Yearly Archives

2025

ମଣ୍ଡଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମଣ୍ଡଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରତାପ କିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ
Read More...

୪୨ତମ ବାର୍ଷିକ ସାଂସ୍କୃତିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ, ରାଉରକେଲା ମଣ୍ଡଳର ୪୨ତମ ବାର୍ଷିକ ସାଂସ୍କୃତିକ ସମ୍ମିଳନୀ ସେକ୍ଟର ୧ ସ୍ଥିତ ଏଚ୍‌ ବ୍ଲକ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନାରାୟଣ ମହାନ୍ତିଙ୍କ ସଭାପତିତ୍ୱ ଓ କେନ୍ଦ୍ରୀୟ ପ୍ରତିନିଧି ପ୍ରଭାକର
Read More...

ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ ମେଗା ଇଭେଣ୍ଟ ଏକ୍ସପୋ ୨୦୨୫ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଏକ ଦିବସୀୟ ମେଗା ଇଭେଣ୍ଟ ଏକ୍ସପୋ ୨୦୨୫ ଅତି ନିଆରା ଢଙ୍ଗରେ ସ୍କୁଲ ଅଧ୍ୟକ୍ଷା ଡ. ସୁନନ୍ଦା ଜତିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ସ୍ଥାନୀୟ ପିପଲପଦର ଠାରେ ଥିବା
Read More...

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ନିଶୁଳ୍କ ବ୍ରତୋପନୟନ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ବ୍ରାହ୍ମଣ ମହାସଭାର ମାସିକ ବୈଠକ ଶ୍ରୀ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଶେଷତଃ ଗରିବ ବ୍ରାହ୍ମଣ ପିଲାମାନଙ୍କୁ ନିଶୁଳ୍କ ବ୍ରତୋପନୟନ
Read More...

ଶ୍ରୀଜଗନ୍ନାଥଙ୍କ ବତିଶ ବେଶକୁ ଭକ୍ତି ରସରେ ରସାଣିତ କଲେ ଭୋଗରାଇ ବିଧାୟକ

ଭୋଗରାଇ, (ଶିବନାରାୟଣ ପାତ୍ର) : ମହାପ୍ରଭୁ ଶ୍ରୀଜଗନ୍ନାଥ ବିଶ୍ୱ ମାନବତାର ପ୍ରତୀକ । ଆମ ଓଡ଼ିଆ ସାହିତ୍ୟ ସଂସ୍କୃତି ଓ ପରମ୍ପରାର ଉତ୍ସ ଓ ତ୍ରାଣକର୍ତ୍ତା ବୋଲି ଆଜି ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି ନଂ-୧ ପଞ୍ଚାୟତ ବାରବାଟିଆ ଗ୍ରାମରେ ଶ୍ରୀଜଗନ୍ନାଥ ଜନକଲ୍ୟାଣ ଯୁବ ସ୍ୱେଚ୍ଛାସେବୀ
Read More...

ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବ : ଅଭିଭାବକ ମହଲରେ ଅସନ୍ତୋଷ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଶିକ୍ଷା ବିଭାଗ ତରଫରୁ ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷା ହେବାର ଦୁଇମାସ ପାଖାପାଖି ହେବାକୁ ଯାଉଥିଲେ ହେଁ ଲୋଇସିଂହା ବ୍ଲକରେ ଅଦ୍ୟାବଧି ତାହାର ଫଳାଫଳ ବାହାରି ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ୨୦୨୩-୨୪ ଶିକ୍ଷା ବର୍ଷରେ
Read More...

ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ ୨୦୨୫ ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲା ସମନ୍ୱୟ କମିଟି ବୈଠକ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷ ଠାରେ ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ ୨୦୨୫ର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲା ସମନ୍ୱୟ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ସାଂସଦଙ୍କ ପଦ୍ମପୁର ଉପକାରାଗାର ଓ ଚିକିତ୍ସାଳୟ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତ ପଦ୍ମପୁର ଉପଖଣ୍ତ ସ୍ତରୀୟ ଚିକିତ୍ସାଳୟ ଓ ଉପ କାରାଗାର ପରିଦର୍ଶନ କରିଥିଲେ । ଚିକିତ୍ସାଳୟରେ ରୋଗୀ ମାନଙ୍କୁ ବିସ୍କୁଟ ଓ ପାଉଁରୁଟି ପ୍ରଦାନ କରିବା ସହିତ ସେମାନଙ୍କ ଚିକିତ୍ସା ସଂର୍ପକରେ ପଚାରି ବୁଝିଥିଲେ । ତତ୍ ସଙ୍ଗେ
Read More...

ଧାନ କିଣାବିକା ଠପ୍ : କଟନି ଛଟନି, ଟୋକନ ଲେପ୍ସ ସମସ୍ୟା

ସୋହେଲାରେ ମୁଖ୍ୟମନ୍ତ୍ରୀ ସମାବେଶରେ ମିଲର୍ସଙ୍କ ଠୁଁ ଚାନ୍ଦା ଆଦାୟର ତଦନ୍ତ ନିର୍ଦ୍ଦେଶ ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ବିଭିନ୍ନ ମଣ୍ତିରେ ଓ ମାର୍କେଟ ୟାର୍ଡରେ ପର୍ଯ୍ୟାପ୍ତ ପରିମାଣରେ ଧାନ ପଡିରହିଛି । ବିଜୁ ଜନତା ଦଳ ସରକାର ସମୟରେ ଯେପରି ମିଲର୍ସ ମାନେ ମନ ମର୍ଜି
Read More...

ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : କୁରସୁଡ଼ ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ଖେଳପଡିଆ ଠାରେ ସ୍ୱାମୀ ବିବେକାନନ୍ଦ ପାଠାଗାର, ଏଥଲେଟିକ୍ସ ଏସୋସିଏସନ ବଙ୍ଗୋମୁଣ୍ଡା ପକ୍ଷରୁ ପ୍ରଥମ ବର୍ଷ ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ
Read More...