Yearly Archives

2025

ପାଇକମାଲ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜର ବାର୍ଷିକ ଚୈତ୍ର ମେଳା ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ନୃସିଂହନାଥ ଠାରେ ପାଇକମାଲ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ବାର୍ଷିକ ଚୈତ୍ର ମେଳା ମହୋତ୍ସବ ସ୍ଥାୟୀ ସଭାପତି ଯୁଧିଷ୍ଠିର ଚାନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପାଇକମାଲ ବ୍ଲକସ୍ତରୀୟ
Read More...

ପଦ୍ମପୁର ଉପଖଣ୍ଡ ଏସ୍‌ସି, ଏସ୍‌ଟି ମିଳିତ ମଞ୍ଚ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୧୪ ତାରିଖ ସୋମବାର ଦିନ ଭାରତରତ୍ନ ଡ. ବାବା ସାହେବ ଆମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ପଦ୍ମପୁର ସହରର ରାଜାଜୀ ଟାଉନ୍ ହଲ୍ ଠାରୁ ଆମ୍ବେଦକର ଛକ
Read More...

ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସହ ସ୍ୱାସ୍ଥ୍ୟ ସଚେତନତା ରଥର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ନେତୃତ୍ୱରେ ଚାଲିଥିବା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀଙ୍କ ଜନ ଆରୋଗ୍ୟ ଯୋଜନା ଏବଂ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଭାରତ ସରକାରଙ୍କ ଯୋଜନା ସହ ସଂଯୁକ୍ତ ହୋଇ ଶୁକ୍ରବାର ତାହା ରାଜ୍ୟରେ ଲାଗୁ ହୋଇଛି । ଏହି ଅବସରରେ ବରଗଡ଼ ଜିଲ୍ଲା
Read More...

ଓଡିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମ

କେସିଙ୍ଗା, (ପ୍ରୀତେଶ ପଟେଲ) : କଲାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସରରେ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଏକ ଆଲୋଚନାଚକ୍ର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ସଫଳତାର ସହ ଆୟୋଜିତ ହୋଇଯାଇଛି ।
Read More...

ଆପ୍‌ ପାର୍ଟିର ସାଂଗଠନିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ସ୍ଥାନୀୟ ଯାଦବ ଭବନ ଠାରେ ଆପ ପାର୍ଟିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଏହି ବୈଠକରେ ଆପ ନେତା ଶ୍ରୀ ପାଣ୍ଡେ ବିଜେପି ଉପରେ ବର୍ଷି ଥିଲେ ଏବଂ ବିଜେପି
Read More...

ଆଦିତ୍ରୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଲାଙ୍ଗିର ନସିଂ ସ୍କୁଲ ଶପଥ ଗ୍ରହଣ ସମାରୋହ

୪୯ ଜଣ ଛାତ୍ ଛାତ୍ରୀ ଶପଥ ନେଲେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସ୍ଥିତ ଆଦିତ୍ରୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ସୁଦପଡା ନସିଂ ସ୍କୁଲରେ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଆଦିତ୍ରୀ ନସିଂ ଅନୁଷ୍ଠାନର ଅଧ୍ୟକ୍ଷା ଆର୍‌.ଝାନସିଙ୍କ ସଭାପତିତ୍ୱ
Read More...

ବଲାଙ୍ଗିରରେ କୁଲୁତା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭଗବତି ନଗର ସ୍ଥିତ କାର୍ଯ୍ୟାଳୟରେ କୁଲୁତା ସମାଜ ପକ୍ଷରୁ ଇଷ୍ଟଦେବୀ ରଣେଶ୍ୱର ରାମଚଣ୍ଡୀଙ୍କ ଚୈତ୍ର ପୂର୍ଣ୍ଣିମା ବାସନ୍ତିକ ପୂଜା ତଥା କୁଲୁତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପୂଜକ ଶାନ୍ତନୁ କୁମାର ପାତ୍ରଙ୍କ ଦ୍ୱାରା କୁଲୁତା ଜାତିର ରୀତିନିତି
Read More...

ବଲାଙ୍ଗିର ଚମ୍ପିୟାନ ଲିଗ୍‌ ଆମ୍ବେଦକର ୱାରିୟର୍ସ ଓ ଟିମ୍‌ ଲାୟନ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଚମ୍ପିୟାନ ଲିଗ୍‌ର ସପ୍ତମ ଦିବସର ପ୍ରଥମ ମ୍ୟାଚଟି ଆମ୍ବେଦକର ୱାରିୟର୍ସ ଓ ସ୍ୱରାଜ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସ୍ୱରାଜ ଦଳ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ମାତ୍ର ୮୭ ରନ୍‌ ସଂଗ୍ରହ କରିଥିଲା । ଦଳ ତରଫରୁ
Read More...

ମାଁ ନିତେଇ ଧୋବଣୀଙ୍କ ଚୈତ୍ର ପର୍ବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରଜକ ସମାଜ ଇଷ୍ଟ ଦେବୀ ମାଁ ନିତେଇ ଧୋବଣୀଙ୍କ ଚୈତ୍ର ପର୍ବ ବଲାଙ୍ଗିର, ବିଷ୍ଣୁମୁଣ୍ଡା ଗ୍ରାମସ୍ଥିତ ମାଁ ନିତେଇ ଧୋବଣୀଙ୍କ ମନ୍ଦିରରେ ମହାଆଡମ୍ବରରେ ପାଳନ ହୋଇଯାଇଛି । ପ୍ରଥମେ ମନ୍ଦିରର ପୂଜକ ଚୈତରାମ ସେଠ ଓ ଛବିଲାଲ ସେଠ୍
Read More...

ବନଦୁର୍ଗା ମହୋତ୍ସବ ହେଲା ଉଦ୍‌ଯାପିତ

ଶାନ୍ତି, ମୁକ୍ତି, ପ୍ରଗତି ନହେଲେ ହେବ କ୍ରାନ୍ତି ନରସିଂହ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ନିମନ୍ତେ ଆସିଲା ବିଭିନ୍ନ ପ୍ରସ୍ତାବ ପ୍ରଶାସନ ଓ ସରକାରଙ୍କୁ ମହୋତ୍ସବ ଜରିଆରେ କରାଗଲା ଦୃଷ୍ଟି ଆକର୍ଷଣ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋକେ ସରଳ, ଏକ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆମ
Read More...