Yearly Archives

2025

ବିଶ୍ୱ ରକ୍ତଦାତା ଦିବସରେ ସୋମନାଥ ଓ ଅମର ସମ୍ବର୍ଦ୍ଧିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ନିଜ ଓ ନିଜ ପରିବାର ସହିତ ସମାଜ ପାଇଁ ବଂଚୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ବାରିପଦା ତଥା ମୟୁରଭଞ୍ଜର ୨ ପରିଚିତ ଚେହେରା ସୋମନାଥ ସିଂହ ଓ ଅମର କୁମାର ସେଠି । ଦୀର୍ଘ ୩ ଦଶନ୍ଧିରୁ ଉଭୟେ କ୍ରିକେଟ ଖେଳାଳି ଥିଲେ । ଭଂଜପୁର ଅଂଚଳର ଦୁଇ ବନ୍ଧୁ କ୍ରିକେଟ
Read More...

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ସଚିବ, ଆରଜିଆଣ୍ଡସିସିଆଇ ଏବଂ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀଅମିତ ଶାହ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ସଚିବ, ଆରଜିଆଣ୍ଡସିସିଆଇ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଗାମୀ ଜନଗଣନାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଜନଗଣନା କରିବା ପାଇଁ ୧୬ ଜୁନ୍ ୨୦୨୫ରେ ସରକାରୀ
Read More...

ଖୋଲାନଠାରେ ଲୁହା ପରଗନା କନ୍ଧ ସମାଜ ଭବନ ଉଦଘାଟନ

ଯୋଗଦେଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାନ ଗ୍ରାମରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶିଙ୍କ ଅନୁଦାନ ପାଣ୍ଠିରୁ ଉତ୍କଳ କନ୍ଧ ସମାଜ, ଲୁହା ପର୍‌ଗନା କନ୍ଧ ସମାଜ ଭବନ ନିର୍ମାଣ କରାଯାଇଥିଲା । ତେବେ ନିର୍ମାଣ
Read More...

ବୁର୍ଡାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ସତସଙ୍ଗ ସମାରୋହ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଅଣନାତି ତଥା ସତସଙ୍ଗର ପ୍ରଧାନ ଆଚାର୍ଯ୍ୟ ପୂଜ୍ୟ ବାବଇ ଦା 'ଙ୍କ ଶୁଭ ୫୮ତମ ଜନ୍ମ ମହୋତ୍ସବ ଲୋଇସିଂହା ସତସଙ୍ଗ ବିହାର, ବୁର୍ଡାଠାରେ ଅନୁଷ୍ଠିତ ହୋଇଯାଇଛି । ସତସଙ୍ଗ ବିହାର ପରିଚାଳନା କମିଟି
Read More...

ମୁରିବାହାଲ ଓ ଲଖନା ପଞ୍ଚାୟତସ୍ତରୀୟ ବିକାଶ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଓ ଲଖନା ପଞ୍ଚାୟତସ୍ତରୀୟ 'ସେବା ଓ ବିକାଶ ବାହାନ ଯାତ୍ରା' ଉପରେ ସଚେତନତା ଶିବିର ତଥା ବିକାଶ ମେଳା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ କଲ୍ୟାଣ ମଣ୍ଡପ ସମ୍ମୁଖରେ ଅନୁଷ୍ଠିତ
Read More...

ଭାରତୀୟ ମଜଦୂର ସଙ୍ଘ ଦ୍ଵାରା ଅନୁବନ୍ଧିତ ଅଲ୍ ଓଡ଼ିଶା ସି.ଆର.ପି. ସଙ୍ଘ ଗଞ୍ଜାମଜିଲ୍ଲା ଶାଖା ପକ୍ଷରୁ ସାଧାରଣ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ସଭାଗୃହରେ ଭାରତୀୟ ମଜଦୂର ସଙ୍ଘ ଦ୍ଵାରା ସହଅନୁବନ୍ଧିତ ଅଲ୍ ଓଡ଼ିଶା ସି.ଆର.ପି. ସଙ୍ଘ ଗଞ୍ଜାମଜିଲ୍ଲା ଶାଖା ପକ୍ଷରୁ ଏକ ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି ।
Read More...

ଆସନ୍ତା ୧୭ରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ

ଆଇଏସଏସ ନିର୍ମାଣ କୃଷିବିଶ୍ୱବିଦ୍ୟାଳୟ, ଇକୋଟୁରିଜମ ଦାବି ରଖିଲା ଜିଲ୍ଲା ଉନ୍ନୟନ ପରିଷଦ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜୁନ ୧୭ ତାରିଖ ମଙ୍ଗଳବାର ଦିନ ଓଡିଶା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସୁଛନ୍ତି । ପଥରଚେପା ପଡିଆଠାରେ ଆୟୋଜିତ କୃଷକ ଶକ୍ତି
Read More...

ଇସ୍ପାତ ଫିଟନେସ ପାଥରେ ରଜ ମହୋତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୧୯ ସ୍ଥିତ ଇସ୍ପାତ ଫିଟନେସ ପାଥଠାରେ ରଜ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଫିଟନେସ ପାଥର ବରିଷ୍ଠ ସଦସ୍ୟ ନିମାଇଁ ଚରଣ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମହୋତ୍ସବରେ ଆରଏସପିର କାର୍ମିକ ବିଭାଗର ନିର୍ବାହୀ ନିର୍ଦ୍ଦେଶକ
Read More...

ବଜ୍ରପାତରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଅଞ୍ଚଳରେ ୫୦ରୁ ଅଧିକ ଛେଳି ମୃତ : ଚାଷୀ ହତାଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ରଜସଂକ୍ରାନ୍ତି ଅବସରରେ ଦ୍ୱିତୀୟ ଦିବସର ରଜପର୍ବ ଆନନ୍ଦ ଉତ୍ସାହର ସହ ପାଳନ କରାଯାଇଥିବା ବେଳେ ଛତ୍ରପୁର ଅଞ୍ଚଳରେ ଚାଷୀକୁଳ ଉପରେ ଅନେକ କ୍ଷତି ପହଞ୍ଚାଇଥିବା ନେଇ ଏହି ଅଞ୍ଚଳରେ ରଜପର୍ବ ଏକ ପ୍ରକାର ଫିକା ପଡ଼ିଯାଇଛି । ରବିବାର ଅପରାହ୍ନ
Read More...

ପଞ୍ଚାୟତ ସ୍ତରୀୟ ସମ୍ବିଧାନ ସଚେତନତା ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଚାରପାଳି ପଞ୍ଚାୟତଠାରେ ପଞ୍ଚାୟତ ସ୍ତରୀୟ ସମ୍ବିଧାନ ସଚେତନତା ସଂଗଠନ ତରଫରୁ ଏକ ସମ୍ବିଧାନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥିଭାବେ କ୍ଷେତ୍ରୀ ଲୁହାର, ମୁଖ୍ୟବକ୍ତା ଦିନବନ୍ଧୁ କୁମ୍ଭାର ସମ୍ମାନିତ
Read More...