Yearly Archives

2025

ଗଂଜାମ ବ୍ଲକ୍ ଯୋଗାଣ ମନ୍ତ୍ରୀଙ୍କ ଗସ୍ତ

ଲକ୍ଷ୍ମୀପୁର ଧାନମଣ୍ଡିରେ କଲେ ସମୀକ୍ଷା ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗଞ୍ଜାମ ବ୍ଲକ ଗସ୍ତ କରିଥିଲେ । ମନ୍ତ୍ରୀଙ୍କ ଅଚାନକ ଗସ୍ତକୁ ନେଇ ବ୍ଲକ ଯୋଗାଣ ବିଭାଗ ହଡବଡେଇ ଯାଇଥିଲେ । ଶ୍ରୀ ମହାପାତ୍ର ଏହି ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଂଚାୟତ
Read More...

୧୯୮୮ ବ୍ୟାଚ୍‌ର ସପରିବାର ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ବପୁରାତନ ଶିକ୍ଷାନୁଷ୍ଠାନ ତଥା ବ୍ରିଟିଶ ଅମଳରେ ସ୍ଥାପିତ ହୋଇଥିବା ରାଜବୋଡାସମ୍ବର ହାଇସ୍କୁଲର ୧୯୮୮ ମସିହା ମ୍ୟାଟ୍ରିକ ବ୍ୟାଚ୍‌ର ସପରିବାର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଲଖମରା ନିକଟସ୍ଥ ଦେବଦର୍ହା ଶିବ ମନ୍ଦିର ଠାରେ ୬୦ରୁ
Read More...

ମାସକ ଭିତରେ ଶୁଣାଣି, ନ୍ୟାୟ ଅପେକ୍ଷାରେ ପ୍ରଫେସର ଦଂପତି

ବଲାଙ୍ଗିର : ବହୁ ଚର୍ଚ୍ଚିତ ପାଟଣାଗଡର ପାର୍ସଲବୋମା ଘଟଣାକୁ ସାତବର୍ଷ ପୂରିଛି । ସାତବର୍ଷ ଭିତରେ ପାର୍ସଲ ବୋମାକୁ ନେଇ ଜାତୀୟ ସ୍ତରରେ ଖବର ହେବା ସାଂଗକୁ ସିନେମା ହୋଇ ରୁପେଲି ପରଦାକୁ ବି ଆସିଛି । ଆଉ ଏ ଘଟଣାର ଏକମାତ୍ର ଅଭିଯୁକ୍ତ ପୁଜିଂଲାଲ ମେହେର ବି ଜେଲ ଭିତରେ ଥାଇ ସାମ୍ବାଦିକତା
Read More...

ଓଡିଶା ସୂଚନା ଅଧିକାର ଅଭିଯାନ ବଲାଙ୍ଗିର ଶାଖା ପକ୍ଷରୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାଜେନ୍ଦ୍ର କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପରେ ଓଡିଶା ସୂଚନା ଅଧିକାର ଅଭିଯାନ, ବଲାଙ୍ଗିର ଶାଖା ତରଫରୁ ତା.୨୨.୦୨.୨୦୨୫ ଏବଂ ତା.୨୩.୦୨.୨୦୨୫ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ଦିବସରେ ଅତିଥି ଭାବରେ ଓଡିଶା ସୂଚନା
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’କୁ ଆପଣ ସମସ୍ତଙ୍କୁ ସ୍ୱାଗତ । ଏବେ ଚମ୍ପିଆନ୍ସ ଟ୍ରଫି ଚାଲିଛି ଏବଂ ଚାରିଆଡ଼େ କ୍ରିକେଟ୍ ବିଷୟରେ ଆଲୋଚନା ହେଉଛି । କ୍ରିକେଟରେ ଶତକର ରୋମାଞ୍ଚ କ’ଣ, ତାହା ତ ଆମେ ସମସ୍ତେ ଭଲ ଭାବେ ଜାଣୁଁ, କିନ୍ତୁ ଆଜି ମୁଁ ଆପଣ ସମସ୍ତଙ୍କୁ କ୍ରିକେଟ୍
Read More...

