Yearly Archives

2025

ଛାତ୍ରଛାତ୍ରୀମାନଙ୍କୁ ସରକାରୀ ବସ୍ ପରିବହନରେ ରିହାତି ଦାବି ନେଇ ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ସରକାରୀ ବସ୍ ପରିବହନରେ ମାଗଣା ଏବଂ ଘରୋଇ ପରିବହନରେ ଶତକଡା ୫୦ ପ୍ରତିଶତ ରିହାତି ଦାବି ନେଇ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରଠାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଓଡ଼ିଶା ପ୍ରଦେଶ
Read More...

ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଯୋଗ କର୍ମଶାଳା

ନୂଆଦିଲ୍ଲୀ, (ପିଆଇବି) : ପ୍ରତିବର୍ଷ ଜୁନ ୨୧ ତାରିଖରେ ବିଶ୍ୱବ୍ୟାପୀ ପାଳନ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ । ୨୦୨୫ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏକ ଯୋଗ କର୍ମଶାଳାର ଆୟୋଜନ କରାଯାଇଥିଲା । ୧୧ ଜୁନ୍, ୨୦୨୫ରେ ନୂଆଦିଲ୍ଲୀର ସମ୍ବିଧାନ
Read More...

ଡିଜିଟାଲ ଦଶନ୍ଧି : ପ୍ରଯୁକ୍ତି ଆଧାରିତ ଭବିଷ୍ୟତ ଦିଗରେ ଅଗ୍ରସର ଭାରତ

ନୂଆଦିଲ୍ଲୀ, (ପିଆଇବି) : ଗତ ୧୧ ବର୍ଷ ମଧ୍ୟରେ, ଭାରତ ଏକ ଡିଜିଟାଲ୍ ସଶକ୍ତ ସମାଜ ଏବଂ ଜ୍ଞାନ ଆଧାରିତ ଅର୍ଥବ୍ୟବସ୍ଥା ହେବା ଦିଗରେ ଏହାର ଯାତ୍ରାରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଦୂରଦୂରାନ୍ତ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସୁବିଧା ବିସ୍ତାର କରିବା ଠାରୁ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ
Read More...

ଜାଲ୍ ସାର୍ଟିଫିକେଟ୍ ମାମଲାରେ ବନ୍ଧା ହେଲେ ୫ ଅଭିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ବଡ଼ ଖବର । ପୁଣି ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି ମାମଲାରେ ବନ୍ଧା ହେଲେ ୫ ଅଭିଯୁକ୍ତ । ଜାଲ ଶିକ୍ଷାଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ
Read More...

ବିଦ୍ୟୁତ୍ ଆଘାତରେ ୭ ବର୍ଷର ଶିଶୁକନ୍ୟା ମୃତ

ଛେଣ୍ଡିପଦା : ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଭେଜିଡ଼ିହ ଗାଁରେ ଅଘଟ । ବିଦ୍ୟୁତ୍ ଆଘାତରେ ୭ବର୍ଷର ଶିଶୁକନ୍ୟାର ମୃତ୍ୟୁ । ମୃତ ଶିଶୁ କନ୍ୟା ଜଣଙ୍କ ହେଲେ ପ୍ରଦୀପ ନାଏକଙ୍କ ଝିଅ ସାଲେନି ନାଏକ । ସୂଚନାନୁଯାୟୀ, ଭେଜିଡ଼ିହ ଗାଁର ପ୍ରଦୀପ ନାଏକଙ୍କ ୭ବର୍ଷର ଝିଅ ସାଲୋନୀ ନାଏକ ଗାଁ ଦାଣ୍ଡରେ
Read More...

