Yearly Archives

2025

ଛତ୍ରପୁରରେ ୫୮ତମ ଶାଖା ଭାବେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଶାଖା ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ଵାରା ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଦ୍ଵାରା ସ୍ଵୀକୃତି ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ନୂତନ ଶାଖା ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ନୂତନ ଶାଖାଟି ଗଞ୍ଜାମ ଜିଲ୍ଲାର ପଞ୍ଚମ ଏବଂ ରାଜ୍ୟର
Read More...

ପୁରୀ ବୀରଗୋବିନ୍ଦ ପୁରରେ ୪.୭୫ କୋଟି ବ୍ୟୟରେ ବିଭିନ୍ନ ସୌନ୍ଦର୍ଯ୍ୟମୂଳକ ପ୍ରକଳ୍ପ ଲୋକାର୍ପିତ କଳା, ଦକ୍ଷତା ବିକାଶ ଓ…

• କମ୍ୟୁନିଟି ହଲ, ବହୁମୁଖୀ ଦକ୍ଷତା ତାଲିମ କେନ୍ଦ୍ର, ଯୋଗକେନ୍ଦ୍ର, ଆଲୋକୀକରଣ ସହ ଶୌଚାଳୟ, ପାନୀୟ ଜଳର ସୁବିଧା, ପୋଖରୀ ସୌନ୍ଦର୍ଯ୍ୟକରଣ ଆଦି ପ୍ରକଳ୍ପ ଲୋକାର୍ପିତ• ୩ ଜୁନ୍ ୨୦୨୨ ମସିହାରେ ପ୍ରକଳ୍ପ ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ• ବୀରଗୋବିନ୍ଦପୁର ଗ୍ରାମକୁ
Read More...

ଭୁବନେଶ୍ୱରରେ ଜରୁରୀକାଳୀନ ପରିସ୍ଥିତିର କଳା ଅଧ୍ୟାୟର ୫୦ ବର୍ଷ ପୂର୍ତ୍ତିର ଆଲୋଚନାଚକ୍ର ଅନୁଷ୍ଠିତ ଏମର୍ଜେନ୍ସି ଭଳି…

• କଂଗ୍ରେସ ଦ୍ୱାରା ଗଣତନ୍ତ୍ରକୁ କୁଠାରଘାତ ଇତିହାସର ୫୦ ବର୍ଷର କାହାଣୀ ଉପରେ ଆଲୋକପାତ• ୧୯୭୫ ଜୁନ୍ ୨୫ ତାରିଖରେ 'ଜରୁରୀକାଳୀନ ପରିସ୍ଥିତି' ଭାରତୀୟ ଗଣତନ୍ତ୍ର ଉପରେ କଂଗ୍ରେସ ଦ୍ୱାରା ଲଗାଯାଇଥିବା ଏକ କଳା ଫର୍ଦ୍ଦ, ଯାହାକୁ ଦେଶ କେବେ ଭୁଲିପାରିବ ନାହିଁ• ଗଣତାନ୍ତ୍ରିକ ଅଧିକାରର
Read More...

ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ ଯୋଜନା କାର୍ଯ୍ୟକାରୀ କରିବାକୁ ନେଇ ଉଚ୍ଚସ୍ତରୀୟ ବୈଠକ

ବିସ୍ଥାପିତ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କଲେ ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ନୂଆଦିଲ୍ଲୀ, (ପିଆଇବି) : ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣକୁ ନେଇ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କେନ୍ଦ୍ର ଭାରୀ
Read More...

ନୂଆଦିଲ୍ଲୀଠାରେ ରାଜଭାଷା ବିଭାଗର ‘ସୁବର୍ଣ୍ଣ ଜୟନ୍ତୀ ସମାରୋହ’କୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି…

ସଂଘର୍ଷ, ସାଧନା ଏବଂ ସଂକଳ୍ପ ଆଧାରରେ ରାଜଭାଷା ବିଭାଗ ୫୦ ବର୍ଷର ଯାତ୍ରା ପୂରଣ କରିଛିମୋଦୀ ସରକାର ଅଧୀନରେ ଭାରତୀୟ ଭାଷାଗୁଡ଼ିକ ପ୍ରଯୁକ୍ତି, ଶିକ୍ଷା ଏବଂ ପ୍ରଶାସନ କ୍ଷେତ୍ରରେ ଅଭୂତପୂର୍ବ ପ୍ରୋତ୍ସାହନ ପାଉଛନ୍ତିଭାଷା କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ଏକ ରାଷ୍ଟ୍ରର ଆତ୍ମାଦେଶର
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ମେଗା ରକ୍ତଦାନ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ଏକ ମେଗା ରକ୍ତଦାନ ଶିବିର ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ଗୁରୁବାର ଆୟୋଜିତ ହୋଇଯାଇଛି । ଛତ୍ରପୁର ସହରର ଶବ କୁମାର୍ ପଟ୍ଟନାୟକ ରିଡ଼ିଙ୍ଗ ରୁମ୍ କୋଠାରେ ଆୟୋଜିତ ଏହି
Read More...

ଛତ୍ରପୁର ସହରର ରାଜାଘର ଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ଓ ପୁସ୍ତକ ଉନ୍ମୋଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ତାଡେପଲ୍ଲୀ ସାହି ସ୍ଥିତ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପାରମ୍ପରୀକ ବିଧିରେ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ ଆନନ୍ଦ ଉଲ୍ଲାସ ମଧ୍ୟରେ ସମାହିତ ହୋଇଯାଇଛି । ଏହି ଅବସରରେ ପତିତପାବନ ସତସଂଘ
Read More...

ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍

ଭଦ୍ରକ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍ । ଭଦ୍ରକ ଜିଲ୍ଲା ଚରମ୍ପା ୧୬ ନମ୍ଵର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସୂଚନାନୁଯାୟୀ, ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଡୁବୁରୀରୁ
Read More...

ନୃସିଂହନାଥ ମନ୍ଦିରରେ ନେତ୍ରୋତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ମନ୍ଦିରରେ ଗୁରୁବାର ନେତ୍ରୋତ୍ସବ ପାଳନ ହୋଇଯାଇଛି । ତିନି ଠାକୁର ଦୀର୍ଘ ୧୦ ଦିନ ଅଣସର ଘରରେ ଥିବା ବେଳେ ଗୁରୁବାର ତାଙ୍କୁ ପଞ୍ଚାମୃତରେ ଶ୍ନାନ କରାଇ ନୀତି କାନ୍ତି ସହ ପ୍ରାଣ ପ୍ରତିଷ୍ଠା,
Read More...

ଭୁବନେଶ୍ୱରରେ ଶିଳ୍ପ ସମାଗମ ମେଳା ଉଦଘାଟିତ

ଭାରତର ଉତ୍କୃଷ୍ଟ କାରିଗରୀର ପ୍ରଦର୍ଶନ ସହ ବଞ୍ଚିତ ବର୍ଗଙ୍କ ସଶକ୍ତିକରଣ ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆଜି ଶିଳ୍ପ ସମାଗମ ମେଳା ଉଦଘାଟିତ ହୋଇଛି । ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ମେଳା ଆୟୋଜନ
Read More...