Yearly Archives

2025

ଫ୍ଲାଏ ଓଭରବ୍ରିଜ୍ ଉପରେ ଦୁର୍ଘଟଣା : ଡ୍ରାଇଭର ମୃତ

ବଡ଼ବିଲ : ଫ୍ଲାଏ ଓଭର ଉପରେ ଦୁର୍ଘଟଣା । ଟ୍ରେଲରକୁ ଧକ୍କା ଦେଲା ହାଇୱା । ଘଟଣାସ୍ଥଳରେ ହାଇୱା ଡ୍ରାଇଭରଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଏକ ଟ୍ରେଲରରେ ଖଣି କମ୍ପାନୀର ହୋଲ୍ ପ୍ୟାକ୍ ଡାଲାକୁ ଲୋଡ୍ କରି ନିଆଯାଉଥିଲା । ତେବେ ହୋଲ୍ ପ୍ୟାକ୍ ଡାଲା ଅଧିକ ଓସାରିଆ
Read More...

ଗ୍ୟାସ ଟାଙ୍କିରେ ନିଆଁ ଲାଗି ଜଳିଗଲା ଘର : ୩ ଗୁରୁତର

ଭଦ୍ରକ : ଗ୍ୟାସ ଟାଙ୍କିରେ ନିଆଁ ଲାଗି ଜଳିଗଲା ଘର, ୩ ଗୁରୁତର । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଉଚ୍ଚପଦା ସ୍ଥିତ ଗୁଡିଆ ସାହିରେ ଭୟଙ୍କର ଅଗ୍ନିକାଣ୍ଡ । ସୂଚନା ଅନୁସାରେ ଗାଁର ବୃନ୍ଦାବନ ସାହୁଙ୍କ ଘରେ ରୋଷେଇ ଚାଲିଥିବାବେଳେ ଗ୍ୟାସ ଟାଙ୍କି ପ୍ରଥମେ ଲିକ୍‌ ହୋଇଥିଲା । ପରେ ସେଥିରୁ ନିଆଁ
Read More...

ବରଗଡ଼ ସାଂସଦଙ୍କୁ ଦୁଇ ଦଫା ଦାବୀପତ୍ର ଦେଲେ ମିଳିତ ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦଙ୍କ ପାଇକମାଲ ସ୍ଥିତ ବାସଭବନରେ ମିଳିତ ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି ସଦସ୍ୟ ତଥା ଅଲ୍‌ ଓଡିଶା ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି ଦୁଇ ଦଫା ଦାବୀ ସମ୍ବଳିତ ଦାବୀ ପ୍ରାଥମିକ ଶିକ୍ଷାରୁ ଚୁକ୍ତିଭିତ୍ତିକ ପ୍ରଥା ସ୍କିମାଟିକ ପ୍ରଥା ଉଚ୍ଛେଦ,
Read More...

ଅଲଚିକି ଶିକ୍ଷାଦାନକୁ ସୁନିଶ୍ଚିତ କରିବା ଦାବୀରେ ରାଜ୍ୟପାଳଙ୍କୁ ଭେଟି ଦାବି ରଖିଲେ ଅର୍ଜୁନ ମୁର୍ମୁ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡ଼ିଶାରେ ପ୍ରାଥମିକ ସ୍ତରରୁ ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ଅଲଚିକି ଶିକ୍ଷାଦାନ ସୁନିଶ୍ଚିତ, ମୟୂରଭଞ୍ଜରେ ସାନ୍ତାଳୀ ଶିକ୍ଷା ପରିଷଦ ବା ସାନ୍ତାଳୀ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ନାମ ଫଳକରେ
Read More...

ସିନାପାଲି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ସିନାପାଲି, (କେପିଏନ୍‌ଏସ୍‌) : ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ସିନାପାଲି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ଦ୍ୱାଦଶ ବାର୍ଷିକ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏଥିସହ ୫ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ନଅ କୁଣ୍ତୀୟ ଘୃତଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞରେ ପୂର୍ଣ୍ଣାହୂତି ଘଟିଛି ।
Read More...

ନିଳଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ “ନବ ଉନ୍ମେଷ” ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିଳଜୀଠାରେ ବିଦ୍ୟାଳୟର ବାର୍ଷିକ ଉତ୍ସବ "ନବ ଉନ୍ମେଷ "ଅନୁଷ୍ଠିତ ହୋଇଯାଇଛି । ସିନାପାଲି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଯତୀନ୍ଦ୍ର କୁମାର ସେଠ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇ
Read More...

ଟୁକୁନିଙ୍କୁ ଜବାବ ଦେଲେ ମମତା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧବାର ସକାଳେ ଟିଟିଲାଗଡ଼ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ର ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ବିଜେପି ବିଧାୟକ ନବୀନ ଜୈନଙ୍କୁ ଖୋଲା ଚାଲେଞ୍ଜ ଦେଇଥିଲେ । ତାହାର ଜବାବରେ ଟିଟିଲାଗଡ଼
Read More...

ସରକାରଙ୍କ ଡିଜିଟାଲ ଉପସ୍ଥିତିକୁ ସୁସଂଗତ କରିବା ଲାଗି ଡିଜିଟାଲ ବ୍ରାଣ୍ଡ ପରିଚୟ ମାନୁଆଲ (ଡିବିଆଇଏମ୍‌)ର ଉନ୍ମୋଚନ କଲା…

• ଭାରତର ଡିଜିଟାଲ ପ୍ରଶାସନକୁ ସୁଦୃଢ଼ କରିବା ଲାଗି ଆୟୋଜନ କଲା ସିଆଇଓ ସମ୍ମିଳନୀ• ଡିବିଆଇଏମ୍‌ ପ୍ରଧାନମନ୍ତ୍ରୀଙ୍କ ‘‘ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ’’ ଦୃଷ୍ଟିକୋଣ ଅନୁରୂପ, ଯାହା ଭାରତର ଡିଜିଟାଲ କାର୍ଯ୍ୟକଳାପକୁ ଅଧିକ ସୁଲଭ, ସମାବେଶୀ ଏବଂ ନାଗରିକ କୈନ୍ଦ୍ରିକ କରିଥାଏ :
Read More...

ମନୋରଞ୍ଜନ ସହିତ ନବୋନ୍ମେଷ ଶିକ୍ଷା : ଇନୋଭେଟ୍ ଟୁ ଏଜୁକେଟ୍

ନୂଆଦିଲ୍ଲୀ, (ପିଆଇବି) : ପିଲାମାନଙ୍କର ପାଠ ପଢ଼ିବାର ଅଭିଜ୍ଞତାକୁ ବଦଳାଇବା ପାଇଁ ଇନୋଭେଟ୍ ଟୁ ଏଜୁକେଟ୍ ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଡିଜାଇନ୍ ଚ୍ୟାଲେଞ୍ଜ ଏକ ରୋମାଞ୍ଚକର ପ୍ରତିଯୋଗିତା । ଏହା କ୍ରିଏଟ ଇନ ଇଣ୍ଡିଆ ଚ୍ୟାଲେଞ୍ଜ ସିଜନ ୧ର ଅଂଶବିଶେଷ ଏବଂ ୱେଭସ୍ (ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଆଣ୍ଡ
Read More...

କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ଓ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ଉଚ୍ଚସ୍ତରୀୟ କମିଟି ୫ଟି ରାଜ୍ୟ ପାଇଁ…

୨୦୨୪ ମସିହାରେ ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ, ଓଡ଼ିଶା, ତେଲଙ୍ଗାନା ଓ ତ୍ରିପୁରାରେ ହୋଇଥିବା ବନ୍ୟା/ଆକସ୍ମିକ ବନ୍ୟା, ଭୂସ୍ଖଳନ ଓ ସାମୁଦ୍ରିକ ଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟ ଲାଗି ଏହି ପାଣ୍ଠି ଆବଣ୍ଟନ କରାଯିବଓଡ଼ିଶାକୁ ପାଇବ ୨୫୫.୨୪ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ
Read More...