Yearly Archives

2025

ସ୍ମାର୍ଟ ସିଟି ମିଶନର ୧୦ ବର୍ଷ : ୯୪% ପ୍ରକଳ୍ପ ରୂପାୟନ : ୧.୬୪ ଲକ୍ଷ କୋଟି ଟଙ୍କା ବିନିଯୋଗ

ନୂଆଦିଲ୍ଲୀ, (ପିଆଇବି) : ସ୍ମାର୍ଟ ସିଟି ମିଶନ ସ୍ମାର୍ଟ, ପରିପୂରକ ସମାଧାନ ମାଧ୍ୟମରେ ଭାରତର ସହରଗୁଡ଼ିକରେ ଜୀବନ ଧାରଣର ଗୁଣବତ୍ତା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛି । ଏଥିପାଇଁ ଆର୍ଥିକ ଦୃଷ୍ଟିରୁ ସକ୍ରିୟ, ସମାବେଶୀ ଏବଂ ପରିବେଶ ଅନୁକୂଳ ସହର ସୃଷ୍ଟି କରିବା ପାଇଁ ଏହି ମିଶନ
Read More...

ରାଉରକେଲା ସମ୍ବାଦ ସାହିତ୍ୟ ଘରର ବର୍ଷା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବାଦ ସାହିତ୍ୟ ଘର ରାଉରକେଲା ଆନୁକୂଲ୍ୟରେ ବର୍ଷା ଆସର କଲଚରାଲ ଏକାଡେମୀଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରାମକୃଷ୍ଣ ତ୍ରିପାଠୀଙ୍କ ସଭାପତିତ୍ୱ, କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ଧରଙ୍କ ଆବାହକତ୍ଵ ଓ ବିଭୁ ନାୟକଙ୍କ ସଂଯୋଜନାରେ
Read More...

ଆଇଟିଆଇରେ କ୍ୟାମ୍ପସ ମାଧ୍ୟମରେ ନିଯୁକ୍ତି

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ସ୍ଥିତ ଇନ୍ଦିରା ମେମୋରିଆଲ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁଟଠାରେ ଜୁପିଟର ଇଞ୍ଜିନିୟର୍ସ ତରଫରୁ ଏକ କ୍ୟାମ୍ପସ ମାଧ୍ୟମରେ ନିଯୁକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସତ୍ୟଜିତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଏୟାର ଇଣ୍ଡିଆ ଫ୍ଲାଇଟ୍ ଏଆଇ-୧୭୧: ବ୍ଲାକ୍ ବକ୍ସରୁ ତଥ୍ୟ ପୁନରୁଦ୍ଧାର ଏବଂ ତଦନ୍ତ ଉପରେ ଷ୍ଟାଟସ ରିପୋର୍ଟ

ନୂଆଦିଲ୍ଲୀ, (ପିଆଇବି) : ଆଇସିଏଓ ଚିକାଗୋ କନଭେନସନ୍ (୧୯୪୪)ର ଏକ ସ୍ୱାକ୍ଷରକାରୀ ଭାବରେ ଭାରତ ଆଇସିଏଓ ଅନୁବନ୍ଧ ୧୩ ଏବଂ ବିମାନ (ଦୁର୍ଘଟଣା ଏବଂ ଘଟଣାର ତଦନ୍ତ) ନିୟମ, ୨୦୧୭ ଅନୁଯାୟୀ ବିମାନ ଦୁର୍ଘଟଣାର ତଦନ୍ତ କରେ । ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଏହିପରି ତଦନ୍ତ ପାଇଁ
Read More...

