Yearly Archives

2025

ମେଣ୍ଡାକୁ ବ୍ଲକ ଘୋଷଣା ଦାବି ନେଇ ଦ୍ୱିତୀୟ ବୈଠକ

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯିବ ଦାବିପତ୍ର ତରଭା, (କେପିଏନ୍‌ଏସ୍‌) : ରାଜ୍ୟରେ ନୂତନ ବ୍ଲକ ପୁନଃର୍ଗଠନ ନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀଙ୍କ ସୂଚନା ପରେ ସୁବର୍ଣ୍ଣପୁର ଜିଲ୍ଲାର ସର୍ବ ପୁରାତନ ତଥା ବୃହତ ଗ୍ରାମ ଐତିହାସିକ ମେଣ୍ଡା ଗ୍ରାମ ପଞ୍ଚାୟତକୁ ବ୍ଲକ
Read More...

କେନ୍ଦ୍ରୀୟ ଟିମର ମୟୁରଭଞ୍ଜ ଜିଲ୍ଲା ଗସ୍ତ ଏବଂ କ୍ଷେତ୍ର ପରିଦର୍ଶନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଡି ଏମ. ଇ. ଓ.ର ପୂର୍ବତନ ଡାଇରେକ୍ଟର ଜେନେରାଲ ତଥା ବର୍ତ୍ତମାନ ନୀତିଆୟୋଗର ବରିଷ୍ଠ ଗବେଷକ ମି. ଶେଖର ବନୁ ଏବଂ ସାମାଜିକ ବିକାଶ ପରିଷଦର ପୂର୍ବତନ ନିର୍ଦ୍ଦେଶକ ମି. ଅଶୋକ ପଙ୍କଜକୁ ନେଇ ଗଠିତ ୨ ଜଣିଆ କେନ୍ଦ୍ରୀୟ ଟିମ ଗତକାଲି ମୟୁରଭଞ୍ଜ ଜିଲ୍ଲା ଗସ୍ତରେ
Read More...

ଚଳିତ ବର୍ଷ ଟିଟିଲାଗଡ଼ର ୭୫ ତମ ମହାଶିବରାତ୍ରି ମେଳା ଲୋକ ଦେଖିବେ ନୂତନ ଭାବେ – ସାମ୍ବାଦିକ ସମ୍ମିଳନୀରେ କହିଲେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡ଼ମ୍ବରରେ ପାଳିତ ହେବାକୁ ଯାଉଛି ମହା ଶିବରାତ୍ରି ମେଳା। ରବିବାର ସନ୍ଧ୍ୟାରେ ଶିବରାତ୍ରି ମେଳା ପାଇଁ ପ୍ରସ୍ତୁତି ସରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀର ବ୍ୟବସ୍ଥା କରାଯାଇଥିଲା। ପ୍ରଥମେ କୁମୁଡ଼ା ପାହାଡ
Read More...

କଲେଜ ଛାତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା କୋକନରା ଗ୍ରାମର ଜଣେ ଝିଅଙ୍କ ଶବ ସାଗୁଆନ ଗଛରେ ଝୁଲୁଥିବାର ଲୋକେ ରବିବାର ଅପରାହ୍ନରେ ଦେଖିଥିଲେ । ଗ୍ରାମରେ ଘଟଣାଟି ପ୍ରଘଟ ହେବା ପରେ ଲିଙ୍ଗରାଜ ରାଉତଙ୍କ ଝିଅ ଅଲିଭା ରାଉତ ଶନିବାର ସନ୍ଧ୍ୟାରେ ଘରୁ କୁଆଡ଼େ ଯାଇ
Read More...

ନୃସିଂହନାଥ ଆୟୁର୍ବେଦ କଲେଜର ୪୪ତମ ବାର୍ଷକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ଆୟୁର୍ବେଦ କଲେଜର ୪୪ତମ ବାର୍ଷକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଚାଳନା କମିଟିର ସଭାପତି ସତ୍ୟଭୁଷଣ ସାହୁଙ୍କ ଅଧ୍ୟକ୍ଷତାରେ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ବରଗଡ ଅତିରିକ୍ତ ଜିଲ୍ଲା
Read More...

