Yearly Archives

2025

ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍‌) ରେଙ୍ଗାଲି, ବାଲିଆପାଳ ଓ ଲେଫ୍ରିପଡା

ଭୁବନେଶ୍ୱର : ରାଜ୍ୟରେ ଗଠିତ ହୋଇଛି ୩ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍) । ଏହି କୋର୍ଟ ଗୁଡିକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା, ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଠାରେ ସ୍ଥାପନ କରାଯାଇଛି । ଓଡିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କ୍ରମେ ରାଜ୍ୟ
Read More...

ବଲାଙ୍ଗିର ସହରରେ ବଢୁଥିବା କ୍ରାଇମକୁ ନେଇ ଏସ୍‌ପିଙ୍କ ସହ ଆଲୋଚନା କଲେ ବିଧାୟକ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବଢୁଥିବା କ୍ରାଇମକୁ ନେଇ ଏସ୍‌ପିଙ୍କ ସହ ଆଲୋଚନା କଲେ ବିଧାୟକ କଳିକେଶ । ଦିନକୁ ଦିନ ବଲାଙ୍ଗିର ସହରର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସଦର ବିଧାୟକ କଳିକେଶ ନାରାୟଣ ସିଂହଦେଓ
Read More...

ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ

ରାଉରକେଲା : ଜାମ୍ମୁକାଶ୍ମୀରକୁ ବୁଲିବାକୁ ଯାଇ ଫସିଛନ୍ତି ଓଡ଼ିଆ ପର୍ଯ୍ୟଟକ । ତହିଁରେ ରାଉରକେଲାର ଗୋଟିଏ ପରିବାର ଥିବା ଜଣାପଡ଼ିଛି । ଜାମ୍ମୁକାଶ୍ମୀର ଅନନ୍ତନାଗର ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ରାଉରକେଲା ସେକ୍ଟର-୩ ନିବାସୀ ଅଶ୍ୱିନୀ ଜ୍ୟୋତି(ପ୍ରିନ୍ସ) ତାଙ୍କ ସହଧର୍ମିଣୀ ଓ ଦେଢବର୍ଷର
Read More...

କରାଟେ ଅର୍ଗାନାଇଜେସନ ତରଫରୁ ପୃଥିବୀ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ ଅସୀମ କରାଟେ ଏକାଡେମୀରେ ବିଶ୍ୱ ପୃଥିବୀ ଦିବସ ପାଳିତ ହୋଇଯାଇଛି । ଜାତୀୟ କରାଟେ କୋଚ ତଥା ଜିଲ୍ଲା କରାଟେ ଅର୍ଗାନାଇଜେସନର ସାଧାରଣ ସଂପାଦକ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...

ତୁରେକେଲା ବ୍ଲକ ଥାନା ଅଞ୍ଚଳରେ ନାବାଳକ ବାଇକ ଚାଳକଙ୍କ ସଂଖ୍ୟା ସର୍ବାଧିକ : ପ୍ରତିଦିନ ଘଟୁଛି ଦୁର୍ଘଟଣା ପୋଲିସ ଚେକିଂ…

ନିଶାକ୍ତ ଚାଳକ ଓ ଲାଇସେନ୍ସନ ଥିବା ବାଇକ ଚାଳକଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ଥାନା ଅଂଚଳରେ ଦିନକୁ ଦିନ ଘଟୁଛି ଦୁର୍ଘଟଣା । ପୁଲିସ ଚେକିଂ ଓ ପାଟ୍ରୋଲିଂ ଶୁନ, ମଦ୍ୟପ ଗାଡିଚାଳକ ସହ ନାବାଳକ ବାଇକ ଚାଳକଙ୍କ ସଂଖ୍ୟା ସର୍ବାଧିକ ଯେଉଁଥି ପାଇଁ
Read More...

ବିବାଦକୁ ନେଇ ଯୁବକଙ୍କୁ ଛୁରୀ ମାଡ଼ : ଭଦ୍ରକ ମେଡିକାଲରେ ଭର୍ତ୍ତି

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଆ ମୁରୁଣା ପଞ୍ଚାୟତ ବାଙ୍ଗୁରୁପଦା କାଳପଡ଼ା ଗାଁରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ଭୁଜାଲି ମାଡ଼ ହୋଇଛନ୍ତି । ଯେଉଁଥିରେ ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର
Read More...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା

କନ୍ଧମାଳ : ମଙ୍ଗଳବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା କାମଟଣା ନିକଟରେ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଏଥିରେ ଅନ୍ୟ ଦୁଇଜଣ
Read More...

ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଳକ୍ ପରିସରରେ ଥିବା ମିଶନ ଶକ୍ତି କାଫେରୁ ଚୋରି । କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି ଦୁବୃତ୍ତ । କାଫେରେ ଥିବା ଗ୍ରାଇଣ୍ଡର, ସିଲିଣ୍ଡର, ଟପ୍ , ଅନ୍ୟାନ୍ୟ ଜିନିଷ ସହ କାଫେରେ ଥିବା ରାସନ ସାମଗ୍ରୀ ଚୋରି ହୋଇଛି ।
Read More...

ଦୋଳମୁଣ୍ଡାଇ ଛକରେ ଥିବା ଦୋକାନରେ ଭୟାବହ ଅଗ୍ନିକାଣ୍ଡ

କଟକ : କଟକ ଦୋଳମୁଣ୍ଡାଇ ଛକରେ ଅଗ୍ନିକାଣ୍ଡ । ଛକରେ ଥିବା ଏକ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ଦୋକାନରେ ଥିବା ଅନେକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଖବର ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧୧.୩୦ ସମୟରେ ନିଆଁ ଲାଗିଥିଲା । ଯାହାକୁ ଦେଖି ସ୍ଥାନୀୟ
Read More...

ମୌଳିକ ସୁବିଧାରୁ ବଞ୍ଚିତ ଠୋଙ୍ଗୋଜୁରୀ ଗାଁ କେଉଁ କାରଣରୁ ପହଞ୍ଚି ପାରୁନି ବିକାସ : ଅଭିଶପ୍ତ ଜୀବନ ବିତାଉଛନ୍ତି…

ପିଇବା ପାଣି, ରାସ୍ତା, ସ୍କୁଲ ଅଙ୍ଗନୱାଡ଼ି କେନ୍ଦ୍ର ନାହିଁ ମୌଳିକ ସୁବିଧା ନାହିଁ ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ଉପାନ୍ତ ତୁରେକେଲା ବ୍ଲକ କମେଇମୁଣ୍ଡା ପଞ୍ଚାୟତରେ ଥିବା ଠେଙ୍ଗୋଯୁରି ଗ୍ରାମ । ଏହି ଗ୍ରାମରେ ପଡିନି ବିକାଶର ପାଦ, ନା ଅଛି ସ୍କୁଲ୍ ନା ଅଛି ରାସ୍ତା
Read More...