ସ୍ୱାଧୀନ ମାଝୀ ସ୍ମାରକୀ ଫୁଟ୍ବଲ ପ୍ରତିଯୋଗିତା
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡ଼ାର ପଞ୍ଚାୟତ ଶିରାବାହାଲରେ ତୃତୀୟ ସ୍ୱାଧୀନ ମାଝୀ ମେମୋରିଆଲ ଫୁଟବଲ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ଅଞ୍ଚଳର ୮ଟି ଦଳ ଅଂଶ ଗ୍ରହଣ କରିଥିବା ଏହି ପ୍ରତିଯୋଗିତାର ଫାଇନାଲ ଖେଳ ଘୁଚିପାଲି ଓ ହାତୀସରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।!-->…
Read More...
Read More...