ସୁବର୍ଣ୍ଣରେଖା ଆନୁକୁଲ୍ୟରେ, ନିଶୁଳ୍କ ହାର୍ଣ୍ଣିଆ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ :

ରାଉରକେଲା, (ସସ୍ମିତା ପ୍ରଧାନ) : ସୁବର୍ଣ୍ଣରେଖା ଓ ସାଇ ଲାପାରସ୍କୋପିକ ହସ୍ପିଟାଲ, ସିଭିଲ ଟାଉନସିପ, ସହଯୋଗରେ ଏକ ନିଶୁଳ୍କ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ପ୍ରତାପ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସହଯୋଗୀ କୁଶଳୀ
Read More...

‘ଆମେ ଓଡିଆ’ ରାଉରକେଲା ଶାଖାରେ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଓଡ଼ିଆ ମାନଙ୍କୁ ନେଇ "ଆମେ ଓଡ଼ିଆ" ରାଉରକେଲା ଶାଖା ଗଠିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଐତିହକୁ ଉଜ୍ୱାବିତ କରି ରଖିବା ସହିତ, ଓଡ଼ିଆ ମାନଙ୍କର ସ୍ୱାଭିମାନ ତଥା ପରିଚୟକୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ନିରନ୍ତର
Read More...

ମହାଶିବରାତ୍ରି ପାଇଁ ଦେବଗିରିରେ ପ୍ରସ୍ତୁତି

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରର ବହୁ ପୁରାତନ ଦେବଗିରି ଧାମ ଶୈବପୀଠରେ । ଏହି ମନ୍ଦିର କଲ୍ୟାଣସିଂହପୁର ଠାରୁ ଦେବଗିରି ୨ କି.ମି. ଦୂରରେ ଅବସ୍ଥିତ । ଜାଗର ଦିନ ଠାରୁ
Read More...

ଚନ୍ଦନଭାଟି ନୂତନ ଦୁର୍ଗା ମନ୍ଦିର ପ୍ରତିଷ୍ଠା ସକାଶେ ଶୁଭସ୍ତମ୍ଭ ସ୍ଥାପନ

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ଫାଲ୍ଗୁନ କୃଷ୍ଣ ପକ୍ଷ ଦଶମୀ ତିଥିରେ ଚନ୍ଦନଭାଟି ଗ୍ରାମର ନୂତନ ଦୁର୍ଗା ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭସ୍ତମ୍ଭ ସ୍ଥାପନା କରାଯାଇଛି । ଏହି ଅବସରରେ ଦୁର୍ଗା ମନ୍ଦିର କମିଟି ତରଫରୁ ବ୍ରାହ୍ମଣମାନଙ୍କୁ ଯଜ୍ଞ ପାଇ ନିମନ୍ତ୍ରଣ କରା ଯାଇଥିଲା । ଏହି ଯଜ୍ଞରେ
Read More...

ଛତରପୁର କ୍ୟାନସର ହସ୍ପିଟାଲର ଶିଳାନ୍ୟାସ, ଅବସରରେ ଧିରେନ୍ଦ୍ର ଶାସ୍ତ୍ରୀ

ଛତରପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଛତରପୁରରେ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି । ଏହି ହସ୍ପିଟାଲର ନିର୍ମାଣ ବାଗେଶ୍ୱର ଧାମ ସରକାର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀ କରାଉଛନ୍ତି । ପ୍ରଧାନମନ୍ତ୍ରୀ ବାଗେଶ୍ୱର ଧାମରେ ‘ବାଲାଜୀ କ୍ୟାନସର ଇନିଷ୍ଟିଚ୍ୟୁଟ ଆଣ୍ଡ
Read More...