Yearly Archives

2025

ଅଦିନିଆ ବର୍ଷା ଯୋଗୁଁ ପଥର୍ଲା ଗ୍ରାମର ଚାଷୀ ହତାଶ : ସରକାରଙ୍କୁ ସହାୟତା ପାଇଁ ନିବେଦନ କଲେ ଜିଲ୍ଲା ପରିଷଦ ସଞ୍ଜୟ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାନ ଗ୍ରାମପଞ୍ଚାୟତର ପଥର୍ଲା ଗ୍ରାମର ଚାଷୀଙ୍କ ପାଇଁ ଅଦିନିଆ ଦୁଃଖ ଆସିଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଲ ଫସଲ ଆଶାରେ ଚାଷ କରିଥିଲେ । ଧାନ ଠିକ ଆଦାୟ ହେବା ପୂର୍ବରୁ ଅଦିନିଆ ବର୍ଷା ଯୋଗୁଁ ବହୁତ ଚାଷୀଙ୍କ
Read More...

ଅହଲ୍ୟାବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ସମାରୋହ ଅବସରରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପୁଣ୍ୟଶ୍ଲୋକା ଦେବୀ ଅହଲ୍ୟା ବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ସମାରୋହ ଅବସରରେ ଜିଲ୍ଲାସ୍ତରୀୟ କର୍ମଶାଳା, ରାଉରକେଲାର ଚ୍ଛେଣ୍ଡ ସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵିଦ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଟୋଲି ସଂଯୋଜକ ସରୋଜ ଦାସଙ୍କ ସଂଯୋଜନା ଓ
Read More...

ଓଡ଼ିଆ ଶ୍ରୀମଦ୍ଭାଗବତ, ସୁଦଶା ବ୍ରତ, ସାବିତ୍ରୀ ବ୍ରତ, ଲକ୍ଷ୍ମୀ ପୁରାଣ, ବର୍ଣ୍ଣବୋଧ ଓ ତ୍ରିଭାଷୀ ବହି କେରା ଅଞ୍ଚଳରେ…

ରାଉରକେଲା, (ସସ୍ମିତା ପ୍ରଧାନ) : "ଉତ୍କଳ ସାଂସ୍କୃତିକ ଶିବିର" ଭଦ୍ରକର ସଭାପତି ମନୀନ୍ଦ୍ର ମହାନ୍ତିଙ୍କ ଦ୍ୱାରା ପଠାଯାଇଥିବା ଓଡ଼ିଆ ଶ୍ରୀମଦ୍ଭାଗବତ, ସୁଦଶା ବ୍ରତ, ସାବିତ୍ରୀ ବ୍ରତ, ମାଣବସା ଲକ୍ଷ୍ମୀ ପୁରାଣ, ଚୈତ୍ର ମଙ୍ଗଳା ଓଷା, ଛବିଳ ମଧୁ ବର୍ଣ୍ଣବୋଧ, ତ୍ରିଭାଷୀ ଇତ୍ୟାଦି ବହି କେରା
Read More...

ସରକାରୀ କାର୍ଯ୍ୟକୁ ଦଳୀୟ ପ୍ରଚାର ହିସାବରେ ଉଦଘାଟନ କରୁଛନ୍ତି ବିଧାୟିକା ବର୍ଷା ସିଂ ବରିହା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜପଡାଠାରେ ସରକାରୀ ଅର୍ଥ ବ୍ୟୟରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ନବ ନିର୍ମିତ ଏକ ଅତ୍ୟାଧୁନିକ ଶବ ଦାହ ଶ୍ମଶାନ ଓ ପଦ୍ମପୁର ବରଗଡ଼ ରାସ୍ତାରେ ଥିବା ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ଚାରି ପାର୍ଶ୍ୱରେ
Read More...

ସାଇବର ଠକେଇ ବିରୋଧରେ ସୁରକ୍ଷା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ “ଡିଜିରକ୍ଷା” ଅଭିଯାନ ଆରମ୍ଭ

ତିନି ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସାଇବର ଅପରାଧରୁ ଜନସାଧାରଣଙ୍କୁ ସଚେତନ ଏବଂ ସୁରକ୍ଷିତ କରିବା ଲକ୍ଷ୍ୟରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । "ଡିଜିରକ୍ଷା - ସାଇବର ଠକେଇରୁ
Read More...