ଦେଓଗାଁରେ ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା

ମୁକୁଳା ଡ୍ରେନ ନେବ ଜୀବନଔଷଧ ଖାଇବା ପରେ ବି ବଢ଼ୁଛି ଫେଲେରିଆ ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ସରକାର ଫେଲେରିଆ ନିରାକରଣ ପାଇ ସଚେତନ କରି ଲୋକଙ୍କୁ ଔଷଧ ଖାଇବାକୁ ଦେଉଛନ୍ତି, ହେଲେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକରେ ଫେଲେରିଆ ରୋଗ ଉପର ମୁହାଁ ହେଉଥିବାରୁ ଚିନ୍ତା ଜନକ
Read More...

ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ପ୍ଲାଣ୍ଟ୍ ଶ୍ରୀମନ୍ଦିର ପୂଜା ଫୁଲ, ତୁଳସୀ, ବର୍ଜ୍ୟରେ ହେବ ଜୈବିକ ଖତ

ପୁରୀ : ଶ୍ରୀମନ୍ଦିରରୁ ଦୈନିକ ଠାକୁରଙ୍କ ବ୍ୟବହାର ପରେ ବାହାରୁଥିବା ପୂଜା ଫୁଲ, ତୁଲସୀ, ବ୍ୟବହୃତ ଅନୁପଯୋଗୀ ମହାପ୍ରସାଦ, ନଡ଼ିଆ କତା, କଦଳୀ ପତ୍ର ସମେତ ରୋଷଘରୁ ବାହାରୁଥିବା ପରିବା ଚୋପା ପ୍ରଭୃତି ବ୍ୟବହାର କରାଯାଇ ଏହି ଜୈବିକ ଖତ ଓ ବାୟୋଗ୍ୟାସ୍‌ ପ୍ରସ୍ତୁତ କରାଯିବ । ପିଜିସିଆଇଏଲ୍‌
Read More...

ପୋଖରୀରେ ବୁଡି ଦୁଇ ନାବାଳକ ମୃତ

ଲମତାପୁଟ : ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ । ଲମତାପୁଟ ବ୍ଲକ ଅଉଡିପଡା ଗ୍ରାମରେ ଘଟିଛି ଅଘଟଣ । ମୃତ ନାବାଳକ ୨ ଜଣ ହେଲେ ସୂର୍ଯ୍ୟ ବଡ଼ନାୟକ ଏବଂ ସୁବାଷ ଚନ୍ଦ୍ର ସୀସା ଲମତାପୁଟ ବ୍ଲକ ଅଉଡିପଡା ଗ୍ରାମର ନାବାଳକ ସୂର୍ଯ୍ୟ ବଡ଼ନାୟକ ଏବଂ ସୁବାଷ ଚନ୍ଦ୍ର ସୀସା ଗ୍ରାମ ନିକଟରେ ଥିବା
Read More...

କଣ୍ଟାବାଞ୍ଜି ରେଳଷ୍ଟେସନ ଇଲାକାରେ ମଦ ବିକ୍ରି : ଶନିବାର ରାତିରେ ଚଢ଼ାଉ, ମୁଖ୍ୟ ଅଭିଯୁକ୍ତମାନେ ଫେରାର

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳଷ୍ଟେସନ ଇଲାକାରେ ଅବାଧ ମଦବିକ୍ରି ହେଉଥିବା ଜାଣି ଶନିବାର ରାତିରେ ଚଢ଼ାଉ ହୋଇଛି । ଏହି ଚଢ଼ାଉରେ କଣ୍ଟାବାଞ୍ଜି ଟାଉନ ପୋଲିସ ଜି ଆର୍ ପି ; ଆର୍ ପି ଏଫ୍ ଓ ଅବକାରୀ ବିଭାଗ ଦ୍ଵାରା ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ
Read More...

ଓସିଏ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି

କଟକ : ଓସିଏ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି । ଓସିଏ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯାଇଛି । ପୂର୍ବରୁ ଏକମାତ୍ର ସଭାପତି ପ୍ରାର୍ଥୀ ଭାବେ ନାମାଙ୍କନ କରିଥିଲେ । ସେଥିପାଇଁ ସେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ପଦବୀ ଖାଲି ରହିଥିଲା
Read More...