ମା’ ଦକ୍ଷିଣକାଳୀ ମନ୍ଦିରରୁ ୩ ଲକ୍ଷ ଟଙ୍କାର ଅଳଙ୍କାର ଚୋରି
ଆଠଗଡ଼ : ମନ୍ଦିରରୁ ବଡ଼ଧରଣର ଲୁଟ୍ । କଟକ ନରସିଂହପୁର ବ୍ଲକ କାନପୁର ଥାନା ବାଲିଝରୀ ବସ୍ଷ୍ଟାଣ୍ଡ ନିକଟରେ ଥିବା ମା ଦକ୍ଷିଣ କାଳୀ ମନ୍ଦିରରୁ ଲୁଟ୍ ହୋଇଛି । ମନ୍ଦିରର ତାଲା ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଏବଂ ଟଙ୍କା । ବୁଧବାର ଦିନ ସକାଳ ସମୟରେ ମନ୍ଦିରର ପୂଜକ ତାଲା!-->…
Read More...
Read More...