Yearly Archives

2025

ଦାଦିଜୀ ରତନ ମୋହିନୀଙ୍କ ଦ୍ୱାଦଶାହ ସ୍ମୃତି ସଭା ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମାଉଣ୍ଟଆବୁ ରାଜସ୍ଥାନର ମୁଖ୍ୟ ପ୍ରଶାସିକା ଦାଦି ରତନ ମୋହିନୀଜୀଙ୍କ ଦ୍ୱାଦଶାହ ଅବସରରେ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କଲମପୁର ଶାଖାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି ।
Read More...

ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଶନିବାର ପ୍ରତ୍ୟୁଷରେ ପରଲୋକ ଘଟିଛି । କିଛି ଦିନ ଧରି ସେ ଆସୁସ୍ଥ ଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ଚିକିତ୍ସାରତ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ବିଭିନ୍ନ ଆଞ୍ଚଳିକ
Read More...

ଆଦାନୀ ଫାଉଣ୍ଡେସନ ପକ୍ଷରୁ ବଡପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ୍ୟ ଉପକରଣ ଓ ଆସବାପତ୍ର ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳୀପଲ୍ଲୀ ପଞ୍ଚାୟତର ବଡପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଦାନୀ ଫାଉଣ୍ଡେସନ ସାମାଜିକ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଶିକ୍ଷା ଭିତ୍ତିଭୂମିକୁ ଉନ୍ନତ କରିବାର ଲକ୍ଷ୍ୟ ନେଇ ସ୍କୁଲ ଆସବାପତ୍ର ଏବଂ ପାଠ୍ୟ-ଉପକରଣ ସାମଗ୍ରୀ
Read More...

ଯୌତୁକ ନିର୍ଯ୍ୟାତନା ନେଲା ଜୀବନ, ବୋହୁଙ୍କୁ ଶ୍ୱଶୁର ଘରେ ପିଟିପିଟି ହତ୍ୟା

ପାଟଣାଗଡ଼, (ଅଶୋକ କୁମାର ବାଗ) : ଯୌତୁକ ପାଇଁ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଷ୍ଟାଫନର୍ସଙ୍କୁ ଶ୍ୱଶୁର ଘରେ ପିଟିପିଟି ମାରିଦେଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଭିଯୋଗ ଅନୁଯାୟୀ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଏଁଳାଭଟା ଗ୍ରାମର ଠାକୁର ସାହୁଙ୍କ ଝିଅ
Read More...

“ଚକ୍ଷୁ ହିଁ ଅମୁଲ୍ୟ ସମ୍ପଦ”

ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ସୁସ୍ଥ ଓ ନିରାମୟ ସମାଜର ନିଆରା ପରିକଳ୍ପନା ଭିତରେ ଏକ ଅଭିନଵ ପଦକ୍ଷେପ ନେଇଥିଲା ରାଉରକେଲା ବାସନ୍ତୀ କଲୋନୀ ସ୍ଥିତ ଡି.ଏ.ଭି ପବ୍ଲିକ ସ୍କୁଲ, ରାଉରକେଲା । ବିଦ୍ୟାଳୟର ଅଧକ୍ଷ ଲୋକନାଥ ପ୍ରଧାନ ମହୋଦୟଙ୍କ ଅଧ୍ୟକ୍ଷତାରେ, ସହ ସଂଯୋଜକ ବିଜୟ କୁମାର
Read More...

ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା ।
Read More...

ବିପର୍ଯ୍ୟୟ ମୁକାବିଲା ସଚେତନତା କାର୍ଯ୍ୟକ୍ରମ ଓ ଅଭିଭାବକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିପର୍ଯ୍ୟୟ ମୁକାବିଲା ସଚେତନତା କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଡଃ ଦ୍ଵାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏନ ଡି ଆର୍ ଏଫ୍ କଟକ ଶାଖା ଏସ ଆଇ ବିବେକ କୁମାର ପାଣ୍ଡେଙ୍କ ନେତୃତ୍ୱରେ
Read More...

ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ପଦ୍ମପୁର ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଆଜି ସନ୍ଧ୍ୟା ସମୟରେ ଉଦ୍‌ଘାଟିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତର ସହ ଜିଲ୍ଲା ପ୍ରମୁଖ ମନୋଜ କୁମାର ପଣ୍ଡା
Read More...

ଧର୍ମାନ୍ତରୀକରଣ ବିରୋଧୀ ପ୍ରଥମ ସଂଗ୍ରାମୀ ମହେନ୍ଦ୍ର ହେମ୍ବ୍ରମ୍ ଜେଲ୍‌ରୁ ମୁକୁଳିଲେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାରେ ଧର୍ମାନ୍ତରୀକରଣ ବିରୋଧରେ ପ୍ରଥମ ସଂଗ୍ରାମୀ ଫେରି ଆସିଲେ । ଧର୍ମଯୋଦ୍ଧା ମହେନ୍ଦ୍ର ହେମ୍ବ୍ରମ ୨୬ ବର୍ଷ ଜେଲରେ ରହିବା ପରେ ଏବେ ଜେଲ୍ ବନ୍ଦୀ ଜୀବନ ବିତାଇ ମୁକ୍ତ ହୋଇଛନ୍ତି । ଯିଏ ହିନ୍ଦୁଧର୍ମର ସୁରକ୍ଷା ପାଇଁ ବଣ, ଜଙ୍ଗଲ, ନଦୀ,
Read More...

ସିଜିଡି କ୍ଷେତ୍ର ଅଧୀନରେ ସିଏନ୍‌ଜି (ପରିବହନ) ଏବଂ ପିଏନ୍‌ଜି (ଘରୋଇ) କ୍ଷେତ୍ରଗୁଡ଼ିକୁ ସୁଲଭ ଘରୋଇ ପ୍ରାକୃତିକ ଗ୍ୟାସ…

ନୂଆଦିଲ୍ଲୀ, (ପିଆଇବି) : ସରକାର ସ୍ୱଚ୍ଛ ଶକ୍ତି ଉପଲବ୍ଧତାକୁ ପ୍ରୋତ୍ସାହିତ କରିବା, ସହରାଞ୍ଚଳ ବାୟୁ ଗୁଣବତ୍ତା ଉନ୍ନତ କରିବା ଏବଂ ଘରୋଇ ଶକ୍ତି ନିରାପତ୍ତାକୁ ସୁଦୃଢ଼ କରିବା ପାଇଁ ଥିବା ନିଜର ଦୂରଦୃଷ୍ଟି ଅନୁଯାୟୀ ଘରୋଇ ପ୍ରାକୃତିକ ଗ୍ୟାସ ପାଇଁ ଆବଣ୍ଟନ ଢାଞ୍ଚାକୁ ସୁଦୃଢ଼ କରିବା ପାଇଁ
Read More...