ବଲାଙ୍ଗିର ବନଖଣ୍ଡ ବିଭାଗ କେନ୍ଦୁପତ୍ର ତରଫରୁ କେନ୍ଦୁପତ୍ର ତୋଳାଳୀମାନଙ୍କୁ ରଥଯାତ୍ରା ପୂର୍ବରୁ ପାରିଶ୍ରମିକ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖର୍ଲିକାନୀ ଗ୍ରାମରେ ବଲାଙ୍ଗିର ବନଖଣ୍ଡ ବିଭାଗ କେନ୍ଦୁପତ୍ର ତରଫରୁ କେନ୍ଦୁପତ୍ର ତୋଳାଳୀମାନଙ୍କୁ ସେମାନଙ୍କର ପାରିଶ୍ରମିକ ପ୍ରଦାନ କରାଯାଇଛି । କେନ୍ଦୁପତ୍ର ବିଭାଗ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ ଦେବିଦାସ
Read More...

ଅନୁଦାନ ପାଇଁ ପଥପ୍ରାନ୍ତ ସଭା

ପାଟଣାଗଡ଼ : ଶୁକ୍ରବାର ଦିନ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାଶଙ୍କ ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ବ୍ଲକ ଅର୍ନ୍ତଗତ ଭଇଁଷାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଖଣ୍ଡ
Read More...

ଜଲିଆ ଗାଁରେ ୧୩ ଟିକିଆ ହାତୀ ପଲ ଭାଙ୍ଗିଦେଲେ ଘର : ଅଳ୍ପକେ ବର୍ତ୍ତିଲେ ପରିବାର

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଢା ବ୍ଳକ ଧୁମାଭଟା ପଞ୍ଚାୟତ ଜଲିଆ ଗାଁରେ ଗୁରୁବାର ବିଳମ୍ବିତ ରାତ୍ରିରେ ଗାଁର ଜନୈକ ଯୁବକଙ୍କ ପରିବାର ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଉକ୍ତ ହାତୀ ପଲ ତାଙ୍କ ଘର ଦ୍ଵାର ଭାଙ୍ଗିବା ସହ ଆବାସ ପତ୍ର ନଷ୍ଟ କରିଦେଇଥିବା
Read More...

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର : ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିବେ…

ପୁରୀ : ଆଜି ଶ୍ରୀଗୁଣ୍ଡିଚା ଯାତ୍ରା । ବଡ଼ଦେଉଳ ଛାଡ଼ି ବଡ଼ଦାଣ୍ଡକୁ ଆସୁଛନ୍ତି କାଳିଆ ସାଆନ୍ତେ । ଯାତ୍ରା ପାଇଁ କାହାରିକୁ ତର ନାହିଁ । ବଡ଼ଦେଉଳରେ ବଡ଼ଠାକୁରଙ୍କ ଯାତ୍ରା ପ୍ରସ୍ତୁତିରେ ବ୍ୟସ୍ତ ସେବକ ଓ ପ୍ରଶାସକ । ବାହାରେ ଉତ୍କଣ୍ଠିତ ରଥ, ପଥ ଓ ଭକ୍ତ । ୫୮ ଦିନ ଧରି ରୂପ ପାଉଥିଲେ ତିନି ରଥ
Read More...

ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ମୃତ : ପରିଚୟ ଅସ୍ପଷ୍ଟ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ନୂଆଗାଁ ରାସ୍ତାରେ ଶୁକ୍ରବାର ଜଣଙ୍କର ମୃତ୍ୟୁ ଘଟିଛି । ଟ୍ରାକ୍ଟର ତଳେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ସଠିକ୍ ପରିଚୟ ମିଳପାରିନାହିଁ । ଖବର ପାଇ ତୁରୁମୁଙ୍ଗା ପୁଲିସ ପହଞ୍ଚି ତଦନ୍ତ
Read More...

ଗଞ୍ଜାମ, ଗଜପତିରେ ବର୍ଷା ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱବର୍ତ୍ତି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟର ଉପକୂଳ ଅଞ୍ଚଳ ଉପରେ ଲଘୁଚାପ ଜନିତ ବର୍ଷା ରହିଛି । ଏହା ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଆଡ଼କୁ ଗତି କରିବ । ଏହାର ପ୍ରଭାବରେ
Read More...