Yearly Archives

2025

କେନ୍ଦ୍ର ସାହିତ୍ୟ ଅକାଦେମିର ଯୁବ ପୁରସ୍କାର ସମାରୋହ ଅନୁଷ୍ଠିତ

ଅନୁବାଦର ସେତୁ ସିଧାସଳଖ ଦୁଇ ଭାରତୀୟ ଭାଷାକୁ ଯୋଡ଼ିବା ଉଚିତ : କବି ଜେରି ପିଣ୍ଟୋପୁରସ୍କାର ଗ୍ରହଣ କଲେ ୨୨ଟି ଭାରତୀୟ ଭାଷାର ଯୁବ ଲେଖକ ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ସାହିତ୍ୟ ଅକାଦେମିର ଯୁବ ପୁରସ୍କାର ସମାରୋହ ଆୟୋଜିତ
Read More...

ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ସ୍ଵାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ବିବେକାନନ୍ଦଙ୍କ ଜୟନ୍ତୀ ସହ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି । ରାୟଗଡ଼ା ଗାୟତ୍ରୀ ନଗର ସ୍ଥିତ ଗାୟତ୍ରୀ ମନ୍ଦିର ସଭାଗୃହରେ ସମିତିର ସଭାପତି ଯୋଗେଶ୍ଵର ଦାସଙ୍କ ସଭାପତିତ୍ୱରେ ଆୟୋଜିତ
Read More...

ଭିନ୍ନସ୍ୱାଦର ଦିବସ ବ୍ୟାପୀ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳା ବଞ୍ଚିଲେ କଳାକାର ବଞ୍ଚିବ ଓ ସେହି ମାର୍ଗରେ ଆମର ଅଞ୍ଚଳର ଲୋକ କଳା ଓ ସଂସ୍କୃତି ବଞ୍ଚିବ ଓ ଲୋକ ସଂସ୍କୃତିର ସଂରକ୍ଷଣ ଓ ସମ୍ବର୍ଦ୍ଧନ ହୋଇପାରିବ । ବଲାଙ୍ଗିରର କୋଶଳ କଳାମଣ୍ଡଳ ପାଇଁ ସ୍ୱର୍ଗତ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଦେଖିଥିବା
Read More...

ବଡଟିକା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ କୁଚିଣ୍ଡା ବିଏଫ୍‌ସି ବିଜୟୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ବଡଟିକା ଧରଣୀଧର ହାଇସ୍କୁଲ ଖେଳପଡ଼ିଆରେ ଅନୁଷ୍ଠିତ ବଡଟିକା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ କୁଚିଣ୍ଡା ବିଏଫ୍‌ସି ଓ ସମ୍ବଲପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କୁଚିଣ୍ଡା ବିଏଫ୍‌ସି ଦଳ ୩-୧ ଗୋଲରେ ସମ୍ବଲପୁର ଦଳ ଠାରୁ
Read More...

ଟିଟିଲାଗଡ଼ ଭାରତ ବିକାଶ ପରିଷଦ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଜାନୁଆରୀ ୧୨ ତାରିଖକୁ ସାରାଦେଶରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଭାରତ ବିକାଶ ପରିଷଦର ସଭାପତି ଜୟ ପ୍ରକାଶ ଅଗ୍ରୱାଲଙ୍କ ସଭାପତିତ୍ୱରେ ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲ ଠାରେ
Read More...

ବାଲ ସୁଧାର ଗୃହରେ ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ସ୍ଵାସ୍ଥ୍ୟ ପରୀକ୍ଷା

ରାଉରକେଲା, (ସସ୍ମିତା ପ୍ରଧାନ): ଦ ହ୍ୟୁମାନିଟି ଫାଉଣ୍ଡେସନ୍ ଦ୍ଵାରା ବାଲ ସୁଧାର ଗୃହରେ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଵତନ୍ତ୍ର ଜେଲ୍ ସୁପରିଟେଣ୍ଡେଣ୍ଟ ଜୀବନ ସିଂ ମୁଣ୍ଡା ଓ ସମାଜସେବୀ ଅନିତା ଅଗ୍ରୱାଲ, ପ୍ରକାଶ ଚନ୍ଦ୍ର ତ୍ରିପାଠୀ,
Read More...

ବରଗଡ ଧନୁଯାତ୍ରାରେ ଯେନିଥ ସ୍କୁଲର ସାମାଜିକ ସେବା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ତରଫରୁ ବରଗଡ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପରିଷରରେ ପଦ୍ମପୁର ଯେନିଥ ଦ ଲାୟନ୍ସ ଗୁରୁକୁଳ ସ୍କୁଲ ରେଡକ୍ରସ ସଂସ୍ଥାର ୨୮ ଜଣ ଭଲେଣ୍ଟିଅର୍‌ଙ୍କ ସମେତ ରେଡକ୍ରସ କାଉନସେଲର ଡିଲେଶ୍ଵର ସାହୁ ଓ ଜୁନିଅର
Read More...

ହଂସିତାଙ୍କ ସହ ଦିବ୍ୟଶଙ୍କରଙ୍କ ଲିଙ୍କ୍ : ସନ୍ଦେହ କଲେ ବରଗଡ଼ ସାଂସଦ

ବରଗଡ, (ନିରୋଜ କୁମାର ପାଣୀ) : ସାଂସଦ ପ୍ରଦୀପ ପୁରୋହିତଙ୍କ ଚାଞ୍ଚଲ୍ୟକର ବୟାନ । ବିଜେଡି ସରକାରର ଅନେକ ନେତା ହଂସିତାଙ୍କୁ କରୁଥିଲେ ସହାୟତା । ବିଜେଡି ସରକାରରେ ଥିବା କଳାହାଣ୍ଡି ଜିଲ୍ଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଙ୍କ୍ ଥିଲା ବୋଲି ଅଭିଯୋଗ
Read More...

ନିଖିଳ ଓଡିଶା ଆଶା କର୍ମୀ ସଂଘର ୪ର୍ଥ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ

ଦାବି ପ୍ରସ୍ତାବ ଅନୁମୋଦିତ, ରାଜ୍ୟ କର୍ମକର୍ତ୍ତା ନିର୍ବାଚିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାଜେନ୍ଦ୍ର କଲେଜ ଛକ ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ନିଖିଳ ଓଡିଶା ଆଶା କର୍ମୀ ସଂଘର ୪ର୍ଥ ରାଜ୍ୟ ସମ୍ମିଳନୀ ଗତକାଲି ୧୧ ଓ ଆଜି ୧୨ ଜାନୁୟାରୀ ୨ ଦିନ ଧରି ଏଆଇଟିୟୁସି ରାଜ୍ୟ
Read More...

କଳାହାଣ୍ଡି ଉତ୍ସବ ପୂର୍ବରୁ ମନ ମୋହିଲା ପଥୋତ୍ସବ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ସହିତ କ୍ରୀଡ଼ା କୌଶଳର ମହା ମିଳନସ୍ଥଳୀ ପାଲଟିଥିଲା ସଡ଼କ ପଥ । ନାଚଗୀତ, ପ୍ରଥା, ପରମ୍ପରାର ନିଦର୍ଶନ ସହିତ ନିଜର ପ୍ରତିଭାର ପ୍ରଦର୍ଶନ ପାଇଁ ସମସ୍ତେ ଓହ୍ଲାଇ ଆସିଥିଲେ ରାଜରାସ୍ତାକୁ । ଭଳି କି
Read More...