ଆଗଲପୁର ପୋଲିସ ଦ୍ଵାରା ମହୁଲ ପୋଚ ଜବତ
ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ପୋଲିସ ଉଚ୍ଚବାହାଲ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ବିପୁଳ ପରିମାଣର ମହୁଲ ପୋଚ ଜବତ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଗଲପୁର ଥାନା ଆଇଆଇସି ବାସୁଦେବ ଭୋଇଙ୍କ ନେତୃତ୍ୱରେ ଏସ୍ଆଇ ସୁଚିଶ୍ମିତା ଜେନା, କନଷ୍ଟେବଳ ବେଣୁଧର!-->…
Read More...
Read More...