Yearly Archives

2025

ହୋମଗାର୍ଡ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ବେଳେ ଅଘଟଣ : ଜଣେ ପରୀକ୍ଷାର୍ଥୀ ମୃତ

ଗଜପତି : ଗଜପତିରେ ହୋମଗାର୍ଡ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ବେଳେ ଅଘଟଣ । ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ହେଲେ ରାମଗିରି ଥାନା ଅନ୍ତର୍ଗତ
Read More...

ଫାଇଟର୍ସ ଅଶ୍ଵିନୀ ଦର୍ଜୀ ଟାଇମ୍ସ ଆଇକନ୍ ଅଫ ଓଡ଼ିଶା ସମ୍ମାନରେ ସମ୍ମାନିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ବରିଷ୍ଠ ସାମ୍ବାଦିକ, ସମାଜସେବୀ ତଥା କେନ୍ସର ଫାଇଟର୍ସ ଗ୍ରୁପ୍‌ର ପ୍ରତିଷ୍ଠାତା ସଦଓ୍ୟଅଶ୍ଵିନୀ କୁମାର ଦର୍ଜୀଙ୍କୁ ଟାଇମ୍ସ ଆଇକନ୍ ଅଫ ଓଡ଼ିଶା -୨୦୨୫ ଭାବରେ ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ୍ ପକ୍ଷରୁ ସମ୍ମାନିତ ହୋଇଛନ୍ତି । ଭୁବନେଶ୍ୱର ସ୍ଥିତ ହୋଟେଲ
Read More...

ଯୁବକ ପ୍ରଦୀପ ପାତ୍ରଙ୍କ ଅକାଳ ବିୟୋଗ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ନୟାପାଲି ଗ୍ରାମରେ ଗଦାଧର ପାତ୍ରଙ୍କ ସାନ ପୁଅ ପ୍ରଦୀପ ପାତ୍ର ଆଜି ଅପରାହ୍ନ ୨ ଘଟିକାରେ କର୍କଟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁବେଳକୁ ପ୍ରଦୀପଙ୍କୁ ୪୬ ବର୍ଷ ହୋଇଥିଲା । ପ୍ରଦୀପ ବହୁ ଦିନରୁ
Read More...

କାଳି ମନ୍ଦିରର ବରିଷ୍ଠ ସଦସ୍ୟ ରାମକୃଷ୍ଣ ଦାଶଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : ସୁପ୍ରସିଦ୍ଧ ବରଗଡ଼ କାଳି ମନ୍ଦିର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ତଥା ଅବସର ପ୍ରାପ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ରାମକୃଷ୍ଣ ଦାଶଙ୍କ ୭୫ ବର୍ଷ ବୟସରେ ଗତ ୨୮ ତାରିଖ ରାତି ୧୧.୧୫ ସମୟରେ ତାଙ୍କ ମହାନ୍ତିପଡ଼ା ଗାନ୍ଧିପାର୍କ ସମ୍ମୁଖ ବାସଭବନରେ
Read More...

ସରକାରଙ୍କ ବର୍ଷ ପୂର୍ତ୍ତି ପାଇଁ ବିଶାଳ ଆୟୋଜନ : ଜୁନ୍‌ ୫ରୁ ରାଜ୍ୟ ସାରା ବୁଲିବ ପ୍ରଚାର ରଥ

ଭୁବନେଶ୍ୱର : ବର୍ଷ ପୂର୍ତ୍ତି ପାଇଁ ରାଜ୍ୟ ସରକାର କରୁଛନ୍ତି ବିଶାଳ ଆୟୋଜନ । ଜିଲ୍ଲାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଆୟୋଜିତ ହେଉଛି ଅନେକ କାର୍ଯ୍ୟକ୍ରମ । ଜୁନ୍‌ ୫ ତାରିଖରୁ ହିଁ ବ୍ଲକ ସ୍ତରରେ ବୁଲିବ ସରକାରୀ ରଥ । ରଥ ବୁଲିବୁଲି ସରକାରଙ୍କ ବର୍ଷକର ସଫଳତାର ବାର୍ତ୍ତା ପ୍ରଚାର କରିବ । ୧୯
Read More...