ସାମ୍ବାଦିକ ସୁରକ୍ଷା ଆଇନ ନେଇ ମୁଖ୍ୟମନ୍ତ୍ରୀ ଦାବିପତ୍ର

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସାମ୍ବାଦିକ ସଙ୍ଘ ତରଫରୁ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଉପରେ କର୍ମ ବାଦୀଷ୍ଣୁ ଅତ୍ୟାଚାର ଏବଂ ଆକ୍ରୋସ ଶିକାର ହୋଇଥିବା ପରିପ୍ରେକ୍ଷୀରେ ସ୍ଥାନୀୟ ତହସିଲଦାର ବିଶ୍ୱନାଥ ଖାଲଖୋଙ୍କ ଜରିୟାରେ ମାନ୍ୟ
Read More...

ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା : ଲବକୁଶ ଜନ୍ମ ଓ ଇନ୍ଦ୍ରଜିତ ବଧରେ ଅସ୍ଥାୟୀ ମଣ୍ଡପ ଦୁଲକିଲା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରାର ଗୁରୁବାର ୨୪ ଦିନରେ ମା 'ଙ୍କ ବିଶ୍ରାମ ଦିବସ ଥିବାରୁ ସକାଳୁ ସନ୍ଧ୍ୟା ପର୍ଯ୍ରନ୍ତ ଦିନ ତମାମ ପୂଜକମାନଙ୍କ ଦ୍ୱାରା ଯଥା
Read More...

ୱାରେଂଟି ବଶିଷ୍ଟ କୁମ୍ଭାରଙ୍କ ଘର ସାମ୍ନାରେ କୋର୍ଟ ନୋଟିସ୍‌ ଛାପିଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ୨୪ ଘଂଟା ମଧ୍ୟରେ ବଲାଙ୍ଗିର ଟାଉନ୍‌ ଥାନା କିମ୍ବା ଲୋଇସିଂହା କୋର୍ଟରେ ହାଜର ନହେଲେ ୱାରେଂଟିଙ୍କ ସ୍ଥାବର, ଅସ୍ଥାବର ତଥା ପୈତୃକ ସଂପତି ବାର୍ଯ୍ୟାପ୍ତ କରାଯିବାକୁ ଆଜି ବଲାଙ୍ଗିର ଟାଉନ୍‌ ଥାନା ପୋଲିସ ପକ୍ଷରୁ ଘୋଷଣା କରାଯାଇଛି । ମାନ୍ୟବର
Read More...

ବଜ୍ରପାତ ନେଲା ୨ ମହିଳାଙ୍କ ଜୀବନ

ବରଗଡ଼ : ବଜ୍ରପାତରେ ଚାଲିଗଲା ୨ ଜଣ ମହିଳାଙ୍କ ଜୀବନ । ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ଟୋପ୍ ଓ ଖଇରପାଲି ଗାଁର ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳାମାନେ ହେଲେ ଖଇର ପାଲି ଗାଁର ଶାନ୍ତି ଛତ୍ରିଆ ଓ ଟୋପ ଗାଁର ଜଣୋଦା ମଲତକ । ଖଇର ପାଲି ଗାଁର ଶାନ୍ତି ଛତ୍ରିଆ ଜାଳେଣି ସଂଗ୍ରହ
Read More...

ଝାରସୁଗୁଡା ସାରସମାଲ ଛକରେ ଉତ୍ତେଜନା : ଦୁର୍ଘଟଣା ପରେ ଗାଡି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଝାରସୁଗୁଡା : ଝାରସୁଗୁଡା ସମ୍ବଲପୁର ରାସ୍ତା ସାରସମାଲ ଛକରେ ଉତ୍ତେଜନା । ପିକଅପ୍‌ ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ପରେ ଗାଡି ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ । ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ପୋଲିସ ନେଉଥିବାବେଳେ ସ୍ଥାନୀୟ ଲୋକେ ଟାଣି ନେବାକୁ ଉଦ୍ୟମ କରିଛନ୍ତି । ଉତ୍ତେଜନା ସହ
Read More...