Daily Archives

ଉଠା ଜଳସେଚନ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ଶତାଧିକ ଚାଷୀ

କେବେ ଖୋଲାଯିବ ସୋଲାର ପମ୍ପ ? : ଦ୍ୱନ୍ଦରେ ଚାଷୀସରକାରୀ ଟେଣ୍ଡର ପାଇଁ ଅପେକ୍ଷାରେ ବିଭାଗ ତୁରେକେଲା, (ପିତାମ୍ବର ଦୀପ) : ଗତ ଦୁଇବର୍ଷ ଆଗରୁ ଚାଷୀମାନେ ଅନଲାଇନ୍ ମାଧ୍ୟମରେ ୟୁନିଅନ୍ ବ୍ୟାଙ୍କରେ ଖାତା ଖୋଲି ସୋଲାର ପମ୍ପ ଓ ବିଦ୍ୟୁତ୍ ଚାଳିତ ପମ୍ପ ପାଇଁ ଆବେଦନ କରିଥିଲେ କିନ୍ତୁ ଦୁଇ
Read More...

ବ୍ରହ୍ମପୁରଠାରେ ରାଜ୍ୟସ୍ତରୀୟ ସାଂସ୍କୃତିକ ଉତ୍ସବ “ଅନ୍ୱେଷଣ -୨୦୨୫” ଆୟୋଜିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଇନଷ୍ଟିଚ୍ୟୁଟ୍ ଫର୍ ପଲିସି ରିସର୍ଚ୍ଚ ଇନ୍ ଇକୋନୋମିକସ୍ ମେନେଜମେଣ୍ଟ ଏଣ୍ଡ ସୋସିଆଲ ଡେଭଲପମେଣ୍ଟର ବାର୍ଷିକ ଉତ୍ସବ "ଅନ୍ୱେଷଣ ୨୦୨୫", ରାଜ୍ୟସ୍ତରୀୟ ସାଂସ୍କୃତିକ ଉତ୍ସବ, ଗଞ୍ଜାମ କଳା ପରିଷଦ,ବ୍ରହ୍ମପୁରଠାରେ ଆୟୋଜିତ ହୋଇଯାଇଛି । ଏଥିରେ
Read More...

ବୃଦ୍ଧି ହେବ ମତ୍ସ୍ୟ ଉତ୍ପାଦନ ଋଷିକୁଲ୍ୟା କଂସାରୀଗଣ୍ଡରେ ମାଛ ଯାଆଁଳ ଛାଡିଲେ ଛତ୍ରପୁର ବିଧାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା କଂସାରିଗଣ୍ଡରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ୭ ଲକ୍ଷ ୫୦ ହଜାର ଯାଆଁଳ ଛଡାଯାଇଛି । ଋଷିକୁଲ୍ୟା ନଦୀରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ପାଇଁ ଛତ୍ରପୁର ବ୍ଲକ ମୁନସୀପେଣ୍ଠ ନିକଟ କଂସାରିଗଣ୍ଡ ଠାରେ ଏହି ମାଛ ଯାଆଁଳ
Read More...

ଚଳିତ ମାସ ବ୍ରହ୍ମପୁରଠାରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ବିଭିନ୍ନ ଅଭିଯୋଗର ଜନଶୁଣାଣି କରିବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ମଇ ମାସରେ ବ୍ରହ୍ମପୁର ଠାରେ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗ ଶୁଣାଣି କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ୯
Read More...

କୃତ୍ରିମ ବୁଦ୍ଧିମତାର ସଠିକ ଉପଯୋଗ ନେଇ ତାଲିମ ଓ ଆଲୋଚନାଚକ୍ର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ "ଶୈକ୍ଷିକ ଅଭିବୃଦ୍ଧି ନିମନ୍ତେ କୃତ୍ରିମ ବୁଦ୍ଧିମତାର ବ୍ୟବହାର" ଶୀର୍ଷକ ଏକ ତାଲିମ ଓ ଆଲୋଚନାଚକ୍ର ସୋମବାର ଆୟୋଜିତ ହୋଇଯାଇଛି । ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ
Read More...

ରାୟଗଡା ପୋଲିସ୍‌ର ସଫଳତା

ରାୟଗଡା, (କେପିଏନ୍‌ଏସ୍‌) : ପୋଲିସକୁ ମିଳିଲା ବଡ଼ ସଫଳତା । ସର୍ଚ୍ଚ ଅପରେସନ୍‌ରେ ମିଳିଲା ଗୋଟେ ପ୍ରେସର୍ ବୋମା ସହ ୩ଟି ଟିଫିନ୍ ବୋମା । ସୂଚନା ଯୋଗ୍ୟ ଯେ, ରାୟଗଡ଼ା ଜିଲ୍ଲା ଆମ୍ବ।ଦଳା ଥାନା ଅନ୍ତର୍ଗତ ଜଗଦଲପୁର ଜଙ୍ଗଲରେ ମାଓବାଦୀମାନେ ଅଘଟଣ ଘଟାଇବା ପାଇଁ ପୂର୍ବରୁ ବୋମା ଗୁଡ଼ିକୁ
Read More...

୧୮୦ ଦିନରୁ ଅଧିକ ଦିନହେଲା ପାତ୍ରକୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି : ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୁକୁଡାଖଣ୍ଡି ବ୍ଲକରେ ୧୮୦ ଦିନରୁ ଅଧିକ ଦିନ ହେଲାଣି କାମାକ୍ଷା ପ୍ରସାଦ ପାତ୍ର ମୃତ୍ୟୁ ବରଣ କରିଥିବା ବେଳେ ଅଦ୍ୟାବଧି ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି ବୋଲି ସାଧାରଣରେ ଏକ ଚର୍ଚ୍ଚାର
Read More...

ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍ : ଗାଡ଼ିରେ ଥିଲେ ୪୦ରୁ ଅଧିକ ଯାତ୍ରୀ

ବାଲେଶ୍ୱର : ଓଲଟିଲା ଯାତ୍ରୀବାହୀ ବସ୍‌ । ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍‌ । ଯେଉଁଥିରେ ୪୦ରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି । ବାଲେଶ୍ୱର ଜିଲ୍ଲା ନୁଣିଆଯୋଡ଼ି ପୋଲ ନିକଟରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରୁ ଚାଲିଛି ଉଦ୍ଧାର କାର୍ଯ୍ୟ । ଖବର ଅନୁସାରେ
Read More...

କାର୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ଆରୋହୀ ଗୁରୁତର

ସାଲେପୁର : କଟକ ଜିଲ୍ଲା ସାଲେପୁର ଥାନା ଶିଶୁଆ ବଜାର ନିକଟରେ ଦୁର୍ଘଟଣା । କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯେଉଁଥିରେ ବାଇକ୍‌ ଚାଳକ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, କଟକରୁ
Read More...

ପୁରୀ ଏବଂ ରାଜସ୍ଥାନ କୋଟାରେ ନୂଆ ବିମାନବନ୍ଦର ନିର୍ମାଣକୁ ମଞ୍ଜୁର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ କେନ୍ଦ୍ର ସରକାର ଦେଶବ୍ୟାପୀ ବିମାନ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ସଂକଳ୍ପବଦ୍ଧ ଅଛନ୍ତି । ଏହି କ୍ରମରେ ଆଉ ଏକ ପଦକ୍ଷେପ ସ୍ୱରୂପ, ଓଡ଼ିଶାର ପୁରୀ ଏବଂ ରାଜସ୍ଥାନର କୋଟା ଠାରେ
Read More...