Yearly Archives

2025

ମହିଳା ଶାନ୍ତିଲତା ଦାସଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନିବାସୀ ଶାନ୍ତିଲତା ଦାସଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହେଉଥିଲା । ସେ କିଛି ଦିନ ହେଲା ବାଦ୍ଧକ୍ୟଜନିତ ସମସ୍ୟାରେ ପୀଡିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର
Read More...

ମାସିକ ରଚନା ସନ୍ଧ୍ୟା କାର୍ଯ୍ୟକ୍ରମରେ ନାଟ୍ୟଭୂଷଣ ଜଗଦାନନ୍ଦଙ୍କ ସହ ଅନ୍ତରଙ୍ଗ ଆଳାପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଃଖ ହେଉଛି ଆମର ସବୁଠାରୁ ଅନ୍ତରଙ୍ଗ ସାଥି ଆଉ ଏହି ଦୁଃଖକୁ ଆହୁରି ଆପଣାର କରିବା ପାଇଁ ତା ସହ ମିଶି ନିଜ କର୍ମମୟ ଜୀବନକୁ ସରଳ କରିବାର ବାଟ ଦେଖାଏ ନାଟକ । ସମୟ ପରିବର୍ତ୍ତନ ହେଉଛି, ଦର୍ଶକଙ୍କ ରୁଚି ବି ପରିବର୍ତ୍ତନ ହେଉଛି, ନାଟକର ମୁଳ ଉଦ୍ଦେଶ୍ୟକୁ
Read More...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ସମୂହ ଦୀପଦାନ ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ତା.୧୩-୦୬-୨୦୨୫ ରିଖ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ବ୍ରାହ୍ମଣ ସମିତି, ସୁନ୍ଦରପଦା ଭୁବନେଶ୍ୱର ଆନୁକୂଲ୍ୟରେ ଅହମ୍ମଦାବାଦ-ଲଣ୍ଡନ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତବ୍ୟକ୍ତି ବିଶେଷ୍ୟଙ୍କ ଅମର ଆତ୍ମାର ସଦଗତି
Read More...

ସଂକ୍ରାନ୍ତି ପୁରୁଷଙ୍କ ତିରୋଧାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ତରଫରୁ ସଂକ୍ରାନ୍ତି ପୁରୁଷ ବ୍ୟାସକବି ଫକୀରମୋହନ ସେନାପତିଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ଟର ୭ ସ୍ଥିତ
Read More...

ସାଥୀର ପରିବେଶ ସଚେତନତା ସାଇକେଲ ରାଲି

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସାଥୀ, କ୍ଲିନ୍ ଆଣ୍ଡ ଗ୍ରୀନ ଓ ମିସନ ସଣ୍ଡେ ତରଫରୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ଉପଲକ୍ଷେ ଏକ ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ସାଥୀର ସଭାପତି ଆଇନଜୀବୀ ସଦାନନ୍ଦ ସାହୁଙ୍କ ଆବାହକତ୍ଵରେ ଆୟୋଜିତ ଏହି ରାଲି ସେକ୍ଟର ୭/୧୭
Read More...

ମୁକୁନ୍ଦୁପୁର ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସିଲା ଟ୍ରକ୍ : ଡ୍ରାଇଭର ଗୁରୁତର

ରାୟଗଡ଼ା : ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦୁପୁର ଘାଟିରୁ ୨୦ ଫୁଟ ତଳକୁ ଖସିଲା ଟ୍ରକ । ଭାରସାମ୍ୟ ହରାଇ ଟ୍ରକ୍‌ଟି ଘାଟି ତଳକୁ ଖସିଥିବା ବେଳେ ଟ୍ରକ୍ ଚାଳକ ଗୁରୁତର ଥିବା ଜଣାପଡିଛି । ଘଟଣାସ୍ଥଳରେ କୋଲନରା ବ୍ଲକ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା
Read More...

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ : ୨୫ ଯାତ୍ରୀ ଆହତ

ଖୋର୍ଦ୍ଧା : ଭୁବନେଶ୍ୱର ପିତାପଲ୍ଲୀ ଛକରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା । ଆହତମାନଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ପିତାପଲ୍ଲୀ ଛକ ନିକଟରେ ଓଲଟିଲା ‘ନୀଳକଣ୍ଠ’ ନାମକ ଘରୋଇ
Read More...

ବଜ୍ରପାତରେ ଜଣେ ମୃତ : ୨ ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ପଞ୍ଚାୟତ ବାରପଲିଆରେ ବ୍ରଜପାତରେ ଜଣେ ମୃତ ଓ ୨ଜଣ ଆହତ । ସୂଚନାଯୋଗ୍ୟ, ରବିବାର ଅପରାହ୍ନ ୩ଟାରେ ବର୍ଷା ହେଉଥିବା ସମୟରେ ଗୋଟିଏ ବରଗଛ ମୂଳରେ ବଳଦେବ ମାଝୀ (୪୩), ଧନସିଂ ଛତ୍ରିଆ (୩୦)ଓ ବୈକୁଣ୍ଠ ଛତ୍ରିଆ
Read More...

ପଥରରେ ଛେଚି ଯୁବକକୁ ହତ୍ୟା ଘଟଣା : ୨ ଗିରଫ, ବାଇକ ଓ ସାଇକେଲ ଜବତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡ଼ା ପଞ୍ଚାୟତର ବଇରୀକୁମ୍ପା ନିକଟରେ ରାସ୍ତା କଡରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣଙ୍କ ମୃତଦେହ ଫିରିଙ୍ଗିଆ ପୋଲିସ ଉଦ୍ଧାର କରିଥିଲା । ଏହି ଘଟଣାରେ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି । ଏଥି
Read More...

କୁଶକେଲାଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଦାବିପତ୍ର ପ୍ରଦାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ଖୋଲାନ ଗ୍ରାମକୁ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶିଙ୍କ ଗସ୍ତ ସମୟରେ କୁଶକେଲା ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ମହାନନ୍ଦ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହି ଦାବିପତ୍ରରେ
Read More...