Yearly Archives

2025

ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ଭାରତର ଭୂମିକାକୁ ଦୃଢ଼ କରିବା ପାଇଁ ନୂତନ ଇଲେକ୍ଟ୍ରୋନିକ୍ସ ଉପାଦାନ ଉତ୍ପାଦନ ଯୋଜନା :…

ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୫ ଗୁଣା ବୃଦ୍ଧି ପାଇ ୧୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ରପ୍ତାନି ୬ ଗୁଣ ବୃଦ୍ଧି ପାଇ ୩.୨୫ ଲକ୍ଷ କୋଟି ଟଙ୍କା ଟପିଛି : ଅଶ୍ୱିନୀ ବୈଷ୍ଣବଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ଦୃଢ଼ ଆଇପି ସୁରକ୍ଷା ସହିତ ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଉପରେ ସାରା
Read More...

୬୦ରୁ ଅଧିକ ଦେଶରୁ ପ୍ରାୟ ୧ଲକ୍ଷ ପଞ୍ଜୀକରଣ ସହିତ ବିଶ୍ୱସ୍ତରୀୟ ଅଭିଯାନରେ ପରିଣତ ହେଲା କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜ

ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍ସ) ଅଧୀନରେ ଆୟୋଜିତ ହେଉଥିବା କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜ(ସିଆଇସି)ର ପ୍ରଥମ ସିଜିନର ଫାଇନାଲ ଆସନ୍ତା ମଇ ୧ରୁ ୪ ତାରିଖ ମଧ୍ୟରେ ମୁମ୍ବାଇରେ ଅନୁଷ୍ଠିତ ହେବ । ସିଆଇସିରେ ମୋଟ୍ ୩୨ଟି ପ୍ରତିଯୋଗିତା
Read More...

ବିଧାୟକଙ୍କ ଦ୍ଵାରା ଗୁରୁଦେବ କ୍ଲିନିକ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଏକମାତ୍ର ନିର୍ଭରଯୋଗ୍ୟ ବହିଃ-ଚିକିତ୍ସା ସ୍ଵାସ୍ଥ୍ୟ କେନ୍ଦ୍ର ଗୁରୁଦେବ କ୍ଲିନିକ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ କରକମଳରେ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ରିକାପଲ୍ଲୀ ମୁଖ୍ୟବଜାର
Read More...

ଜିଲ୍ଲା କଂଗ୍ରେସ କମିଟି ଶିଶୁ ନିଖୋଜ ନେଇ ପୁରୀ ଏସପିଙ୍କୁ ଭେଟିଲା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବ୍ଲକ ସୁଜନପୁର ପଞ୍ଚାୟତର ରତନପୁର ଗ୍ରାମର ନିଖୋଜ ଶିଶୁ ଆଶିର୍ବାଦ ସାହୁ ଆଜି କୁ ତିନିଦିନ ହୋଇଥିଲେ ମଧ୍ୟ ତାର କୌଣସିପ୍ରକାର ସୁରାକ ଏପର୍ଯ୍ୟନ୍ତ ମିଳିନାହଁ । ସେଇ ଶୋକସନ୍ତପ୍ତ ପରିବାରକୁ ପୁରୀ ଜିଲ୍ଲା କଂଗ୍ରେସ କମିଟି ଭେଟିବା ପରେ ଗତକାଲି
Read More...

ବଡ ତେନ୍ତୁଳିଖୁଣ୍ଟି ଷୋହଳ ପ୍ରହରୀ ଓ ବିଶ୍ୱଶାନ୍ତି ଘୃତଯଜ୍ଞରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ନାମଯଜ୍ଞ ସହ ଧର୍ମଯଜ୍ଞ ମୋଟ ୩୦ୟୁନିଟ ରକ୍ତ ସଂଗ୍ରହ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହରେ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଏଭଳି ଜରୁରୀ ସମୟରେ ରୋଗୀମାନଙ୍କୁ ରକ୍ତର ଅଭାବ ଦେଖାଦେଇଥାଏ । ଏହି ରକ୍ତର ଅଭାବକୁ ପୂରଣ କରିବାକୁ
Read More...

ମୁମ୍ବାଇରେ ୱେଭ୍ସ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍. ମୁରୁଗନ

ସମ୍ମିଳନୀ ଆୟୋଜନ ସ୍ଥଳୀରେ ପ୍ରସ୍ତୁତିର ସମୀକ୍ଷା କଲେ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏଲ୍. ମୁରୁଗନ ଆଜି ମୁମ୍ବାଇରେ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ୱେଭ୍ସ) ୨୦୨୫ ପାଇଁ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ଜିଓ
Read More...

ରାଉଳି ବନ୍ଧ ଗ୍ରାମବାସୀଙ୍କ ବିରୋଧ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପଥର କୁଆଁରୀ ଓ କ୍ରସର କମ୍ପାନୀକୁ ଗଞ୍ଜାମ ବ୍ଲକର ମଲାଡ଼ ପଞ୍ଚାୟତର ରାଉଳିବନ୍ଧ ଗ୍ରାମବାସୀଙ୍କ ଘୋର ବିରୋଧ କରାଯାଇଛି । ଏନେଇ ଶୁକ୍ରବାର ପଥର କୁଆଁରୀ ଓ କ୍ରସର କମ୍ପାନୀ ନିକଟରେ ଗ୍ରାମର ଶହ ଶହ ମହିଳା ଓ ପୁରୁଷ ପହଞ୍ଚି ହୋ ହାଲ୍ଲା କରିବା ସହ ଘୋର
Read More...

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ ସାହି ପ୍ରମୁଖ ୪ ଗୋଟି ଅଙ୍ଗନବାଡି କେନ୍ଦ୍ରକୁ ନେଇ ଉକ୍ତ ପୋଷଣ ପକ୍ଷ
Read More...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ ସମାରୋହଟି +୩ ତୃତୀୟ ବର୍ଷ ଓଡିଆ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ।
Read More...

ବିଜୁ ପଟ୍ଟନାୟକଙ୍କ ୨୮ତମ ଶ୍ରାଦ୍ଧ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରବାଦ ପୁରୁଷ ବିଜୟାନନ୍ଦ ପଟ୍ଟନାୟକ (ବିଜୁବାବୁ ) ଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଡେଲାଙ୍ଗ ହାଟ ବଜାର ସ୍ଥିତ ବିଜୁବାବୁଙ୍କୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି
Read More...