ଚା’ ଦୋକାନୀଙ୍କୁ ଠକେଇ ଅଭିଯୋଗ

କଟକ : ଦିବ୍ୟାଙ୍ଗ ଚା' ଦୋକାନୀଙ୍କୁ ଠକେଇ ଅଭିଯୋଗ । ଦୋକାନ ଡୋର୍‌ରେ ଲାଗିଥିବା ଫୋନ୍ ପେ ସ୍କାନର ଉପରେ ନିଜ ସ୍କାନର ଲଗାଇ ଠକୁଥିଲା ଠକ । କଟକ ସିଆରଆରଆଇ ଥାନା ଅନ୍ତର୍ଗତ ପୋତାପୋଖରୀ, ନୂଆବଜାର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଏନେଇ ଦୋକାନୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । କଟକ
Read More...

ସାପ କାମୁଡାରେ ଯୁବକ ମୃତ

କେନ୍ଦୁଝର : ରାତିରେ ଘରେ ଶୋଇଥିବା ବେଳେ କାମୁଡିଲା ରଣା ସାପ । ଚାଲିଗଲା ଯୁବକଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଳଦେଇ ପଞ୍ଚାୟତର ବେଲଦା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ଜଣକ ପାଗଳ ଦେହୁରୀଙ୍କ ୨୨ ବର୍ଷୀୟ ପୁଅ ସିପୁ ଦେହୁରୀ ବୋଲି
Read More...

କୋଠା ଘରେ ବୋମା ବିସ୍ଫୋରଣ : ଜଣେ ମୃତ

ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଝାଡ଼େଶ୍ୱରପୁର ଗ୍ରାମ ପଞ୍ଚାୟତ କୁସୁମଣ୍ଡଳ ଗୋପୀନାଥପୁର ମନାନ ଗଡାଠାରେ ଅଘଟଣ । ଏକ କୋଠା ଘରେ ବୋମା ବିସ୍ଫୋରଣ ହୋଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଘରଟି ଭାଙ୍ଗି ରୁଜି ଚୁରୁମାର ହୋଇଯାଇଛି । ଖବର ପାଇଁ ନେମାଳ ଥାନା ପୁଲିସ ଘଟଣା
Read More...

ରାଜ୍ୟ କ୍ୟାବିନେଟରେ ୫ ପ୍ରସ୍ତାବକୁ ମଞ୍ଜୁରୀ ବଢ଼ିଲା ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା

ଭୁବନେଶ୍ୱର: ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୫ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି । ଏହି ୫ ପ୍ରସ୍ତାବ ମଧ୍ୟରେ ରହିଛି ଯୋରନ୍ଦା ମହିମା ଗାଦିର ବିକାଶ, ବିଭିନ୍ନ
Read More...

ଭଞ୍ଜନଗରରେ ଦକ୍ଷିଣାଞ୍ଚଳ ଆରଡିସିଙ୍କ ସମୀକ୍ଷା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣାଞ୍ଚଳ ରାଜସ୍ୱଆୟୁକ୍ତ (ଆରଡିସି) ରୂପା ରୋଶନ ସାହୁ ବୁଧବାର ଦିନିକିଆ ଭଞ୍ଜନଗର ଗସ୍ତରେ ଆସି ରାଜସ୍ୱ ଓ ପଞ୍ଚାୟତିରାଜ ବିଭାଗ ସମେତ ଅନ୍ୟ ବିଭାଗର ସମୀକ୍ଷା କରିଛନ୍ତି । ଶ୍ରୀମତୀ ସାହୁ ପ୍ରଥମେ ଭଞ୍ଜନଗର ତହସିଲକୁ ଯାଇ ବିଭାଗୀୟ ସମୀକ୍ଷା
Read More...