Yearly Archives

2025

ପିଏମ ଶ୍ରୀ ପଲ୍ଲିଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ସିନ୍ଧେକେଲା ଠାରେ ପ୍ରାଥମିକ ଚିକିତ୍ସା ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ପଲ୍ଲିଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ସିନ୍ଧେକେଲା ତରଫରୁ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଲୋକନାଥ ମେହେର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ।
Read More...

ଓଡିଆ ପକ୍ଷ ଅବସରରେ ରକ୍ତଦାନ ଶିବିର

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତର ଜାତୀୟ ସେବା ଯୋଜନା ଓ ୟୁଥ ରେଡକ୍ରସ ତରଫରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ସମ୍ବାଦ ଆମ ଓଡିଶା ରକ୍ତଦାନ ଅଭିଯାନ ଏଥିରେ ସହଯୋଗ କରିଥିଲେ ।
Read More...

ବ୍ରହ୍ମଗିରିରେ ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା କାର : ଚାଳକଙ୍କ ସହ ୪ ଗୁରୁତର

ବ୍ରହ୍ମଗିରି : ବ୍ରହ୍ମଗିରି ହାଣ୍ଡିଆଳି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା କାର । ଦୁର୍ଘଟଣାରେ କାର ଚାଳକଙ୍କ ସହ ୪ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
Read More...

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଯୋଜନାର ଶୁଭାରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁର, ଘୋରଡ଼ିଆ, କଲ୍ୟାଣପୁର, ଇନ୍ଦିପୁର ଓ ଗୁଆଳିପଡ଼ା ସ୍ୱାସ୍ଥ୍ୟ ଆରୋଗ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ
Read More...

ବିଚ୍‌ ରାସ୍ତାରେ ମର୍ଡର : ଯୁବକଙ୍କୁ ହାଣି ଫେରାର୍‌ ମାରିଲା ହତ୍ୟାକାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଚ୍‌ ରାସ୍ତାରେ ମର୍ଡର । କ୍ରାଇମ ସିଟି ବଲାଙ୍ଗିରରେ ପୁଣି ଗଡ଼ିଲା ମୁଣ୍ଡ । ବଲାଙ୍ଗିର ସହରର ଚିମିନିଭାଟି ପଡ଼ା ପ୍ରାଥମିକ ସ୍କୁଲ ନିକଟ ଜନଗହଳି ରାସ୍ତାର ମଝି ମଝିରେ ଯୁବକଙ୍କୁ ଠିଆ ଠିଆ ହାଣି ଫେରାର୍‌ ମାରିଲା ହତ୍ୟାକାରୀ । ଯାହାକୁ ନେଇ ଏବେ ସାରା
Read More...

ବାରିପଦାରେ ବ୍ଲକ ସ୍ତରୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା

ବାରିପଦା, (ଦେବସ୍ମିତ ଚୌଧୁରୀ) : ବୁଢ଼ୀଖମାରୀ ବିଦ୍ୟାଳୟ ପରିସରରେ ବାରିପଦା ବ୍ଲକ ଓ ମୁନିସିପାଲିଟି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ଆୟୋଜିତ ତ୍ରିଦିବସୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ୧୩ ଟି କ୍ଲଷ୍ଟର
Read More...

ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାନ୍ଦୋପଲା ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ୍‌ ଇନଷ୍ଟିଚ୍ୟୁସନ୍‌ର ସମ୍ମିଳନୀ କକ୍ଷରେ ଶନିବାର ୧୧ତମ ଆନ୍ତର୍ଜାତୀୟ ଶିଶୁ / ଯୁବ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ଚୟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘ ଛେଣ୍ଡର ବାର୍ଷିକ ସାଧାରଣ ସଭା ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ ପ୍ରକୋଷ୍ଠରେ ସଂଘର ବିଦାୟୀ ସଭାପତି ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ଶ୍ରୀ ସାହୁ ସମସ୍ତଙ୍କୁ ସ୍ଵାଗତ କରି କହିଲେ ଯେ ସଂଘ
Read More...

“ଆମେ ଓଡିଆ” ତରଫରୁ “ଆମ ସଂସ୍କୃତି ଓ ଆମ ପରମ୍ପରା” ଉପରେ ଆଲୋଚନାଚକ୍ର ଓ ଆନ୍ତଃ…

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ଏପ୍ରିଲ ୧୪ ତାରିଖ ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ଆମେ ଓଡିଆ ଅନୁଷ୍ଠାନ ତରଫରୁ ମ୍ୟୁନିସିପାଲ ମହାବିଦ୍ୟାଳୟ, ରାଉରକେଲା ଠାରେ "ଆମ ସଂସ୍କୃତି ଓ ଆମ ପରମ୍ପରା" ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ଏହି ବିଷୟ
Read More...

ଘୁଷୁରାମୁଣ୍ଡା ଅଲେଖ ମହିମା ମଠରେ ବିଶ୍ଵଶାନ୍ତି ବାଲ୍ୟଲୀଳା ବ୍ରହ୍ମଯଜ୍ଞ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବୁଢ଼ୀପଦର ପଞ୍ଚାୟତର ଘୁସୁରାମୁଣ୍ଡା ସ୍ଥିତ ଅଲେଖ ମହିମା ମଠରେ ଗତ ଚୈତ୍ର ଶୁକ୍ଳପକ୍ଷ ନବମୀ ଠାରୁ ଆରମ୍ଭ ହୋଇଥିବା ଅଲେଖ ମହାପ୍ରଭୁଙ୍କ ବିଶ୍ଵଶାନ୍ତି ବାଲ୍ୟଲୀଳା ବ୍ରହ୍ମଯଜ୍ଞ ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଅବସରରେ ବିଶ୍ଵଶାନ୍ତି ଓ
Read More...