Yearly Archives

2025

୨୦୨୫ ମହାକୁମ୍ଭ ମେଳାରେ ୪୫ କୋଟି ଭକ୍ତ

ରେକର୍ଡ ସଂଖ୍ୟକ ଭକ୍ତଙ୍କ ସମାଗରମର ସାକ୍ଷୀ ମହାକୁମ୍ଭ ୨୦୨୫ ନୂଆଦିଲ୍ଲୀ, (ପିଆଇବି) : ଫେବୃଆରୀ ୧୧, ୨୦୨୫ ସୁଦ୍ଧା ୪୫ କୋଟି ଭକ୍ତ ମହାକୁମ୍ଭ ସ୍ନାନ ରୀତିନୀତିରେ ଅଂଶଗ୍ରହଣ କରି ଇତିହାସରେ ସବୁଠାରୁ ବଡ ଧାର୍ମିକ ସମାବେଶରେ ସାମିଲ ହୋଇଛନ୍ତି । ୪୫ ଦିନ ମଧ୍ୟରେ ଭକ୍ତଙ୍କ ସଂଖ୍ୟା ୪୫
Read More...

ମୟୁରଭଞ୍ଜ ଏନ ଆଇ ସି(ଏନ୍‌ଆଇସି) ତରଫରୁ ନିରାପଦ ଇଣ୍ଟରନେଟ ଦିବସ ପାଳିତ

ସୁରକ୍ଷିତ ଇଣ୍ଟରନେଟ ପାଇଁ ମୁଖ୍ୟତଃ ଲୋଭ ଓ ଭୟ ଠାରୁ ଦୁରେଇ ରହିବା ପାଇଁ ପରାମର୍ଶ. ବାରିପଦା, (ଦେବସ୍ମିତ ଚୌଧୁରୀ ) : ଭାରତ ସରକାରଙ୍କ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ନିର୍ଦେଶ ଅନୁଯାୟୀ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ
Read More...

ପ୍ୟାରିସରେ ଆୟୋଜିତ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ଘାଟନୀ ଭାଷଣ

ମହାମହିମ,ବନ୍ଧୁଗଣ,ମୁଁ ଏକ ସରଳ ପରୀକ୍ଷଣରୁ ଆରମ୍ଭ କରୁଛି ।ଯଦି ଆପଣ ଏକ ଏଆଇ ଆପରେ ଆପଣଙ୍କ ଡାକ୍ତରୀ ରିପୋର୍ଟ ଅପଲୋଡ୍ କରନ୍ତି, ତେବେ ଏହା କୌଣସି କଷ୍ଟକର ଶବ୍ଦ ବ୍ୟବହାର ନକରି ସରଳ ଭାଷାରେ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ବର୍ଣ୍ଣନା କରିପାରେ । କିନ୍ତୁ, ଯଦି ଆପଣ ସେହି ଆପ୍‌କୁ ଜଣେ ବାମ
Read More...

ଦେଓଗାଁ ହାଇସ୍କୁଲରେ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲରେ ମଙ୍ଗଳବାର ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇ ସଭାପତିତ୍ୱ କରିଥିବା ବେଳେ ସହକାରୀ ଶିକ୍ଷକ ପ୍ରତାପ ମିଶ୍ର ସଭା ସଂଯୋଜନା ଓ ଶିକ୍ଷକ ରାଜକୁମାର ବେରିଆ ଅତିଥି
Read More...

ବିଜେପି ପକ୍ଷରୁ ଲଖମରା ମଣ୍ଡଳ ସ୍ତରୀୟ ସମର୍ପଣ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ଲଖମରା ମଣ୍ତଳ ସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟକ୍ଷଙ୍କ ପୂଣ୍ୟ ତିଥି କୁଧେରନପାଲି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜବୋଡାସମ୍ବର ଜିଲ୍ଲା ପରିଷଦ ତଥା ରାଜ୍ୟ ମହିଲା ମୋର୍ଚ୍ଚା ସଦସ୍ୟା ସରସ୍ଵତୀ
Read More...

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ‘ସାଇବର ସୁରକ୍ଷା ଏବଂ ସାଇବର ଅପରାଧ’ ଉପରେ ଗୃହ…

• ମୋଦିଜୀଙ୍କ ନେତୃତ୍ୱରେ ଦେଶ ଏକ ‘ଡିଜିଟାଲ ବିପ୍ଳବ'ର ସାକ୍ଷୀ ପାଲଟିଛି, ସାଇବର ସୁରକ୍ଷାଜନିତ ଆହ୍ୱାନ ଗୁଡିକର ମୁକାବିଲା କରିବା ପାଇଁ ଜଣେ ଏହାର ଆକାର ଏବଂ ପରିମାଣକୁ ବୁଝିବା ଆବଶ୍ୟକ• ସାଇବର ଅପରାଧ ରୋକିବା ପାଇଁ ଜାଲ ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରିବା ସହିତ ସେଗୁଡ଼ିକୁ କାର୍ଯ୍ୟକ୍ଷମ
Read More...

ପ୍ରତିଭା ଅନ୍ୱେଷଣ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାଇ ସରଗମ ମ୍ୟୁଜିକାଲ ଆଣ୍ଡ ସୋସିଆଲ ଟ୍ରଷ୍ଟ ତରଫରୁ ସହରରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନରେ ଆଣିବା ପାଇଁ ପ୍ରୟାସ ଜାରିରଖିଛି । ଏହି କ୍ରମରେ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ 'ରାଗ୍ କେ ସିତାରେ'ଶୀର୍ଷକ
Read More...

କର୍ଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟାମ-୨୦୨୫ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଳକୀ ପଞ୍ଚାୟତ କର୍ଲା ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟାମ-୨୦୨୫ ମଙ୍ଗଳବାର ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ଏକ ଭବ୍ୟସମାରୋହରେ ଅନୁଷ୍ଠିତ ହୋଇଯାଇଛି । କର୍ଲା ଉନ୍ନୀତ
Read More...

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି ଦଳ ପକ୍ଷରୁ ପାଇକମାଲ ମଣ୍ତଳ ସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ ବରଗଡ ସାଂସଦଙ୍କ ପାଇକମାଲ ସ୍ଥିତ ବିଜେପି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଏହା ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ବିସ୍ତାପିତଙ୍କ ବ୍ୟଥା ଶୁଣୁ ନାହାନ୍ତି ସରକାର ଓ ପ୍ରଶାସନ : ଆନ୍ଦୋଳନ ମୁହାଁ ହେବେ ବିସ୍ତାପିତ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ପୂର୍ବତନ ସରକାର ଭୋଟ ଲୋଭରେ ଉଦ୍‌ଘାଟନ କଲେ । ଲୋକଙ୍କ ବୃହତ୍ତର ସ୍ୱାର୍ଥକୁ ଦେଖି ବିସ୍ତାପିତମାନେ ଅନେକ ସମସ୍ୟା ଥିଲେ ହେଁ ଚୁପ ରହିଲେ । ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ସବୁ ସମାଧାନର ପ୍ରତିଶୃତି ଦେଇଥିଲେ କିନ୍ତୁ ଆଜି
Read More...