Yearly Archives

2025

ପବିତ୍ର ରଥଯାତ୍ରା ଉପଲକ୍ଷେ ଭକ୍ତମାନଙ୍କୁ ଦହିପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସ୍କାଉଟ ଗାଇଡ ତରଫରୁ ଜିଲ୍ଲାର ଦୈନିକ ବଜାର ଠାରେ ପବିତ୍ର ରଥଯାତ୍ରା ଉପଲକ୍ଷେ ଭକ୍ତମାନଙ୍କୁ ଦହିପାଣି ବଣ୍ଟନ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ଜିଲ୍ଲା ସ୍କାଉଟ ଓ ଗାଇଡ ସମ୍ପାଦକ
Read More...

ଶ୍ରୀକ୍ଷେତ୍ରରେ ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ମହାପ୍ରଭୁ ଜଗତର ରକ୍ଷାକର୍ତ୍ତା, ତାଙ୍କର ଲୀଳା…

• ବଡ଼ଦାଣ୍ଡରେ ଶ୍ରୀଜୀଉଙ୍କ ଦର୍ଶନ କରିବା ମୋର ସୌଭାଗ୍ୟ• ରାଜ୍ୟ ସରକାରଙ୍କ ରଥଯାତ୍ରା ପ୍ରସ୍ତୁତିକୁ ପ୍ରଶଂସା• ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ‘ଶ୍ରୀଜଗନ୍ନାଥ ମନ୍ଦିର ସତ୍ୱଲିପି’ ଓ ଉତ୍କଳ ପ୍ରସଙ୍ଗର ରଥଯାତ୍ରା ବିଶେଷାଙ୍କ
Read More...

ମଦନପୁରଠାରେ ଭକ୍ତଙ୍କ ଭିଡରେ ପାଳିତ ହେଲା ରଥଯାତ୍ରା

ମ.ରାମପୁର, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଠାରେ ବହୁ ଭକ୍ତଙ୍କ ଭିଡରେ ଗଡ଼ପଡା କୀର୍ତ୍ତନମଣ୍ଡଳୀ ବାଜ ଓ ମୃଦଙ୍ଗର ତାଳେ ତାଳେ ପାଳିତ ହୋଇଯାଇଛି ରଥଯାତ୍ରା , ଭକ୍ତମାନେ ରଥରେ ଅତି ନିକଟରୁ କାଳିଆ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦେଖି ବେଶ ଖୁସୀ ଅନୁଭବ କରିଥିଲେ
Read More...

ବ୍ରେକ୍ ଫେଲ୍ ହୋଇ ଦୋକାନ ଭିତରକୁ ଧସେଇ ପଶିଲା ଟ୍ରକ୍

କଣ୍ଟାବାଞ୍ଜି : ବ୍ରେକ୍ ଫେଲ୍ ହୋଇ ଦୋକାନ ଭିତରକୁ ଧସେଇ ପଶିଲା ଟ୍ରକ୍ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ରେଳ ଫାଟକ ପାଖରେ ଏହି ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ, ଶୁକ୍ରବାର ସକାଳେ ଏକ ମାଲ୍ ବୋଝେଇ ଟ୍ରକ୍ ବଙ୍ଗୋମୁଣ୍ଡା ପଟୁ କଣ୍ଟାବାଞ୍ଜି ଆସୁଥିଲା। ପ୍ରାୟ ୮ଟା ବେଳେ
Read More...

କେସିଙ୍ଗାରେ ଧୁମ୍‌ଧାମରେ ପାଳିତ ହେଲା ମହାପ୍ରଭୁଙ୍କ ରଥଯାତ୍ରା

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଧୁମ୍ ଧାମରେ ରଥଯାତ୍ରା ପାଳିତ ହୋଇଯାଇଛି । ରଥଯାତ୍ରାରେ ସକାଳୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସେବାୟତଙ୍କ ଦ୍ୱାରା ସମସ୍ତ ଦେବକାର୍ଯ୍ୟ ସମ୍ପନ୍ନ କରିବା ପରେ ଅପରାହ୍ନ ୪ ଟାରେ ଧାଡ଼ି ପହଣ୍ଡିରେ ବଳଭଦ୍ର, ମା ସୁଭଦ୍ରା
Read More...

