Yearly Archives

2025

ଦେବସ୍ନାନ ପୂର୍ଣ୍ଣିମାରେ ବନ୍ଧୁମିଳନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ଯୁବ ସ୍ଵେଚ୍ଛାସେବୀ ସୁଧୀର ଭାଇ ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ସହର ସ୍ଥିତ ମା ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ବୁଧବାର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସୁଦାମ ଚରଣ ଜେନାଙ୍କ
Read More...

ଛତ୍ରପୁର ବ୍ଲକର ୫ଟି ପଞ୍ଚାୟତରେ ଜୀବିକା ନିର୍ବାହ ପନ୍ଥାକାର୍ଯ୍ୟକାରୀ କରାଯିବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକର ୫ଟି ପଞ୍ଚାୟତରେ ଜୀବିକା ନିର୍ବାହ ପନ୍ଥା ଉପରେ ବଳିଷ୍ଠତା ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ଆନ୍ତଃ-ଜାତୀୟସ୍ତରୀୟ ସଂସ୍ଥା ସେଣ୍ଟର୍ ଫର୍ ୟୁଥ୍ ଏଣ୍ଡ ସୋସିଆଲ ଡେଭଲଫ୍ ମେଣ୍ଟ (ସି.ୱାଇ.ଏସ୍.ଡି.) ଆବଶ୍ୟକ ପଦକ୍ଷେପ ଗ୍ରହଣ
Read More...

ବିକଶିତ ଭାରତର ଅମୃତ କାଳ ସେବା, ସୁଶାସନ, ଗରିବ କଲ୍ୟାଣର ୧୧ ବର୍ଷ ଭାରତର ପରିବହନ ଭିତ୍ତିଭୂମିର ରୂପାନ୍ତରିକରଣ…

ନୂଆଦିଲ୍ଲୀ, (ପିଆଇବି) : ଗତ ଦଶନ୍ଧି ଭିତରେ ଭାରତର ବ୍ୟାପକ ପରିବର୍ତ୍ତନ ହୋଇଛି । ବିଭିନ୍ନ ପ୍ରକାର ସରକାରୀ ଯୋଜନା, ମିଶନ ମୋଡରେ ପ୍ରକଳ୍ପ ସହ ସାମାଜିକ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିଛି । ପ୍ରଗତି, ପିଏମ ଗତିଶକ୍ତି, ଜାତୀୟ ଲଜିଷ୍ଟିକ ପଲିସି, ଭାରତମାଳା, ସାଗରମାଳା, ଉଡାନ ପରି କେତକ
Read More...

କେନ୍ଦ୍ର କ୍ୟାବିନେଟ ଝାଡ଼ଖଣ୍ଡ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶର ସାତଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରୁଥିବା ଭାରତୀୟ…

ଏହି ପଦକ୍ଷେପଗୁଡ଼ିକ ଯାତ୍ରା ସୁବିଧାକୁ ଉନ୍ନତ କରିବା ସହ ଲଜିଷ୍ଟିକ୍ସ ଖର୍ଚ୍ଚ, ତୈଳ ଆମଦାନୀ ଏବଂ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବ ଏବଂ ସ୍ଥାୟୀ ଓ ଦକ୍ଷ ରେଳ ପରିଚାଳନାକୁ ପ୍ରୋତ୍ସାହିତ କରିବଏହି ପ୍ରକଳ୍ପଗୁଡ଼ିକର ମୋଟ ଆନୁମାନିକ ବ୍ୟୟ ଅଟକଳ ୬୪୦୫ କୋଟି ଟଙ୍କାନିର୍ମାଣ ସମୟରେ, ଏହି
Read More...

କେବଳ ଆଧାର ଥିବା ବ୍ୟବହାରକାରୀ ଜୁଲାଇ ୧ରୁ ଆଇଆରସିଟିସି ୱେବସାଇଟ୍ ଏବଂ ଆପରେ ତତ୍କାଳ ଟିକେଟ୍ ବୁକିଂ କରିପାରିବେ

