Yearly Archives

2025

ଏକ ଦିବସୟ ରାଷ୍ଟ୍ରୀୟ ସମ୍ମିଳନୀ ଏଂବ ନାଗରିକ ସମ୍ମାନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହେପି ମୋମେଣ୍ଟ ଇଣ୍ଡିଆ ପକ୍ଷରୁ ରାଷ୍ଟ୍ରୀୟ ସମ୍ମିଳନୀ ଏଂବ ନାଗରିକ ସମ୍ମାନ ସମରୋହ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ
Read More...

ବରିଷ୍ଠ ଆଇନଜୀବୀ ବୃନ୍ଦାବନ ଚନ୍ଦ୍ର ରଥଙ୍କ ବିୟୋଗରେ ଓକିଲ ସଂଘର ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଓକିଲ ସଂଘର ବରିଷ୍ଠ ସଦସ୍ୟ ତଥା ସହରର ଜଣାଶୁଣା ଆଇନଜୀବୀ ବୃନ୍ଦାବନ ଚନ୍ଦ୍ର ରଥଙ୍କ ୬୯ ବର୍ଷ ବୟସରେ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ଏହି ଦୁଃଖଦ ଖବର ଆସିଲା ପରେ ରାଉରକେଲା ଓକିଲ ସଂଘ ପକ୍ଷରୁ
Read More...

ଗୋରୁ ବୋଝେଇ ଗାଡ଼ିକୁ ଜବତ କଲେ ବଜରଙ୍ଗ ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ବରତୁଣ୍ଡା ଗୋରୁ ବଜାର ପଟରୁ ୪ ଗୋଟି ଗୋମାତା ମାନଙ୍କୁ ଅତି କ୍ରୁର ଭାବରେ ବୋଝେଇ କରି ଏକ ପିକ୍‌ଅପ୍‌ ଯୋଗେ ଚାଲାଣ ହେବାର ଯୋଜନାକୁ ଭଣ୍ଡ କଲେ ପାଇକମାଲର ବଜରଙ୍ଗ ସଦସ୍ୟମାନେ । ରାସ୍ତାରେ ପୂର୍ବରୁ ଜଗିଥିବା
Read More...

କୁଞ୍ଜର ଶିଶୁ ମହୋତ୍ସବ -୨୦୨୫ ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କୁଞ୍ଜର ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆନନ୍ଦ ସେବା ସଦନ ପକ୍ଷରୁ ୫ଦିନ ବ୍ୟାପି ଚାଲିଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ -୨୦୨୫ ଉଦ୍‌ଯାପିତ ହୋଇଯାଇଛି । ପ୍ରତ୍ୟେକ ଦିନ ରଙ୍ଗାରଙ୍ଗ ସାଂସ୍କୃତିକ
Read More...

ଢୁଲୁସର ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସ

ଜେଏଫ୍‌ଏ ଢୁଲୁସର ବିଜୟୀ ହୋଇ ଫାଇନାଲକୁ ଉନ୍ନିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସ୍ଥିତ ଢୁଲୁସର ଖେଳ ପଡିଆରେ ଜବାହାରଲାଲ ଫୁଟବଲ ଏସୋସିଏସନ ତରଫରୁ ଅନୁଷ୍ଠିତ ବିନୋଦ ସ୍ମାରକୀ ଫୁଟବଲ ପ୍ରଥମ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଜେଏଫ୍‌ଏ ଢୁଲୁସର ୪-୩ ଗୋଲରେ
Read More...

ବ୍ରହ୍ମପୁର ଠାରେ ୧୫ତମ ଜାତୀୟ ମତଦାତା ଦିବସ ସମାରୋହ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଟାଉନ ହଲ ଠାରେ ଜାତୀୟ ମତଦାତା ସଚେତନତା ପାଇଁ ସକାଳ ୮ଟା ସମୟରେ ଏକ ରାଲି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ଟାଉନ ହଲ ବ୍ରହ୍ମପୁର ପର୍ଯ୍ୟନ୍ତ ଯାଇଥିଲା । ଏହି ରାଲିକୁ ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗୀର
Read More...

ବୈପାରିଗୁଡା ବନବିଭାଗ ତରଫରୁ ବନାଗ୍ନି ପ୍ରଶମିତ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ବୈପାରୀଗୁଡ଼ା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ପ୍ରତିବର୍ଷ ଦୁର୍ଗମ ଅଂଚଳରେ ଥିବା ଜଙ୍ଗଲ ଗୁଡିକରେ ନିଆଁ ଲାଗି ପରିବେଶ ନଷ୍ଟ ହେଉଥିବା ବେଳେ ଏବେ କିଛି ବର୍ଷ ହେବ ବନବିଭାଗ ପକ୍ଷରୁ ଗାଁ ଗହଳି ମାନଙ୍କରେ ଲୋକଙ୍କୁ ନେଇ ସଚେତନତା ଶିବିର କରିବା ସହ ବିଭିନ୍ନ ସ୍ଥାନରେ କର୍ମଶାଳା ଆୟୋଜନ
Read More...

ଉପରଝର କ୍ଲଷ୍ଟର୍ ସ୍ତରୀୟ “ନିପୁନ୍ ଓଡ଼ିଶା ମେଳା” ଅନୁଷ୍ଠିତ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅଧିନସ୍ଥ ଉପରଝର କ୍ଲଷ୍ଟର୍ ସ୍ତରୀୟ "ନିପୁନ୍ ଓଡ଼ିଶା ମେଳା" ସିଆର୍‌ସିସି ଜ୍ୟୋତି ପ୍ରକାଶ ଷଡ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏବିଇଓ କବିରାଜ ମାଝୀ ଯୋଗ ଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ । ବିଶିଷ୍ଟ
Read More...

ଝରନିପାଲିରେ ପଞ୍ଚାୟତ ସ୍ତରୀୟ ଏକଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଝରଣୀପାଲି ପଞ୍ଚାୟତ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ସାଧାରଣତନ୍ତ୍ର ଦିବସ ଅବସରରେ ପଞ୍ଚାୟତର ସମସ୍ତ ଗ୍ରାମକୁ ନେଇ ଏକଦିବସୀୟ ପଞ୍ଚାୟତ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ଆଠଟି ଦଳ ଅଂଶଗ୍ରହଣ କରିଥିଲେ ।
Read More...

ଭେରୁଆଁଭଟା ବସ୍ତିଠାରୁ ଆମ୍ବପାଲି ରାସ୍ତା କାମ ନିମ୍ନମାନର ଅଭିଯୋଗ

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ସରପଂଚଙ୍କ ସ୍ୱାମୀ ନାରେ ସାଂଘାତିକ ଅଭିଯୋଗ । ରାସ୍ତା କାମ ନିମ୍ନମାନର କରୁଥିବା ଅଭିଯୋଗ । ଆମେ କହୁଛୁ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଆସ୍ତ୍ରପାଲି ପଂଚାୟତ ଅନ୍ତର୍ଗତ ଭେରୁଆଁଭଟା ଗ୍ରାମର କଥା । ଭେରୁଆଁଭଟା ବସ୍ତିଠାରୁ ଆମ୍ବପାଲି ରାସ୍ତା କାମ
Read More...