Yearly Archives

2025

ମାଣ୍ଡୋସିଲ ବିଜେପି ମଣ୍ଡଳ ସ୍ତରୀୟ ବନ୍ଧୁ ମିଳନ ଓ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ମଣ୍ଡଳ ସ୍ତରୀୟ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କର ସାଇପଲା ଡ୍ୟାମ ପରିସରରେ ମାଣ୍ଡୋସିଲ ମଣ୍ଡଳ ସଭାପତି ଯତୀନ ସାହୁଙ୍କ ସଭାପତିତ୍ୱରେ ଏକ ବନ୍ଧୁ ମିଳନ ଓ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆଗାମୀ
Read More...

ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲରେ ବାର୍ଷିକ ବିଜ୍ଞାନ ଓ କଳା ପ୍ରଦର୍ଶନୀ : ପ୍ରଦର୍ଶିତ ହେଲା ୪୪୬ ପ୍ରକଳ୍ପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜ୍ଞାନ ଏବଂ କଳା, ସଭ୍ୟତାର ଆରମ୍ଭରୁ ମନୁଷ୍ୟ ଜୀବନ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ମନୁଷ୍ୟ ସମାଜର ଉନ୍ନତି ପାଇଁ ବିଜ୍ଞାନର ଆଭିମୁଖ୍ୟକୁ ଦେଖି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଜୟ ଜୱାନ୍ ଜୟ କିସାନ୍ ନାରା ସହିତ ଜୟ
Read More...

ବୁର୍ଡାରେ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ ୧୧୫ ତମ ଜନ୍ମ ମହୋତ୍ସବ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସତସଙ୍ଗ ବିହାର ସ୍ଥିତ ବୁର୍ଡା କେନ୍ଦ୍ର ଠାରେ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ୧୧୫ ତମ ଶୁଭ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ଏଥିପାଇଁ ପୂର୍ବାହ୍ନରେ ସତସଙ୍ଗ ଓ ସଦାଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହ ପ୍ରତି ରିତ୍ୱିକ ରଜନୀକାନ୍ତ
Read More...

ଟେମରୀ ହାଇସ୍କୁଲରେ ୧୯୯୨ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରୀ ହାଇସ୍କୁଲର ୧୯୯୨ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ଏହି ଉତ୍ସବରେ ଅବସର ପ୍ରାପ୍ତ ଶିକ୍ଷକ ସତ୍ୟ ନାରୟଣ ତ୍ରିପାଠୀ ଓ ଗୋବିନ୍ଦ ପାଣିଗ୍ରାହୀ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ
Read More...

ବ୍ଲକ ସ୍ତରୀୟ ଜଙ୍ଗଲ ଅଧିକାର କମିଟି ସମୂହ ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଠାକୁରପାଲି ଗିରି ଗୋବର୍ଦ୍ଧନ ପୀଠଠାରେ ବ୍ଲକସ୍ତରୀୟ ଜଙ୍ଗଲ ଅଧିକାର କମିଟିମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଜଙ୍ଗଲ ସୁରକ୍ଷା ଫୋରମର ଆବାହକ କୁଳମଣି ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ଅନ୍ଧ ମହିଳା କ୍ରିକେଟ୍‌ ବିଶ୍ୱକପରେ ଭାରତ ବିଶ୍ୱବିଜୟୀ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଚଳିତ ବର୍ଷ ଅନ୍ଧ ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୫ ରେ ଭାରତ ବିଶ୍ୱବିଜୟୀ ହୋଇଛି । ବିଶ୍ୱବିଜୟୀ ଭାରତୀୟ ଦଳରେ ମୟୂରଭଞ୍ଜରୁ ଯମୁନାରାଣୀ ଟୁଡୁ, ବାସନ୍ତୀ ହାଂସଦାଃ, ପାର୍ବତୀ ମାର୍ଣ୍ଡୀ ୩ ଜଣ ପ୍ରତିନିଧିତ୍ୱ କରି ଆମ ଜିଲ୍ଲା ତଥା ଦେଶ ପାଇଁ ଗର୍ବ ଓ
Read More...

ଡିସେମ୍ବର ୭ ସଶସ୍ତ୍ର ବାହିନୀ ପତାକା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଭାରତୀୟ ସଶସ୍ତ୍ର ବାହିନୀର ସୈନିକ, ଭେଟେରାନ ଏବଂ ଶହୀଦଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଡିସେମ୍ବର ୭ ରେ ଭାରତରେ "ସଶସ୍ତ୍ର ବାହିନୀ ପତାକା ଦିବସ" ପାଳନ କରାଯାଏ । ଦେଶକୁ ନିସ୍ୱାର୍ଥପର ଭାବରେ ସେବା କରୁଥିବା ସଶସ୍ତ୍ର ବାହିନୀ ବ୍ୟକ୍ତିଙ୍କ ପାଇଁ
Read More...

ଛୋଟଅନକୀରେ ୧୧ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଳକର ଛୋଟ ଅନକୀଠାରେ ୧୧ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଛୋଟଅନକୀ ପଞ୍ଚାୟତର ସରପଞ୍ଚ ଚିନ୍ତାମଣି ରାଉତ, କାର୍ଯ୍ୟନିର୍ବାହୀ ଅଧିକାରୀ
Read More...

ଭାରସାମ୍ୟ ହରାଇ ସ୍କୁଟିକୁ ଧକ୍କା ଦେଇ ଦୋକାନ ଉପରକୁ ଚଢି ଗଲା କାର, ଜଣେ ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ବ୍ଲକ କୋତାପେଟା ଗ୍ରାମ ପଞ୍ଚାୟତର ୩୨୬ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ସ୍କୁଟିକୁ ଧକ୍କା ଦେଇ ଦୋକାନ ଉପରକୁ ଚଢି ଗଲା କାର, ଜଣେ ଗୁରୁତର । ଦୋକାନ ଗୃହ ସପୂର୍ଣ୍ଣ ଭାଙ୍ଗି ଯାଇ ନଷ୍ଟ ହେଇଥିବା ଦେଖିବାକୁ ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ
Read More...

ନବପ୍ରଭାତ ବିଦ୍ୟାୟତନଠାରେ ବିଦ୍ୟାଳୟ ସ୍ତରୀୟ ଶିକ୍ଷାଗତ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନବପ୍ରଭାତ ବିଦ୍ୟାୟତନଠାରେ ବିଦ୍ୟାଳୟ ସ୍ତରୀୟ ଶିକ୍ଷାଗତ ମେଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ଆୟୋଜକ ଥିଲେ ନିରଞ୍ଜନ ମହାପାତ୍ର, ରବିଶଙ୍କର ପଧାନ ଏବଂ ଦେବାଶିଷ ନାୟକ । ଏହି ଶିକ୍ଷା ମୂଳକ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ନବପ୍ରଭାତର ତିନୋଟି
Read More...