Yearly Archives

2025

ଅଧା ରହିଲା ଜଗା ଦର୍ଶନ : ‘ଆମ ବସ‘ ଧକ୍କାରେ ୩ ଯୁବତୀ ମୃତ

ଭୁବନେଶ୍ୱର : ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ‘ଆମ ବସ ’ ଧକ୍କାରେ ୩ ଯୁବତୀ ମୃତ । ୩ ଯୁବତୀ ସମ୍ପର୍କୀୟ ଭଉଣୀ । ୩ ଜଣ ଯୁବତୀ ସ୍କୁଟିରେ ଭୁବନେଶ୍ୱରରୁ ପୁରୀ ଜଗା ଦର୍ଶନରେ ଯାଉଥିଲେ । ଏହି ସମୟରେ ପିପିଲି ଓଭରବ୍ରିଜ ନିକଟରେ ସ୍କୁଟିକୁ ଏକ ଆମ ବସ୍ ଧକ୍କା ଦେଇଥିଲା ।
Read More...

ରଥଯାତ୍ରା ମହୋତ୍ସବ ଉପଲକ୍ଷେ ମାନବ ସେବାର ଅଦ୍ଭୁତ ସମ୍ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହଯୋଗ ଫାଉଣ୍ଡେସନ ଓ ଉତ୍କଳ ପ୍ରାଦେଶିକ ମାରୱାଡି ମହିଳା ସମ୍ମିଳନୀ, ବଲାଙ୍ଗିର ଶାଖା ତରଫରୁ ବିଶାଳ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହଜାର ହଜାର ଭକ୍ତଙ୍କୁ ବୁନ୍ଦି ପ୍ରସାଦ, ଶୀତଳ ପାଣି ଓ ନୂଆ ପୋଷାକ ବଣ୍ଟନ କରାଯାଇଥିଲା । ବଲାଙ୍ଗିର,
Read More...

ବରପାଲିପଡ଼ା ଭଗବତ ମନ୍ଦିରଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁନ୍ ୨୦୨୫ ଦିନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ବରିଷ୍ଟ ନାଗରିକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ବରପାଳିପଡ଼ା (ଭଗବତ ମନ୍ଦିର) ଠାରେ ଅନୁଷ୍ଠିତ ହେଇଥିଲା । ଏହି ସ୍ୱାସ୍ଥ୍ୟ
Read More...

ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ସ୍ୱାମୀ : ପୋଲିସ ଖୋଜୁଛି କାରଣ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ଥାନା ଅଞ୍ଚଳରେ ଅଘଟଣ । ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ସ୍ୱାମୀ । ମୃତ ସ୍ତ୍ରୀଙ୍କ ନାମ ସବିତା ମୁଣ୍ଡା ହୋଇଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖିଛି ପୋଲିସ । ଖବର ଅନୁଯାୟୀ, ଟାଙ୍ଗରପାଲି ଥାନା ଅଞ୍ଚଳର
Read More...

ସାଂସ୍କୃତିକ ଭରାରେ ଛତ୍ରପୁରରେ ଶ୍ରୀଗୁଣ୍ଡିଚା ଯାତ୍ରା ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାଂସ୍କୃତିକ ଭରା ମଧ୍ୟରେ ଛତ୍ରପୁରରେ ଶ୍ରୀଗୁଣ୍ଡିଚା ଯାତ୍ରା ଶୃଙ୍ଖଳିତ ଭାବେ ସମାହିତ ହୋଇଯାଇଛି । ସାଂସ୍କୃତିକ ଭରା ମଧ୍ୟରେ ଉତ୍ସଵ ମୁଖର ସହ ରାଜାଘରର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରଥଯାତ୍ରା ଖୁବ୍ ଯାକଜମକ୍ ସମ୍ପନ୍ନ ହୋଇଯାଇଛି । ରଥ
Read More...

ଆନ୍ଧ୍ରରେ ଓଡ଼ିଆ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ବେଳେ ଛାତରୁ ଖସି ପୀଡ଼ିତା ଗୁରୁତର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆନ୍ଧ୍ରରେ ଓଡ଼ିଆ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ଖବର ମିଳିଛି । ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ବେଳେ ଛାତରୁ ଖସି ପୀଡ଼ିତା ଗୁରୁତର ଆହତ ହୋଇଥିବା ଏକ ଅଦ୍ଭବନୀୟ ଘଟଣା ନାରୀକୁ ସମ୍ମାନ ମିଳିବା ବଦଳରେ ଅନ୍ୟ ଏକ ଲଜ୍ଜା ଜନକ ପରିସ୍ଥିତି
Read More...

ଗଞ୍ଜାମ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ସୁଶୀଲ୍ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ସର୍ଚ୍ଚ ୱାରେଣ୍ଟ ଜାରୀ ରହିଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକରେ ଅବସ୍ଥାପିତ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ସୁଶୀଲ୍ କୁମାର ପଣ୍ଡାଙ୍କଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ
Read More...

୨୦୨୯ ବିଶ୍ୱ ପୁଲିସ ଏବଂ ଅଗ୍ନିଶମ କ୍ରୀଡା ପାଇଁ ଆୟୋଜକ ଦେଶ ଭାବେ ଭାରତ ମନୋନୀତ

ଖୁସି ବ୍ୟକ୍ତ କରିବା ସହିତ ଏହାକୁ ପ୍ରତ୍ୟେକ ନାଗରିକଙ୍କ ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ସମ୍ମାନଜନକ ନିଲାମ ଡାକ ଭାରତ ଜିତିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ
Read More...

ମ୍ୟୁଜିକ ଟ୍ରିର କ୍ୟୁଆର କୋଡ଼ ଏକ ନୂଆ ଭାବନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁରୋମୁଣ୍ଡାଠାରେ ବର୍ତ୍ତମାନ ସମୟରେ ତଥ୍ୟ ଓ ପ୍ରଯୁକ୍ତିକୁ ସାଥୀ କରି ଲୋକ ସଂସ୍କୃତିକୁ ସଂରକ୍ଷଣ କରିବା ନେଇ ମ୍ୟୁଜିକ ଗଛର କ୍ୟୁଆର କୋଡ଼ ଉନ୍ମୋଚିତ ହୋଇଛି । କଳା ଗ୍ରାମର ଜଣେ ପ୍ରତିଷ୍ଠିତ କଳାକାର ଓ ଗବେଷକ ରବିରତନ ସାହୁ ତିଆରି
Read More...

ନୃସିଂହନାଥ ରଥ ଅଟକିଲା ବାଲକୋ ନିକଟରେ : ଦେଢ କିମି ପହଣ୍ତି ହୋଇ ଗଲେ ମାଉସି ମା’ ମନ୍ଦିରକୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ମନ୍ଦିରରେ ଶୁକ୍ରବାର ପବିତ୍ର ରଥଯାତ୍ରା ଅବସରରେ ଭକ୍ତମାନଙ୍କର ପ୍ରବଳ ଭିଡ ହୋଇଥିଲା । ତିନି ଠାକୁର ମାନଙ୍କୁ ବ୍ରାହ୍ମଣ ସମାଜର କର୍ମକର୍ତାମାନେ ନୂତନ ବସ୍ତ୍ର ପିନ୍ଧାଇ ବେଶ ଭୁଷା କରି ଫୁଲ ଚନ୍ଦନ ତୁଳସୀ ମାଳା ସହ
Read More...