ରଥଯାତ୍ରାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଧାରା ବିବରଣୀ ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ରଥଯାତ୍ରାର ପରଂପରା ବହୁ ପ୍ରାଚୀନ । ଚଳିତ ବର୍ଷ ପବିତ୍ର ଘୋଷଯାତ୍ରା ଅବସରରେ ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଆୟୋଜନରେ ଏହି ଘୋଷଯାତ୍ରାର ଧାରାବିବରଣୀ ସୂଚନା କେନ୍ଦ୍ରଠାରେ ପ୍ରଦାନ କରାଯାଇଥିଲା । ସହରର ମୁଖ୍ୟ ରାସ୍ତାରେ
Read More...

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁକରଣରେ ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ଆଜି ଅନୁଷ୍ଠିତ ହୋଇଯାଇଛି । ପବିତ୍ର ରଥଯାତ୍ରା ପୁରୀ ଜିଲ୍ଲାର ସର୍ବବବୃହତମ ଗ୍ରାମ ଘୋରଡିଆର ପତିତପାବନ ମନ୍ଦିରରୁ
Read More...

ଦେଓଗାଁ ଅଞ୍ଚଳରେ ପବିତ୍ର ରଥଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ବିଭିନ୍ନ ଗାଁର ପବିତ୍ର ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଦେଓଗାଁ କଛାରପାଲି ଜଗନ୍ନାଥ ମନ୍ଦିରରୁ ବାହାରି ରଥକୁ ଗାଁ ପରିକ୍ରମା କରାଯାଇଥିଲା । ସେହିପରି ଗାଈବାହାଲ ପଞ୍ଚାୟତର ଅର୍ଡ଼ାରେ ଶୋହଲ ଚକିଆ ରଥରେ ମହପ୍ରଭୁଙ୍କୁ
Read More...

ସାଂସଦ ପ୍ରଦୀପ ପୁରୋହିତଙ୍କ ଦ୍ୱାରା ସାପ୍ତାହିକ ଖବର କାଗଜ ପଲ୍ଲୀ ସ୍ୱର ଉନ୍ମୋଚନ

ପଲ୍ଲୀର ସ୍ୱର, ଦିଲ୍ଲୀ ଯିବ- ସାଂସଦ ପ୍ରଦୀପ ପୁରୋହିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ରଥଯାତ୍ରା ତିଥିରେ ତୀର୍ଥକ୍ଷେତ୍ର ନୃସିଂହନାଥଠାରେ ସାପ୍ତାହିକ ଖବର କାଗଜ ପଲ୍ଲୀସ୍ୱର ସାଂସଦ ପ୍ରଦୀପ କୁମାର ପୁରୋହିତଙ୍କ ଦ୍ୱାରା ଉନ୍ମୋଚନ ହୋଇଛି । ତିନି ଠାକୁର ରଥାରୂଢ ହେବା ପରେ
Read More...

ନବୀନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କଲେ ଡକ୍ଟର ଅମଜାଦ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ସଦ୍ଭାବନା ଏବଂ ସମ୍ମାନର ଏକ ହୃଦୟସ୍ପର୍ଶୀ ପ୍ରଦର୍ଶନରେ, ଡକ୍ଟର ଅମଜାଦ ଖାନ ଆଜି ମୁମ୍ବାଇର ହାଜି ଅଲି ଦରଗା ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ବିଜୁ ଜନତା ଦଳ (ବିଜେଡି) ସଭାପତି ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୀଘ୍ର ଆରୋଗ୍ୟ
Read More...