ଜଙ୍ଗଲରୁ ଅଚିହ୍ନା ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର : ହତ୍ୟା ସନ୍ଦେହ

ରାଉରକେଲା : ଜଙ୍ଗଲରୁ ଅଚିହ୍ନା ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର । ସୁନ୍ଦରଗଡ ଜିଲ୍ଲା ରାଉରକେଲା ସହରର ସେକ୍ଟର-୧୭ ସ୍ଥିତ ହୋମ୍ ଆଣ୍ଡ ହୋପ୍ କାର୍ଯ୍ୟାଳୟ ପଛପାର୍ଶ୍ୱ ଜଙ୍ଗଲରୁ ଏକ ଦରପୋଡ଼ା ଶବ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ଜୋନାଲ ଡିଏସପିଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ପହଁଚି ତଦନ୍ତ
Read More...

ନୀଳକଣ୍ଠ ନଗରର ପ୍ରତିଷ୍ଠିତ ପ୍ରଧାନଆଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ପାଢ଼ୀଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମର ପ୍ରତିଷ୍ଠିତ ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମ ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ପାଢ଼ୀଙ୍କ ଗତକାଲି ମଧ୍ୟାହ୍ନ ୧୨ ଟା ୧୫ ମିନଟ ସମୟରେ ହୃଦ୍ ଘାତରେ ତାଙ୍କର ବ୍ରହ୍ମପୁର ସ୍ଥିତ ବାସଭବନରେ
Read More...

ଭ୍ୟାନ୍‌ର ପଛପଟ ଗେଟ୍ ବନ୍ଦ କରୁଥିବା ବେଳେ ବସ ଧକ୍କାରେ ଶ୍ରମିକ ମୃତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ସହର ଥାନା ପଛ ପଟେ ବସ୍‌ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ରାସ୍ତାପାର୍ଶ୍ୱରେ ଠିଆ ହୋଇଥିବା ଏକ ପିକ୍‌ଅପ୍ ଭ୍ୟାନ୍‌ର କାର୍ଯ୍ୟରତ ଶ୍ରମିକକୁ ସିନାପାଲି-ସମ୍ବଲପୁର ଯାଉଥିବା ବିଜୟଲକ୍ଷ୍ମୀ ବସ (ଓଡ଼ି ୦୮ଏମ୍‌ ୩୮୯୯)
Read More...

କଣ୍ଠଶିଳ୍ପୀ ଅଶୋକ କୁମାରଙ୍କୁ ସମ୍ବର୍ଦ୍ଧନା

ତୁରେକେଲା, (ପିତାମ୍ବର ଦୀପ ) : କଣ୍ଟାବାଞ୍ଜି ସହର ଗାନ୍ଧୀ ନଗରପଡ଼ାର ବାସିନ୍ଦା ତଥା ଅଞ୍ଚଳ ଜଣାଶଣା କଣ୍ଠଶିଳ୍ପୀ ଅଶୋକ କୁମାରଙ୍କୁ ଏଲଡିଏ ପକ୍ଷରୁ ଶ୍ରେଷ୍ଠ କଳାକାର ସମ୍ମାନରେ ସମ୍ବଦ୍ଧିତ କରାଯାଇଛି । ଏଲଡିଏ ସଂଗ ଗଠନ ପକ୍ଷରୁ ଲାଠୋର ଠାରେ ଆୟୋଜିତ ବୁଦ୍ଧଭୀମା ହୋତ୍ସବରେ ତାଙ୍କୁ ଅନେକ
Read More...

ସାମାନ୍ୟ ବଚସାରୁ ଗଡ଼ିଲା ମୁଣ୍ଡ : କାଠ ଫାଳିଆରେ ପିଟି ପିଟି ବୃଦ୍ଧଙ୍କୁ ହତ୍ୟା

ବାଲିଗୁଡ଼ା : ଉଗ୍ରରୂପ ନେଲା ଗଣ୍ଡଗୋଳ । ସାମାନ୍ୟ ବଚସାରୁ ଗଡ଼ିଲା ମୁଣ୍ଡ । କାଠ ଫାଳିଆରେ ପିଟି ପିଟି ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । କନ୍ଧମାଳ ଜିଲ୍ଲା ବାଲିଗୁଡା ହାଟପଦାରେ ଏପରି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ବାଲୁଗିଡା ମୁଣ୍ଡାସାହିର ଶଙ୍କର ନାୟକ । ପୁଲିସ
Read More...