Yearly Archives

2025

ବୟୋଜ୍ୟେଷ୍ଠ ନାଗରିକଙ୍କ ପାଇଁ ଆଇନ ସଚେତନତା ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ପରିଚାଳିତ ବୟୋଜ୍ୟେଷ୍ଠ ନାଗରିକ ଆବାସ‌ରେ‌ ରବିବାର ଦିନ ବୟୋଜ୍ୟେଷ୍ଠମାନଙ୍କ ଆଇନ, କାନୁନ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା
Read More...

ଭୂତିଆରବାହାଲ ପଞ୍ଚାୟତରେ ବିକାଶ ବାହନ ଯାତ୍ରା ଅନୁଷ୍ଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୂତିଆରବାହାଲ ପଞ୍ଚାୟତରେ ବିକାଶ ବାହନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜି ଭୂତିଆରବାହାଲ ପଞ୍ଚାୟତରେ ନୂତନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ବାହନ ଯାତ୍ରା କାର୍ଯ୍ୟକ୍ରମରେ ବଲାଙ୍ଗିର ସଦର ବ୍ଲକର ବିଭିନ୍ନ
Read More...

ରୋଜଗାର ପାଇଁ ଯାଇ ଶବ ହୋଇ ଫେରିଲେ ଦିନେସ

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରର ୰ଦିନେସ ଭୋଇ (୨୩)ଙ୍କ ଶବ ମରଶରୀର ପହଞ୍ଚିଲା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମିଳିଥିବା ସୂଚନା ଅନୁସାରେ ମଦନପୁରର ଦିର୍ଜୁ ଭୋଇଙ୍କ ବଡ଼ପୁଅ ୰ଦିନେସ ଭୋଇ ତିନି ମାସ ତଳେ ହାଇଦ୍ରାବାଦର ଡାଇମଣ୍ଡ ବ୍ରିକ
Read More...

ଗ୍ରୀଷ୍ମ କାଳୀନ କରାଟେ : କିକ୍‌ବକ୍ସିଂ ଓ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଏବଂ ବେଲ୍ଡ ଟେଷ୍ଟ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କରାଟେ ସ୍କୁଲଠାରେ ୨୭ ଦିନିଆ ଗ୍ରୀଷ୍ମ କାଳୀନ କରାଟେ, କିକ୍‌ବକ୍ସିଂ ଓ ଆତ୍ମସୁରକ୍ଷା ପ୍ରଶିକ୍ଷଣ ତାଲିମ ଶିବର ଉଦ୍‌ଯାପିତ ହୋଇଯାଇଛି । ଏହି ଶିବିର ୨୦ ମଇରୁ ୧୫ ଜୁନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୪୫ ଜଣ ବାଳିକା ଓ
Read More...

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ବାରିପଦାଠାରେ ଜିଲ୍ଲା ସ୍ତରୀୟ ଉତ୍ସବ ଉଦଘାଟିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଇତି ମଧ୍ୟରେ "ବିକାଶ ବାହନ" ଯାତ୍ରା ଜୁନ ୧୨ ତାରିଖରେ ଶୁଭାରମ୍ଭ ହେବା ସହିତ ବିକାଶ ମେଳା-୨୦୨୫ ଜୁନ ୧୨ ତାରିଖରେ ବାରିପଦା ସ୍ଥିତ ଛଉ ପଡିଆ ଠାରେ ଉଦଘାଟିତ ହୋଇସାରିଛି । ଆଜି ଏହି ବର୍ଷ ପୂର୍ତ୍ତି
Read More...

ବରିଷ୍ଠ ନାଗରିକ ସମିତି ବାରିପଦା ମୟୂରଭଞ୍ଜର ସ୍ୱତନ୍ତ୍ର ବୈଠକ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ବରିଷ୍ଠ ନାଗରିକ ସମିତି, ବାରିପଦା, ମୟୂରଭଞ୍ଜର ଏକ ବିଶେଷ ଅଧିବେଶନ, ଅନୁଷ୍ଠାନର ସ୍ଥାୟୀ ସଭାପତି ଡ. ଯୋଗେନ୍ଦ୍ର ନାଥ ପଣ୍ଡାଙ୍କ ପୌରହିତ୍ୟରେ ମଧୁବନ ସ୍ଥିତ ମୟୂରଭଞ୍ଜ କେମିଷ୍ଟ ଓ ଡ୍ରାଗିଷ୍ଟ ଭବନରେ ଅନୁଷ୍ଠିତ
Read More...

୧ମ ବାର୍ଷିକ ଡିଆରକେ କପ ଦିବାରାତ୍ର ୨୦-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କୋର ହାଣ୍ଟର୍ସ ଚମ୍ପିୟାନ ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଡିଆରକେ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦ - ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ୧୨ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି
Read More...

ଅଭିଷେକ ପଟ୍ଟନାୟକଙ୍କ ସ୍ମୃତିରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ବହୁ ଅନୁଷ୍ଠାନ ସହ ଜଡିତ ସମାଜସେବୀ ଅଭିଷେକ ପଟ୍ଟନାୟକଙ୍କ ସ୍ମୃତିରେ ଆଦ୍ୟଶା ସୋସିଆଲ ଫାଉଣ୍ଡେସନ ତରଫରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ସେକ୍ଟର ୧୪ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଦ୍ୟାଶାର ସଭାପତି ଆଶିଷ ଦାସ ଓ
Read More...

ରାଜଗାଙ୍ଗପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ରାଜଗାଙ୍ଗପୁର ବ୍ଲକଠାରେ ଆଜି ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ମନୋଜ ମହାଜନ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ଆଜି ମୋଟ
Read More...

ଝାଡ଼ାବାନ୍ତି ଚାଲିଗଲା ଆଉ ଜଣଙ୍କ ଜୀବନ : ୧୦ରୁ ଅଧିକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି

ଆଠଗଡ଼ : ଝାଡ଼ାବାନ୍ତି ନେଲା ଜୀବନ । କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଡିମିରିଆ ଗାଁରେ ଝାଡାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ଶାନ୍ତିଲତା ନାଏକ (୫୫ ବର୍ଷ) ବୋଲି ଜଣାପଡ଼ିଛି । ସେହିପରି ତାଙ୍କ ପରିବାରର ଦେବସ୍ମିତା ନାଏକ (୨୭ବର୍ଷ), ବିଶ୍ୱଜିତ
Read More...