Yearly Archives

2025

ଗୁଡଭେଲା ବ୍ଲକର ତ୍ରିଦିବସୀୟ ପ୍ରଧାନ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ “ପ୍ରଗତି” ପ୍ରଶିକ୍ଷଣ…

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକର ୫୦ ଜଣ ପ୍ରଧାନ ଶିକ୍ଷକଙ୍କୁ ନେଇ ତାଙ୍କର ବୃତ୍ତିଗତ ବିକାଶ ନିମନ୍ତେ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତି ସକାଶେ ଗତ ୨୦ ତାରିଖରୁ ଆରମ୍ଭ ହେଇଥିବା ତ୍ରିଦିବସୀୟ "ପ୍ରଗତି" ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇଯାଇଛି । ସ୍ଥାନୀୟ ଗୁଡଭେଲା
Read More...

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଦିବସ ବାର୍ଷିକ ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୫୧ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା ଠାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ଅବସରରେ ଆଜି ବରଗଡ଼ ଭଟଲି ଛକ ନିଶାନ୍ତ ଦେବତା ପୋଲି କ୍ଲିନିକରେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
Read More...

୨୦୨୫-୨୬ ବିପଣନ ବର୍ଷରେ ଝୋଟ ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୫-୨୬ ବିପଣନ ବର୍ଷ ପାଇଁ ଝୋଟ ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍‌ପି)କୁ ଅନୁମୋଦନ କରିଛି । ୨୦୨୫-୨୬ ଉତ୍ପାଦନ
Read More...

ସମ୍ବିଧାନକୁ ସର୍ବୋଚ୍ଚ ସମ୍ମାନ ଦେଇଛି ବିଜେପି ସରକାର : କୈଳାଶ ବିଜୟବର୍ଗୀୟ

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ସାଙ୍ଗଠନିକ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ସମ୍ବିଧାନ ଗୌରବ ଅଭିଯାନର ସମ୍ମିଳନୀ ଛେଣ୍ଡ ସ୍ଥିତ ହକି ଭିଲେଜ ମେଫେୟାର ଠାରେ ଅନୁଷ୍ଠିତ ହୋଇଯାଇଛି । ପାର୍ଟିର ଜିଲ୍ଲା ସଭାପତି ଲତିକା ପଟ୍ଟନାୟକଙ୍କ ସଭାପତିତ୍ୱ ଓ ମୁଖପାତ୍ର ଗଙ୍ଗାଧର ଦାଶଙ୍କ
Read More...

ବେଟି ବଚାଓ, ବେଟି ପଢାଓର ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ଲିଙ୍ଗଗତ ବୈଷମ୍ୟ ଦୂର ପାଇଁ ବେଟି ବଚାଓ, ବେଟି ପଢାଓ ଏକ ପ୍ରମୁଖ ମାଧ୍ୟମ : ପ୍ରଧାନମନ୍ତ୍ରୀକମ୍‌ ଝିଅ ଅନୁପାତ ରହିଥିବା ବିଭିନ୍ନ ଜିଲ୍ଲାର ଆଶାନୁରୂପକ ଅଗ୍ରଗତି ହୋଇଛି : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ବେଟି ବଚାଓ, ବେଟି ପଢାଓ ଅଭିଯାନର ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ଏହା
Read More...

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀରେ ଭାରତ ପାଳୁଛି ପରାକ୍ରମ ଦିବସ

ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ୨୩ ଜାନୁୟାରୀରେ ର୍କ୍ୟାକ୍ରମ ଉଦ୍‌ଘାଟନ କରିବେ ଓଡିଶା ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଐତିହାସିକ କଟକ ସହରର ବାରବାଟୀ ଦୁର୍ଗ ଭିତରେ ୨୩ ଜାନୁୟାରୀରୁ ୨୫ ଜାନୁୟାରୀ ପର୍ଯ୍ୟନ୍ତ ପରାକ୍ରମ ଦିବସ
Read More...

ବ୍ଲକ ସ୍ତରୀୟ ଜାତୀୟ ବାଳିକା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଜାତୀୟ ବାଳିକା ଦିବସ ପାଳନ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
Read More...

ଟିଟିଲାଗଡ଼ ଆଥଲେଟିକ ଆସୋସିଏସନ ତରଫରୁ ମାରାଥନ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଟିଟିଲାଗଡ଼ ଆଥଲେଟିକ ଆସୋସିଏସନ୍ ପକ୍ଷରୁ ବୁଧବାର ଦିନ ସକାଳୁ ଉଭୟ ପୁରୁଷ ଓ ମହିଳା ବର୍ଗରେ ମାରାଥନ ଦୌଡ ସଭାପତି ରାଧାକାନ୍ତ ପାଢ଼ୀ ଏବଂ ସମ୍ପାଦକ ଶୁଭ୍ରାଂଶୁ ଦାସଙ୍କ ଅଧ୍ୟକ୍ଷତାରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି
Read More...

ମହାକୁମ୍ଭ ୨୦୨୫ : ପ୍ରୟାଗରାଜଠାରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଡିଜିଟାଲ ପ୍ରଦର୍ଶନୀ

ଭାରତର ନୂଆ ଅପରାଧିକ ଆଇନ ଉପରେ ନାଗରିକଙ୍କ ମତ ନୂଆଦିଲ୍ଲୀ, (ପିଆଇବି) : ପ୍ରୟାଗରାଜର ମହାକୁମ୍ଭ ଅବସରରେ ତ୍ରିବେଣୀ ମାର୍ଗରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଆକର୍ଷଣୀୟ ଡିଜିଟାଲ ପ୍ରଦର୍ଶନୀରେ ଭାରତର ନୂତନ ଅପରାଧିକ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା,
Read More...

ଖପ୍ରାଖୋଲ ପୋଲିସ ଦ୍ୱାରା କଫ ସିରପ ଜବତ : ୫ଜଣ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ସୋମବାର କଫ ସିରପ ଜବତ କରିଥିବା ଘଟଣା କଫ ସିରପ ମାଫିଆ ମାନଙ୍କ ମନ ଭିତରେ କୋକୁଆ ଭୟ ସୃଷ୍ଟି କରିଛି । ବହୁତ ଦିନ ନୀରବତା ପରେ କଫ ସିରପ ବିକ୍ରି ଅଭିଯୋଗରେ ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା
Read More...