ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ତରଫରୁ ଶ୍ରଦ୍ଧାଞ୍ଜଳି
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପ୍ରସ୍ତାବିତ ପର୍ଶୁରାମ କଲ୍ୟାଣ ମଣ୍ଡପଠାରେ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଆବାହକତ୍ୱରେ ଅନେକ ସଦସ୍ୟ, ସଦସ୍ୟମାନଙ୍କ ଦ୍ୱାରା, ହୃଦୟ ବିଦାରକ ବିମାନ ଦୁର୍ଘଟଣାରେ ମୃତ୍ୟବରଣ କରିଥିବା ଯାତ୍ରୀମାନଙ୍କ ଏବଂ ସିଭିଲ୍ ହସ୍ପିଟାଲ ଡାକ୍ତର ଓ ଡାକ୍ତରୀ!-->…
Read More...
Read More...