Yearly Archives

2025

କାଳବୈଶାଖୀ ଦେଲା କଷ୍ଟ : ୫ଦିନ ପରେ ହେଲା ରେଙ୍ଗାଲିକୁ ବିଦ୍ୟୁତ୍ ସଂଯୋଗ

ଧାନ ଚାଷ ହେଲା ନଷ୍ଟ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତର ରେଙ୍ଗାଲି ଗାଁଁରେ କାଳବୈଶାଖୀ ଯୋଗୁଁ ଲାଇଟ ଖୁମ୍ଵରେ ଗଛ ପଡି ଯାଇଥିବାରୁ ୫ଦିନ ଧରି ବିଦ୍ୟୁତ୍ ସରବରାହ ଠପ୍ ଥିଲା । ଫଳରେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିଲା । ଫଳରେ ପ୍ରଚଣ୍ଡ
Read More...

ଜାତୀୟ ନାଟ୍ୟ ଉତ୍ସବ “ପୂର୍ବରଙ୍ଗ” ଉଦଘାଟିତ

ପ୍ରଥମ ସଂଧ୍ୟାରେ ମନ ମୋହିଲା ହିନ୍ଦୀ ନାଟକ “କଥା ଏକ୍ କଂସ କି” ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଭାରତ ସରକାର ଓ ଜାତୀୟ ନାଟ୍ୟ ବିଦ୍ୟାଳୟ
Read More...

ଜଳୁଛି ଇଟାଭାଟି ବଢୁଛି ତାତି : ପ୍ରଶାସନର କଟକଣା ନାହିଁ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ସମେତ ଆଖପାଖ ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ ପ୍ରଥମ ସପ୍ତାହରୁ ହିଁ ସବୁଦିନର ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ
Read More...

ବୁଧବାର ରାଜ୍ୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ସକାଳ ୧୦ଟାରେ କ୍ୟାବିନେଟ୍ ବୈଠକ ବସିବ । ସାଢ଼େ ୧୧ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ ବୋଲି ସୂଚନା ମିଳିଛି । କ୍ୟାବିନେଟ୍ ବୈଠକରେ
Read More...

ଗଞ୍ଜାମ ବ୍ଲକରେ ପାନୀୟ ଜଳ ସଙ୍କଟ : ବଟେଶ୍ୱର ମନ୍ଦିର ନିକଟ ଟିୟୁବୱେଲ ହିଁ ଭରସା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗ୍ରୀଷ୍ମ ପ୍ରବାହ କରାଳ ରୂପ ଆରମ୍ଭରୁ ଲୋକମାନେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଗଞ୍ଜାମ ବ୍ଲକର ବିଭିନ୍ନ ଅଂଚଳରେ ବର୍ତ୍ତମାନ ପାନୀୟ ଜଳ ସମସ୍ୟା ଦେଖା ଦେଇଛି । ପ୍ରଶାସନ ନିଘୋଡ଼ ନିଦରେ ସୋଇଛି ଯାହାଫଳରେ ଲୋକମାନେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ
Read More...

ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ…

ଅପ୍ରେଲ ୨୩ରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ ରହିବଗ୍ରୀଷ୍ମପ୍ରବାହ ପାଇଁ ଅପ୍ରେଲ ୨୩ରୁ କଲେଜ ଗୁଡିକ ୫ ଦିନ ପାଇଁ ବନ୍ଦ ରହିବ, ନିୟମିତ ପରୀକ୍ଷା ଚାଲିବ ଭୁବନେଶ୍ୱର : ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା ।
Read More...

ପିଏମ୍‌ ଶ୍ରୀ ସରକାରୀ ହାଇସ୍କୁଲ ଜୁନାଗଡରେ ବିଶ୍ୱ ଧରିତ୍ରୀ ଦିବସ ପାଳିତ

କଳାହାଣ୍ଡି, (କେପିଏନ୍‌ଏନ୍‌) : ପିଏମ୍‌ ଶ୍ରୀ ସରକାରୀ ହାଇସ୍କୁଲ ଜୁନାଗଡରେ ବିଶ୍ୱ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନେପାଲ ଚନ୍ଦ୍ର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ଆର୍ତତ୍ରାଣ ବାଗ ମୁଖ୍ୟ ଅତିଥି ରୂପେ
Read More...

ମୁନିନ୍ଦା ଏମଇ ସ୍କୁଲ ୧୯୯୦ ମସିହା ବିଦ୍ୟାର୍ଥୀ ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୁନିନ୍ଦା ଏମଇ ସ୍କୁଲର ୧୯୯୦ ମସିହା ୭ମ ଶ୍ରେଣୀ ପୁରାତନ ଛାତ୍ରଛାତ୍ରୀଙ୍କର ଏକ ବନ୍ଧୁ ମିଳନ ଡାକପଡା ବାଙ୍କି ଠାକୁରାଣୀଠାରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଦିବଙ୍ଗତ ସାଥି ଓ ଗୁରିଜୀଙ୍କ ପାଁଇ ଦୁଇ
Read More...

ସ୍ୱସ୍ତି ଝଙ୍କାର, ରାଉରକେଲା ୨୫ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ

ତୃତୀୟ ସଂନ୍ଧ୍ୟାରେରେ ନାଟକ ଚିତ୍ରପ୍ରତିମା ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ଝଙ୍କାର, ରାଉରକେଲାର ୨୫ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଭୁବନେଶ୍ୱରର ବାଗଦେବୀ ଲିଟେରଚର ଟ୍ରଷ୍ଟ ତରଫରୁ ନାଟକ ଚିତ୍ରପ୍ରତିମା ମଞ୍ଚସ୍ଥ ହୋଇଯାଇଛି । ନାଟ୍ୟକାର
Read More...

ପାଞ୍ଚଗାଁରୁ ଅପହୃତ ନାବାଳକ ନିରାକାରପୁର ଅଞ୍ଚଳରୁ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପାଞ୍ଚଗାଁରୁ ଅପହୃତ ନାବାଳକ ଉଦ୍ଧାର । ଖୋର୍ଦ୍ଧା ନିରାକାରପୁର ଅଞ୍ଚଳରୁ ଅପହୃତ ନାବାଳକ ସୁରକ୍ଷିତ ଉଦ୍ଧାର ହୋଇଛି । ଘଟଣାରେ ସମ୍ପୃକ୍ତ ସମସ୍ତ ୭ ଜଣଙ୍କୁ ଗିରଫ ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି । ନାବାଳକଙ୍କ ବାପାଙ୍କଠୁ ଜମି ବିକା ଟଙ୍କା
Read More...