ଏସି ଏବଂ ଅଣ-ଏସି ଶ୍ରେଣୀ ପାଇଁ ପ୍ରଥମ ୩୦ ମିନିଟରେ କୌଣସି ଏଜେଣ୍ଟ ବୁକିଂ ହୋଇପାରିବ ନାହିଁଜୁଲାଇ ୧୫ ରୁ ପିଆରଏସ୍ କାଉଣ୍ଟରରେ ଏବଂ ପ୍ରାଧିକୃତ ଏଜେଣ୍ଟମାନଙ୍କ ମାଧ୍ୟମରେ ଅନଲାଇନ୍ ତଥା ତତ୍କାଳ ବୁକିଂ ପାଇଁ ଓଟିପି ଆଧାରିତ ପରିଚୟ ପ୍ରମାଣ ବାଧ୍ୟତାମୂଳକ ନୁଆଦିଲ୍ଲୀ, (ପିଆଇବି) :
Read More...

ମୋଦୀ ସରକାରଙ୍କ ଉଦ୍ୟମ ଯୋଗୁଁ ଗତ ୧୧ ବର୍ଷରେ ଭାରତରେ ସାମାଜିକ ସୁରକ୍ଷା କଭରେଜ କ୍ଷେତ୍ରରେ ଉଲ୍ଲେଖନୀୟ ବିସ୍ତାର…

ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ଭାରତର ସାମାଜିକ ସୁରକ୍ଷା କଭରେଜରେ ଏକ ବଡ଼ ବୃଦ୍ଧି ରେକର୍ଡ କରିଛି, ଯାହାକି ୨୦୧୫ରେ ୧୯ ପ୍ରତିଶତରୁ ୨୦୨୫ରେ ୬୪.୩ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ଏହାକୁ ନିଜର ଡ୍ୟାସବୋର୍ଡରେ ପ୍ରକାଶ କରିଛିଏହି ବୃଦ୍ଧି ବିଶ୍ୱ ସ୍ତରରେ ସାମାଜିକ ସୁରକ୍ଷା କଭରେଜର
Read More...

ନୂଆପଡ଼ାରେ ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀଙ୍କୁ ସ୍ଵାଗତ : ଜିଲ୍ଲା ବିକାଶ ମେଳାରେ ଯୋଗଦେବେ ମନ୍ତ୍ରୀ

ନୂଆପଡ଼ା : ନୂଆପଡ଼ାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ଗୁରୁବାର ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦେବେ । ପୂର୍ବାହ୍ଣରେ ଟ୍ରେନ୍‌ ଯୋଗେ ନୂଆପଡା ଷ୍ଟେସନରେ
Read More...

ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ : ୫ ଆହତ

ବାଲିପାଟଣା : ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ଥାନା ବୋଧଖଣ୍ଡି ଗାଁରେ ଗୋଷ୍ଠୀ ସଙ୍ଘର୍ଷ । ଏକ ଚୋରି ଘଟଣାରେ ଅଭିଯୁକ୍ତକୁ କାବୁ କରି ଗଛରେ ବାନ୍ଧି ମାରପିଟ୍ କରିବା ଘଟଣାରେ ବୁଧବାର ଦିନ ଗୋଷ୍ଠୀ ସଙ୍ଘର୍ଷ ହୋଇଛି । ପୁଲିସ ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
Read More...

ମ.ରାମପୁର ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା

ମ.ରାମପୁର, (ପ୍ରଦୀପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସହର ସ୍ଥିତ ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା ମହାସମାରୋହର ପାଳିତ ହୋଇଯାଇଛି । ପ୍ରଥମେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ପହଣ୍ଡି କରି ଅଣା ଯିବା ପରେ ରୀତିନୀତି ଅନୁଯାୟୀ ଭଗବାନ ଜଗନ୍ନାଥ,
Read More...

ଝରିଏଲ୍‌ରେ ଝଁକେର୍ କବିତା ଆସର ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ପୁସ୍ତମ ଯୁଆଡି ) : କୋଶଲ ଯୁବଶକ୍ତି ବଙ୍ଗୋମୁଣ୍ଡା ଓ କୋଶଲ ଭାରତୀ, ଗାଇସିଲାଟର ମିଳିତ ଆନୁକୁଲ୍ୟରେ ସଭାପତି କେକି ସିଂ ଭୋଇଙ୍କ ସଭାପତିତ୍ୱରେ ଚଉଷଠୀ ଯୋଗିନୀ ରାଣିପୁର ଝରିଆଲ ଠାରେ ଯୁବ କବିମାନଙ୍କୁ ନେଇ ଝଁକେର୍ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...