପ୍ରତି ଆଗ୍ରହ ନଥିବାରୁ ଆଜି ବି ଅଧିକାଂଶ ଦୋକାନ
Read More...

ମହୁଲପଡା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକର ମାନ୍ଦଲା କ୍ଳଷ୍ଟର ଅନ୍ତର୍ଗତ ମହୁଲପଡା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ଆମ ଖେଳଣା ଆମ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ମୂଖ୍ୟ ଅତିଥିଭାବେ ତୁରେକେଲା ବ୍ଳକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା
Read More...

ଗୁଡଭେଲା ବ୍ଲକ ଶିକ୍ଷା ସଚେତନତା ରଥକୁ ଉଦ୍‌ଘାଟନ କଲେ ବିଇଓ ନମିତା ରାଣୀ ଭୋଇ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକର ଶିକ୍ଷା ସଚେତନ ରଥକୁ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଡାହିମାଲଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତା ରାଣୀ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ
Read More...

ସପ୍ତମୀ ଦିନରେ କାତ୍ୟାୟନୀ ଓ କାଳରାତ୍ରୀ ରୂପରେ ପୂଜା ପାଇଲେ ମାଁ ବନଦୁର୍ଗା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିର ଠାରେ ଚୈତ୍ର ବାସନ୍ତିକ ଦୁର୍ଗାପୂଜାର ଷଷ୍ଠୀ ଓ ସପ୍ତମୀ ଦିନରେ ମାଁ ଦୁର୍ଗା କାତ୍ୟାୟନୀ ଓ କାଳରାତ୍ରୀ ରୂପରେ ଧରାପୃଷ୍ଟରେ ଅବତରଣ କରି ଭକ୍ତବତ୍ସଳଙ୍କୁ ଦର୍ଶନ ଦେଇଥିଲେ । ଏଥିର ମୁଖ୍ୟ ପଣ୍ଡିତ ରଘୁନାଥ
Read More...

କପିଲାଭଟା ୟୁପି ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ବାଗଦେବୀ ସରସ୍ୱତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା
Read More...

ତୁଷୁରା ଏନ୍‌ଏ‌ସି ସ୍ତରୀୟ ଶିକ୍ଷା ସଚେତନତା ରଥକୁ ଉଦଘାଟନ କଲେ ଅଧ୍ୟକ୍ଷ ଅଜୟ ଜୟଶ୍ୱାଲ

ତୁଷୁରା,(କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କର ଯୋଜନାନୁଯାୟୀ ଗୁଡଭେଲା ବ୍ଲକ୍‌ ବିଭିନ୍ନ କ୍ଲଷ୍ଟରକୁ ଶିକ୍ଷା ସଚେତନତା ରଥ ପରିକ୍ରମା କରି ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପାଇଁ ଜନ ସଚେତନତା ସୃଷ୍ଟି କରୁଛି । ଏହି କ୍ରମରେ ଆଜି ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ରଥ
Read More...

ଟାଙ୍ଗରମୁଣ୍ଡାରେ ଶିକ୍ଷା ସଚେତନତା ରଥକୁ ଭବ୍ୟ ସ୍ୱାଗତ

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁକୁ ନେଇ ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପ୍ରିଲ ୨ ତାରିଖରୁ ପରିଭ୍ରମଣ ଆରମ୍ଭ କରିଥିବା ଶିକ୍ଷା ସଚେତନତା ରଥକୁ ଆଜି ଟାଙ୍ଗରପାଲି ବ୍ଲକ୍ ରତନପୁର କ୍ଲଷ୍ଟର ଅନ୍ତର୍ଗତ ଟାଙ୍ଗରମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ
Read More...

୧୯ ବର୍ଷରୁ କମ୍‌ ଫୁଟବଲ ଖେଳାଳୀ ଚୟନ ଚୁଡାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଫୁଟବଲ ସଂଘ (ଫାଓ) ତରଫରୁ ଆସନ୍ତା ମାସରେ ଆନ୍ତଃ ଜିଲ୍ଲା ୧୯ ବର୍ଷରୁ କମ୍‌ ଫୁଟବଲ ଚମ୍ପିୟନସିପର ଆୟୋଜନ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗିର ଜିଲ୍ଲା ଅଂଶ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ଜିଲ୍ଲା କ୍ରୀଡା ସଂସଦର ଏହି ନିଷ୍ପତ୍ତି
Read More...