ରିକାପଲ୍ଲୀ ଗେଟ୍ ବନ୍ଧ ପାର୍ଶ୍ଵସ୍ଥ ଜମି ଜଣେ ପଟ୍ଟା କରି ନେଇଥିବା ନେଇ ଉତ୍ତେଜନା
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରିକାପଲ୍ଲୀ ଗେଟ୍ ବନ୍ଧ ପାର୍ଶ୍ଵବର୍ତ୍ତୀ ସ୍ଥାନରେ ଥିବା ଏକ ଗାଡ଼ିଆ ଜଳାଶୟକୁ ଜଣେ ବ୍ୟକ୍ତିଗତ ଭାବେ ଜମିପଟ୍ଟା କରି ନେଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଚାପା ଉତ୍ତେଜନା ବହୁ ପୂର୍ବରୁ ଲାଗି ରହିଥିବାର କୁହାଯାଏ । କିନ୍ତୁ ଆଜି ସେହି ପୋଖରୀ!-->…
Read More...
Read More...