Yearly Archives

2025

ଅର୍ନ୍ତଜାତୀୟ ଯୋଗ ଦିବସ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ

ଯୋଗ କେବଳ ଏକ ବ୍ୟାୟାମ ନୁହେଁ ବରଂ ଶରୀର, ମନ ଏବଂ ଆତ୍ମା ମଧ୍ୟରେ ସମନ୍ୱୟର ମାର୍ଗ : କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ନୂଆଦିଲ୍ଲୀ, (ପିଆଇବି) : ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ୨୦୨୫ ମସିହା ଜୁନ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସକୁ ସମାବେଶୀ ଏବଂ ବିଭିନ୍ନ ଗୋଷ୍ଠୀଙ୍କ
Read More...

ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିଓସ୍ III ସମ୍ମାନ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ସାଇପ୍ରସର ରାଷ୍ଟ୍ରପତି, ମହାମହିମ ନିକୋସ୍ କ୍ରିଷ୍ଟୋଡୋଲିଡ୍ସ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାଇପ୍ରସର ସମ୍ମାନ - "ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିଓସ୍ III" ପ୍ରଦାନ କରିଛନ୍ତି । ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ଏହି ସମ୍ମାନ ଗ୍ରହଣ
Read More...

ବଲାଙ୍ଗିରରେ ଗର୍ଜିଲା ଛାତ୍ର କଂଗ୍ରେସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଗର୍ଜିଲା ଛାତ୍ର କଂଗ୍ରେସ । ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ବେହେରାଙ୍କ ନେତୃତ୍ୱରେ ଆଜି ସ୍ଥାନୀୟ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ
Read More...

ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘ ଟିଟିଲାଗଡ଼ କେନ୍ଦୁଲିଫ ଡିଭିଜନର କର୍ମଚାରୀଙ୍କ କଳା ବ୍ୟାଚ୍‌ ପିନ୍ଧି ଅନଶନ ସ୍ୱରୂପ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ସରକାର ଅଣ ଗେଜେଟେଡ କେନ୍ଦୁଲିଫ ବନ କର୍ମଚାରୀ ସଂଘର ତିନି ଦଫା ଦାବି ପୂରଣ ନ କରିବା ଯୋଗୁଁ ସର୍ତ୍ତ ମୁତାବକ ସାତ ଦିନ ଧରି ଅର୍ଥାତ ୧୫ ତାରିଖରୁ ୨୧ ତାରିଖ ଯାଏଁ କଳା ବ୍ୟାଚ୍‌ ପିନ୍ଧି ପ୍ରତୀକ ଅନଶନ ସ୍ୱରୂପ ସମସ୍ତ ସଭ୍ୟ/ସଭ୍ୟା କଳା ବ୍ୟାଚ
Read More...

ଯୋଗାଣ ବିଭାଗ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ଚାଷୀ

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ରବି ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଥିବା ବେଳେ ଚାଷୀଙ୍କୁ ଘାରିଛି ଧାନ ବିକ୍ରି ସମସ୍ୟା । ଟୋକନ୍ ସରିବାକୁ ବସିଲାଣି ହେଲେ ଚାଷୀଙ୍କ ଧାନ ବିକ୍ରି ହୋଇପାରୁନଥିବା ଅଭିଯୋଗ ଆଣି ଯୋଗାଣ ବିଭାଗ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ଚାଷୀ ।
Read More...

ମୁରିବାହାଲ ବ୍ଲକରେ ପଞ୍ଚାୟତସ୍ତରୀୟ ବିକାଶ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ 'ସେବା ଓ ବିକାଶ ବାହାନ ଯାତ୍ରା' ଉପରେ ସଚେତନତା ଶିବିର ତଥା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସୋମବାର ଡଙ୍ଗରପଡ଼ା
Read More...

ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାରେ ୧୫ ଦିନ ବ୍ୟାପି ଶିଶୁ ଶ୍ରମିକ ନିରାକରଣ ଅଭିଯାନରେ ଅଂଶ ସ୍ଵରୂପ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଆଜି ରେଲୱେ ଷ୍ଟେସନ ନିକଟସ୍ଥ ହନୁମାନ ମନ୍ଦିରଠାରୁ ଆରମ୍ଭ ହୋଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପହଂଚିଥିଲା । ଏହି
Read More...

ଜାତୀୟ ରାଜପଥ କଡ଼ରେ ବାଲି ଆସ୍ତରଣ : ଦୁର୍ଘଟଣା ଆଶଙ୍କାରେ ଯାତ୍ରୀଙ୍କ ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା୨୬ ନଂ ଜାତୀୟ ରାଜପଥ ତଥା ଦେଓଗାଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ରାସ୍ତାର ଉଭୟ ପାର୍ଶ୍ଵରେ ବାଲି ଜମା ହୋଇ ଆସ୍ତରଣ ସୃଷ୍ଟି ହେଲାଣି। । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଆଶଙ୍କା ପ୍ରକଟ ହେଉଛି । ସେହିପରି ଦେଓଗାଁ ବଙ୍ଗଳା ରାସ୍ତାର ସୋନଗଡ
Read More...

ଶିକାଛିଡା ପଞ୍ଚାୟତରେ ବିକାଶ ବାହନ ଯାତ୍ରା ଅନୁଷ୍ଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିକାଛିଡ଼ା ପଞ୍ଚାୟତରେ ସରପଞ୍ଚ କ୍ଷୀରେନ୍ଦ୍ର ଶତପଥୀ ଓ ସମିତି ସଭ୍ୟ ବିନିତା ପ୍ରଧାନଙ୍କ ପରିଚାଳନାରେ ବିକାଶ ବାହନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନ୍ତୋର୍ଦୟ ଗୃହ ଯୋଜନାରେ ୮ଜଣ ହିତାଧିକାରୀଙ୍କୁ
Read More...

ମଦନପୁର ଗ୍ରାମ ପଞ୍ଚାୟତରେ ବିକାଶ ବାହନ

ମ. ରାମପୁର (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ଗ୍ରାମ ପଞ୍ଚାୟତଠାରେ "ବର୍ଷ ଏକ ଉପଲବ୍ଧି ଅନେକ" ତଥା ବିକାଶ ବାହନକୁ ମହିଳାମାନେ ସ୍ୱାଗତ କରିଥିଲେ । ସରପଞ୍ଚ କେତକୀ ଦଣ୍ଡିଆଙ୍କ ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଲକ୍ଷ୍ମଣ
Read More...